Browsing Tag

latestnews

ଭିଜିଲାନ୍ସ ହାତରେ ପଡ଼ିବାର ଆଠ ବର୍ଷ ପରେ ନିଲମ୍ବିତ ହେଲେ ବିଡିଓ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଭିଜିଲାନ୍ସ ହାତରେ ପଡ଼ିବାର ଆଠ ବର୍ଷ ପରେ ନିଲମ୍ବିତ ହେଲେ ବିଡିଓ। କୋରାପୁଟସ୍ଥିତ ନାରାୟଣପାଟଣାର ପୂର୍ବତନ ବ୍ଲକ୍ ଉନ୍ନୟନ ଅଧିକାରୀ (ବିଡିଓ) ରମେଶ ଚନ୍ଦ୍ର ସାହୁଙ୍କୁ ସୋମବାର ଦିଲ୍ଲୀରେ…
Read More...

ବେଦବ୍ୟାସ ଝୁଲାପୋଲ ପାଇଁ ସରକାରଙ୍କୁ ଦିଆଗଲା ଡିପିଆର୍‌

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ରାଉରକେଲା ବେଦବ୍ୟାସ ଝୁଲାପୋଲ ପାଇଁ ସରକାରଙ୍କୁ ଦିଆଗଲା ଡିପିଆର୍‌। ବ୍ରିଜ ପରାମର୍ଶଦାତା ଇଂ. ଅଶୋକ କୁମାର ବାସା ତ୍ରିବେଣୀ ସଙ୍ଗମ ବେଦବ୍ୟାସରେ ଅତ୍ୟାଧୁନିକ ଝୁଲାପୋଲ ନିର୍ମାଣ କରିବାକୁ…
Read More...

ସମ୍ବଲପୁରରେ ଘର ଭିତରୁ ଉଦ୍ଧାର ହେଲା ମାଆ ପୁଅଙ୍କ ଝୁଲନ୍ତା ମୃତଦେହ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ସମ୍ବଲପୁରରେ ଘର ଭିତରୁ ଉଦ୍ଧାର ହେଲା ମାଆ ପୁଅଙ୍କ ଝୁଲନ୍ତା ମୃତଦେହ । ସମ୍ବଲପୁର ଅଇଁଠାପାଲି ଥାନା ଟାଙ୍ଗରପାଲି ଗାଁରେ ଅଭାବନୀୟ ଘଟଣା ଘଟିଛି  । ବେକରେ ରଶି ଲଗାଇ ମାଆ ଓ ପୁଅ ଆତ୍ମହତ୍ୟା…
Read More...

ଶୈକ୍ଷିକ ଭଵନ ଉଦଘାଟନ କଲେ ଉଚ୍ଚଶିକ୍ଷା ମନ୍ତ୍ରୀ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଶୈକ୍ଷିକ ଭଵନ ଉଦଘାଟନ କଲେ ଉଚ୍ଚଶିକ୍ଷା ମନ୍ତ୍ରୀ।  ଯାଜପୁର ଜିଲ୍ଲା ଚଣ୍ଡିଖୋଲ ସ୍ଥିତ ବାବା ଭୈରବା ନନ୍ଦ ସ୍ୱୟଂ ଶାସିତ ମହାବିଦ୍ୟାଳୟର ନୂତନ ଶୈକ୍ଷିକ ଭଵନର ଶୁଭ ଉଦଘାଟନ ଉତ୍ସବ ଅନୁଷ୍ଠିତ…
Read More...

ଭାରସାମ୍ୟ ହରାଇ ଦୋକାନ ଉପରକୁ ମାଡିଗଲା ବସ୍, ଅଳ୍ପକେ ବର୍ତ୍ତିଲେ ଦୋକାନୀ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଭାରସାମ୍ୟ ହରାଇ ଦୋକାନ ଉପରକୁ ମାଡିଗଲା ବସ୍। ଆଠଗଡ ଥାନା ପାଖ ଗୋପବନ୍ଧୁ ଛକରେ ଦୋକାନ ଉପରକୁ ମାଡିଗଲା ବସ । ଛକରେ ଏକ ଅଟୋକୁ ଧକ୍କା ଦେବା ପରେ ଭାରସାମ୍ୟ ହରାଇ ଦୋକାନ ଉପରକୁ ମାଡିଯାଇଥିଲା ।…
Read More...

ବାରବାଟୀ ବିଧାୟକଙ୍କୁ ସାମୟିକ ଆଶ୍ୱସ୍ତି, ସଭ୍ୟପଦ ରଦ୍ଦ ସମ୍ପର୍କିତ ଜନସ୍ୱାର୍ଥ ମାମଲାର ଅନ୍ତ ଘଟାଇଲେ ହାଇକୋର୍ଟ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କୁ ସାମୟିକ ଆଶ୍ୱସ୍ତି। ସଭ୍ୟପଦ ରଦ୍ଦ ସମ୍ପର୍କିତ ଜନସ୍ୱାର୍ଥ ମାମଲାର ଅନ୍ତ ଘଟାଇଲେ ହାଇକୋର୍ଟ। MP / MLA ଙ୍କ ପାଇଁ ଗଠିତ ସ୍ୱତନ୍ତ୍ର ବେଞ୍ଚରେ ହେବ…
Read More...

ନକଲି ଆରଟିଆଇ କର୍ମୀଙ୍କୁ ବାନ୍ଧିଲା କ୍ରାଇମବ୍ରାଞ୍ଚ ଏସଟିଏଫ୍

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ନକଲି ଆରଟିଆଇ କର୍ମୀଙ୍କୁ ବାନ୍ଧିଲା କ୍ରାଇମବ୍ରାଞ୍ଚ ଏସଟିଏଫ୍।  ସୂଚନା ଅଧିକାର କର୍ମୀ ଭାବେ ନିଜକୁ ପରିଚୟ ଦେଇ ଲୋକଙ୍କୁ ଠକୁଥିବା ଠକକୁ ଧରିଲା କ୍ରାଇମବ୍ରାଞ୍ଚ ଏସଟିଏଫ୍  । ଠକ କିଶୋର…
Read More...

ବାରିପଦା ମେଡିକାଲ କଲେଜ ଭୟାବହ ଅଗ୍ନିକାଣ୍ଡ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ୍‌ କଲେଜ ଆଣ୍ଡ ହସ୍ପିଟାଲରେ ଘଟିଛି ଭୟାଭୟ ଅଗ୍ନିକାଣ୍ଡ । ମେଡ଼ିକାଲ୍‌ର ତୃତୀୟ ମହଲାରୁ ନିଆଁ ଲାଗିଥିଲା। ମାତ୍ର ଏଥିରେ କେହି ମୃତାହାତ ହୋଇନଥିବା…
Read More...

ପ୍ରଫେସର ସବିତା ପ୍ରଧାନ ଓଡ଼ିଆ ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ପ୍ରଫେସର ସବିତା ପ୍ରଧାନ ଓଡ଼ିଆ ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି। କୁଳାଧିପତି ତଥା ରାଜ୍ୟପାଳ ଗଣେଶୀ ଲାଲ୍ଶୁକ୍ରବାର ଦିନ ସାବିତା ପ୍ରଧାନଙ୍କୁ ପୁରୀ ସତ୍ୟବାଦୀଠାରେ ଓଡ଼ିଆ ବିଶ୍ୱବିଦ୍ୟାଳୟର…
Read More...

ହୃଦଘାତରେ ଅନୁଗୋଳ ଏଏସ୍‌ପି ସୁରେଶ ଚନ୍ଦ୍ର ପାଣିଗ୍ରାହୀଙ୍କ ପରଲୋକ !

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଅନୁଗୋଳର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ (ଏଏସ୍‌ପି) ଭାବେ କାର୍ଯ୍ୟ କରୁଥିବା ସୁରେଶ ଚନ୍ଦ୍ର ପାଣିଗ୍ରାହୀଙ୍କର ଗୁରୁବାର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୬ ବର୍ଷ ହୋଇଥିଲା। ସୁରେଶ…
Read More...