କେଶଦୁରାପାଳ ଦଧିବାମନଜୀଉଙ୍କ ଦୁଇ ଦିନ ଧରି ହେଲା ରଥଯାତ୍ରା
ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ କେଶଦୁରାପାଳ ଗ୍ରାମର ଦଧିବାମନ ଜୀଉ ଙ୍କ ପବିତ୍ର ରଥଯାତ୍ରା ଦୁଇ ଦିନ ଧରି ବହୁ ଲୋକ ଙ୍କ ଜନ ସମାଗମରେ ଅନୁଷ୍ଠିତ ହୋଇଛି । ପ୍ରଥମ ଦିନ ଏକ ସମୟରେ ତିନୋଟି ପର୍ଵ…
Read More...
Read More...