ଜରୁରୀ ଅବତରଣ କଲା ସୋନିଆ ଗାନ୍ଧୀଙ୍କ ବିମାନ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଜରୁରୀ ଅବତରଣ କଲା ସୋନିଆ ଗାନ୍ଧୀଙ୍କ ବିମାନ । ଭୋପାଳରେ ଜରୁରୀ ଅବତରଣ କରିଥିବା ସୂଚନା ମିଳିଛି । ଖରାପ ପାଗ ଯୋଗୁଁ ବିମାନ ଅବତରଣ ସୂଚନା । ସୋନିଆଙ୍କ ସହ ଥିଲେ ରାହୁଲ ଗାନ୍ଧୀ । ଏନେଇ ଭୋପାଳ ପୁଲିସ ସୂଚନା ଦେଇଛି । ବେଙ୍ଗାଲୁରୁ ଦିଲ୍ଲୀ ଫେରୁଥିଲେ ଉଭୟ ।

ଗତକାଲି ଥିଲା ବିରୋଧୀଦଳ ମାନଙ୍କର ବୈଠକ । ସେଥିପାଇଁ ବୈଠକ ସାରି ଫେରୁଥିବା ବେଳେ ପାଗ ହଠାତ୍ ଖରାପ ହୋଇଯାଇଥିଲା । ଯେଉଁଥିପାଇଁ ତାଙ୍କ ବିମାନକୁ ଜରୁରୀ ଅବତରଣ କରିବାକୁ ପଡ଼ିଥିଲା ।

Leave A Reply

Your email address will not be published.