ଆଗାମୀ ଦିନରେ ପ୍ରେଟୋଲର ମୂଲ୍ୟ ବୃଦ୍ଧି ପାଇବ !

0

ଅର୍ନ୍ତଜାତୀୟ ସ୍ତରରେ ଅଶୋଧିତ ତୈଳ ମୁଲ୍ୟ କ୍ରମାଗତ ଭାବରେ ବୃଦ୍ଧି ପାଇବାରେ ଲାଗିଛି । ରୁଷ ଉପରେ ୟୁକ୍ରେନର ଆକ୍ରମଣ ପରେ ଅଶୋଧିତ ତୈଳ ଦର ପ୍ରଥମ ଥର ପାଇଁ  ବ୍ୟାରେଲ ପିଛା ୧୦୦ ଡଲାର ବୃଦ୍ଧି ପାଇଛି ।କିନ୍ତୁ ଏହା ପରେ ମଧ୍ୟ ତୈଳ ଦର ବୃଦ୍ଧି ପାଇବାର ଆଶଙ୍କା ଦେଖାଦେଇଛି । ଅଶୋଧିତ ତୈଳ ଦର ବୃଦ୍ଧି ସତ୍ତ୍ୱେ ଅନେକ ଦେଶ ଏହାକୁ ଏଡାଇବା ପାଇଁ ରଣନୀତିକ ଭଣ୍ଡାରର ଉପାୟ ଅବଲମ୍ବନ କରୁଛନ୍ତି ।

ବୁଧବାର ଦିନ ଅଶୋଧିତ ତୈଳ ଦର ବିଶ୍ୱ ବଜାରରେ ବ୍ୟାରେଲ ପ୍ରତି ୧୧୦ ଡଲାରରେ ପହଞ୍ଚିଛି । ଏହି କାରଣରୁ ଭାରତରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇବାର ନିଶ୍ଚିତ ହୋଇସାରିଛି ।  ଏହି ଆକଳନର ସମୀକ୍ଷା କରିବା ପରେ ଆଗାମୀ ଦିନରେ ପ୍ରେଟୋଲର ମୂଲ୍ୟ ଲିଟର ପିଛା ୩୦ ରୁ ଅଧିକ ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି ।

Leave A Reply

Your email address will not be published.