Browsing Tag

#koraput #odianews

ଗଞ୍ଜେଇ ମାଫିଆଙ୍କୁ ଛାଡ଼ି ଗଞ୍ଜେଇ ଗାଡ଼ି ଜବତ କରିବା ଘଟଣା

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଗଞ୍ଜେଇ ମାଫିଆଙ୍କୁ ଛାଡ଼ି ଗଞ୍ଜେଇ ଗାଡ଼ି ଜବତ କରିବା ଘଟଣାରେ ମାଛକୁଣ୍ଡ ଥାନା ଓ ଲମତାପୁଟ ଥାନାର ୩ ପୁଲିସ ଅଧିକାରୀଙ୍କ ସମେତ ୧୧ଜଣ ପୁଲିସ କର୍ମଚାରୀଙ୍କୁ କୋରାପୁଟ ଏସପି ନିଲମ୍ବିତ କରିଥିବା…
Read More...

କୋରାପୁଟ ଜିଲ୍ଲାରେ ଉଠିଲା ସ୍ୱର

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସାଂପ୍ରତିକ ପରିସ୍ଥିତିରେ ପଢୋଶୀ ଦେଶ ବାଂଲାଦେଶରେ ରାଜନୈତିକ ପଟ ପରିବର୍ତ୍ତନ ପରେ ମୌଳବାଦୀମାନେ ସେଠାକାର ସଂଖ୍ୟାଲଘୁ ଓ ହିନ୍ଦୁ ମାନଙ୍କ ଉପରେ ବର୍ବରୋଚିତ ଆକ୍ରମଣ କରି ଧନଜୀବନ ହାନୀ ଘଟାଉଛନ୍ତି…
Read More...

ଦୁଇ ମାଲବାହୀ ଟ୍ରକ ମୁହାଁମୁହିଁ ଧକ୍କା

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କୋରାପୁଟ ଜିଲ୍ଲା ବିଶାଖାପାଟଣା ୨୬ନଂ ଜାତୀୟ ରାଜପଥରେ ଆଜି ସକାଳେ ସଡ଼କ ଦୁର୍ଘଟଣା ଘଟିଛି। ଏକ ସିମେଣ୍ଟ ମିକ୍ସର ଟ୍ୟାଙ୍କର ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡ଼ିଛି। ଦୁର୍ଘଟଣାରେ ଡ୍ରାଇଭର ଓ…
Read More...

ପୁଣି ଅସୁସ୍ଥ ପଦ୍ମଶ୍ରୀ କମଳା ପୂଜାରୀ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପଦ୍ମଶ୍ରୀ କମଳା ପୂଜାରୀ ପୁଣି ଅସୁସ୍ଥ ହୋଇ ପଡ଼ିଛନ୍ତି। ଗତକାଲି ସନ୍ଧ୍ୟାରେ ସେ ଅସୁସ୍ଥ ହୋଇପଡ଼ିବା ପରେ ତାଙ୍କୁ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।  ଜିଲ୍ଲା ମୁଖ୍ୟ…
Read More...

ବ୍ଲକକୁ ତାଲ ପକାଇଲେ; ଧାରଣାରେ ବସିଲେ ଶହ ଶହ ମହିଳା

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କୋରାପୁଟ ଜିଲ୍ଲା ବୋରିଗୁମ୍ମା ବିଡ଼ିଓ ସନ୍ଧ୍ୟାରଣୀ ସମରଥଙ୍କ ବିରୋଧ ତାତିଲେ ଶହ ଶହ ମହିଳା | ବୋରିଗୁମ୍ମା ବ୍ଲକ କାର୍ଯ୍ୟାଳୟ ରେ ତାଲା ମାରି ଧାରଣା ବସିଲେ ଓଡିଶା ଜୀବିକା ମିଶନ ଓ ମିଶନ ଶକ୍ତିର…
Read More...

ଜିଲ୍ଲା ପ୍ରଶାସନ ପକ୍ଷରୁ ସଚେତନତାର ବାର୍ତ୍ତା

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଗଣତନ୍ତ୍ରର ମହାପର୍ବ ନିର୍ବାଚନ ପରିପ୍ରେକ୍ଷୀରେ ଅଧିକରୁ ଅଧିକ ସଂଖ୍ୟକ ଭୋଟ ର ସାମିଲ ହୋଇ ନିଜର ମତ ସାବ୍ୟସ୍ତ କରିବା ପାଇଁ କୋରାପୁଟ ଜିଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଭି କର୍ତ୍ତିକେୟନ…
Read More...

ଭାରତୀୟ ସାହିତ୍ୟରେ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା” ଉପରେ ଆନ୍ତର୍ଜାତୀୟ ସମ୍ମିଳନୀ ଆୟୋଜନ କରେ

ଓଡ଼ିଆ ନ୍ୟୁଜ (ବ୍ୟୁରୋ): “ଆଧୁନିକ ଦୃଷ୍ଟିକୋଣରେ ପ୍ରାଚୀନ ଭାରତୀୟ ସାହିତ୍ୟରେ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା” ଉପରେ ଆନ୍ତର୍ଜାତୀୟ ସମ୍ମିଳନୀ ଆୟୋଜନ କରେ | ସଂସ୍କୃତ ବିଭାଗ ଦ୍ୱାରା ଆୟୋଜିତ ସୋମବାର ଦିନ ଓଡ଼ିଶାର…
Read More...

ସଂପୂର୍ଣ୍ଣ ଜଳି ଗଲା ଦୁଇ ବଖରା ଚାଳଘର

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସଂପୂର୍ଣ୍ଣ ଜଳି ଗଲା ଦୁଇ ବଖରା ଚାଳଘର | କୋରାପୁଟ ଜିଲ୍ଲା ଆନ୍ଧ୍ର ସୀମାନ୍ତ ବନ୍ଧୁଗାଁ ବ୍ଲକ କେସୁଭଦ୍ରା ଗ୍ରାମର ଉର୍ଲାକା ସୁନାମଣି କିଛି ଦିନ ତଳେ ନିଜ ଗ୍ରାମ ଛାଡ଼ି ନିଜ ଜମି ଥିବା…
Read More...

କୋରାପୁଟ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳକୁ ନିଜ ଦଳୀୟ କର୍ମକର୍ତ୍ତାଙ୍କ ସହ ଗସ୍ତ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କୋରାପୁଟ ବିଜେପି ଲୋକୋସଭା ପ୍ରାର୍ଥୀ କାଳିରାମ ମାଝୀ ଏବଂ ଆଜି କୋରାପୁଟ ବିଧାନସଭା ପ୍ରାର୍ଥୀ ଭାବେ ବିଜେପି ପକ୍ଷରୁ ଘୋଷଣା ହୋଇଥିବା ବିଧାୟକ ପ୍ରାର୍ଥୀ ରଘୁରାମ ମାଛ କୋରାପୁଟ ନିର୍ବାଚନ ମଣ୍ଡଳୀର…
Read More...

“ଇକୋନୋମେଟ୍ରିକ ମଡେଲିଂ-ବ୍ରିଜିଂ ଥିଓରୀ ଏବଂ ଡାଟା ବିଶ୍ଳେଷଣ” ଉପରେ ସ୍ୱତନ୍ତ୍ର ବକ୍ତୃତା ଆୟୋଜନ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଅର୍ଥନୀତି ବିଭାଗ ପକ୍ଷରୁ ସୁନାବେଡ଼ାସ୍ଥିତ ଅର୍ଥନୀତି ବିଭାଗରେ ୨୦୨୪ ମାର୍ଚ୍ଚ ୨୭ ତାରିଖରେ 'ଇକୋନୋମେଟ୍ରିକ୍ ମଡେଲିଂ: ବ୍ରିଜିଂ ଥିଓରି ଆଣ୍ଡ୍ ଡାଟା…
Read More...