ପୀତବାସ ପଣ୍ଡା ହତ୍ୟା ମାମଲାର ପର୍ଦ୍ଦାଫାସ ପରେ ପରିବାର ଚକିତ

0

ଓଡ଼ିଆ ନ୍ୟୁଜ୍: ପୀତବାସ ପଣ୍ଡା ହତ୍ୟା ମାମଲାର ପର୍ଦ୍ଦାଫାସ ପରେ ପରିବାର ଚକିତ।ଆମେ ଆଶ୍ଚର୍ଯ୍ୟଚକିତ ବୋଲି କହିଲେ ପୀତବାସଙ୍କ ସାନ ଭାଇ। ‘ଯେଉଁ ୪ ଜଣଙ୍କୁ ମୁଖ୍ୟ ଆସାମୀ ଦର୍ଶାଯାଇଛି, ସେମାନେ ଘନିଷ୍ଠ ଥିଲେ’।‘ବିକ୍ରମ ପଣ୍ଡା, ପିଣ୍ଟୁ ଦାସ, ମଦନ ଦଳେଇ, ମଳୟ ବିଷୋୟୀଙ୍କୁ ନେଇ ଚକିତ’।

‘ସେମାନଙ୍କୁ ପରିଚିତ କରିବା ପଛରେ ମୋ ଭାଇଙ୍କର ଭୂମିକା ଥିଲା’।‘ଯଦି ପଛରୁ ଚକ୍ରାନ୍ତ କରି ମାରିବେ, ତାହେଲେ କିଏ କାହାକୁ ସାହାଯ୍ୟ କରିବ। ‘ଭାଇଙ୍କ ହତ୍ୟା ପରେ ଆମକୁ ଆସି ଶାନ୍ତ୍ବନା ଦେଇଥିଲେ’।‘ମାତ୍ର ସେମାନେ ଯେ ହତ୍ୟା ପଛର ଷଡ଼ଯନ୍ତ୍ରକାରୀ ଜାଣି ନଥିଲୁ’।‘ ସେମାନଙ୍କୁ କଠିନରୁ କଠିନ, ଦୃଷ୍ଟାନ୍ତମୂଳକ ଦଣ୍ଡ ମିଳିବା ଦରକାର’।

Leave A Reply

Your email address will not be published.