ଆଇଏଏସ ସ୍ତରରେ ଛୋଟଧରଣର ବଦଳି: ଲିଙ୍ଗରାଜ ପଣ୍ଡା ସାମାଜିକ କଲ୍ୟାଣ ବିଭାଗର ନିର୍ଦ୍ଦେଶକ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ):  ଆଜି ଆଇଏଏସ ସ୍ତରରେ ଏକ ଛୋଟଧରଣର ବଦଳି କରିଛନ୍ତି ରାଜ୍ୟ ସରକାର ଏହି କ୍ରମରେ ଗଜପତିର ନୂଆ ଜିଲ୍ଲାପାଳ ଭାବେ ସ୍ମୃତି ରଞ୍ଜନ ପ୍ରଧାନଙ୍କୁ ଦାୟିତ୍ୱ ମିଳିଥିବାବେଳେ ଜିଲ୍ଲାପାଳ ଥିବା ଲିଙ୍ଗରାଜ ପଣ୍ଡାଙ୍କୁ ସାମାଜିକ କଲ୍ୟାଣ ସହ ମହିଳା ଓ ଶିଶୁ ବିକାଶ ବିଭାଗର ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି।

Leave A Reply

Your email address will not be published.