ପ୍ରଚାର ମୈଦାନରେ ସୌମ୍ଯରଂଜନ ଏ ଲଢେଇ ସତ୍ୟର ସ୍ୱାଭିମାନ ଲଢେ଼ଇ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପ୍ରଚାର ମୈଦାନରେ ସୌମ୍ଯରଂଜନ ଏ ଲଢେଇ ସତ୍ୟ ର ସ୍ୱାଭିମାନ ଲଢେ଼ଇ | ପ୍ରଚାର ମୈଦାନରେ ସ୍ବାଧିନ ପ୍ରାର୍ଥି ସୌମ୍ଯରଂଜନ ପଟ୍ଟନାୟକ, ଘସିପୁରା ନିର୍ବାଚନ ମଣ୍ତଳିରେ ବାଇକ ଶୋଭାଯାତ୍ରାରେ ଗାଁକୁ ଗାଁ ବୁଲି କରୁଛନ୍ତି ନିର୍ବାଚନୀ ପ୍ରଚାର।

ଏହି ପରିପ୍ରେକ୍ଷିରେ ଆଜି ସୈଲଙ୍କ ଠାରୁ ଏକ ବିରାଟ ବାଇକ ଶୋଭାଯାତ୍ରା ବାହାରି ବିଭିନ୍ନ ପଞ୍ଚାୟତରେ ପରିକ୍ରମା କରିବା ସହ ନିଜ ସପକ୍ଷରେ ଭୋଟ ଭିକ୍ଷା କରିଛନ୍ତି ।ଦେଓଗାଁ ବଜାରରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରିବେ |

ଏହି ଅବସରର ବିଜେଡିକୁ ସିଧା ସଳଖ ଟର୍ଗେଟ କରିବା ସହ ଘସିପୁରାରେ ବଦ୍ରି ପାତ୍ରଙ୍କ ଦୁର୍ନିତିଗ୍ରସ୍ତ ଶାସନ ରୁ ମୁକ୍ତି ପାଇଁ ଅଟୋ ଚିହ୍ନରେ ମୋହର ମାରିବାକୁ ଭୋଟରଙ୍କୁ ନିବେଦନ କରିଥିଲେ, ଶୋଭାଯାତ୍ରାରେ ଯୁବକ ମାନଙ୍କ ଅଭୁତପୂର୍ଣ୍ଣ ସମର୍ଥନ ମୋତେ ଅଭିହିତ କରିଛି ବୋଲି କହିଛନ୍ତି ସୌମ୍ଯରଂଜନ ।

Comments are closed.