ସରସ୍ୱତୀ ପୂଜାରେ ଅଘଟଣ: ଦୁର୍ଘଟଣାରେ ଚାଲିଗଲା ଜୀବନ

0

ଓଡ଼ିଆ ନ୍ୟୁଜ୍: ସରସ୍ୱତୀ ପୂଜାରେ ଅଘଟଣ। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରରେ ସରସ୍ୱତୀ ପୂଜାରେ ଏକ ଅଭାବନୀୟ ଘଟଣା ଘଟିଛି। ବିଦ୍ୟାଳୟକୁ ସରସ୍ୱତୀ ପୂଜା ଲାଗି ଆସୁଥିବା ବେଳେ ଦୁର୍ଘଟଣାରେ ଚାଲିଗଲା ଛାତ୍ରଙ୍କ ଜୀବନ। ବୀରମହାରାଜପୁର ଥାନା ମୂର୍ଶୁଣ୍ଢି ମେଟାକାନି ଛକରେ ବିଦ୍ୟୁତ୍ ଖମ୍ବରେ ବାଇକ୍ ପିଟି ହୋଇ ଏହି ଦୁର୍ଘଟଣା ଘଟିଛି।

ମୃତ ଛାତ୍ର ହେଲେ ଚୌକା ଗାଁର କ୍ରିସ୍ ମହାକୁର। ଏହି ଦୁର୍ଘଟଣାରେ ଆଉ ଜଣେ ଛାତ୍ର ଗୁରୁତର ହୋଇଛନ୍ତି।

Leave A Reply

Your email address will not be published.