Browsing Tag

#newsupdate

ଏକାଠି ଆଇପିଏଲ ମ୍ୟାଚ ଦେଖିଲେ ପରିଣୀତି-ରାଘବ, ଭିଡ଼ିଓ ହେଲା ଭାଇରାଲ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଏକାଠି ଆଇପିଏଲ ମ୍ୟାଚ ଦେଖିଲେ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ଏମପି ରାଘବ ଚଢା । ବୁଧବାର ଉଭୟ ଆଇପିଏଲ ମ୍ୟାଚ ଦେଖୁଥିବା ନଜର ଆସିଛନ୍ତି । ଏହାର ଏକ ଭିଡ଼ିଓ ଓ ଫଟୋ ଏବେ ଭାଇରାଲ ହେଉଛି । ବୁଧବାର…
Read More...

 ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ପ୍ରଚାର ସମୟରେ ବିଜେପି କର୍ମୀଙ୍କୁ ଆକ୍ରମଣ ଅଭିଯୋଗ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ପ୍ରଚାର ସମୟରେ ବିଜେପି କର୍ମୀଙ୍କୁ ଆକ୍ରମଣ ଅଭିଯୋଗ ହୋଇଛି। ନିକ୍ତିମାଳରେ ନିର୍ବାଚନ ପ୍ରଚାର ବେଳେ ଅଣ୍ଡା ଓ ଟେକାପଥର ମାଡ଼ ହୋଇଥିବା ସୂଚନା ମିଳିଛି।…
Read More...

ଜବତ ହେଲା ବିପୁଳ ପରିମାଣରେ ଗଂଜେଇ ସହ ବିସ୍ଫୋରକ , ବାପ ଓ ପୁଅ ବାନ୍ଧିଲା ବ୍ରହ୍ମଗିରି ପୋଲିସ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବ୍ରହ୍ମଗିରିରୁ ଜବତ ହେଲା ବିପୁଳ ପରିମାଣରେ ଗଂଜେଇ ସହ ବିସ୍ଫୋରକ । ବାପ ଓ ପୁଅ ବାନ୍ଧିଲା ବ୍ରହ୍ମଗିରି ପୋଲିସ । କିଛି ବର୍ଷ ପୂର୍ବରୁ ବେଆଇନ୍‌ ଭାବେ ଗଂଜେଇ ବେପାର କୋରାପୁଟ, ମାଲକାନଗିରି,…
Read More...

୩ ଆଇପିଏସଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି ଦେଲେ ରାଜ୍ୟ ସରକାର

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ୩ ଜଣ ଆଇପିଏସଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି ଦେଇଛନ୍ତି ରାଜ୍ୟ ସରକାର । ୧୯୯୦ ବ୍ୟାଚର ୩ଜଣ ଆଇପିଏସଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି ଦେଇଛନ୍ତି । ଏନେଇ ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଜି…
Read More...

ହମାସ ଉପରେ ପୁଣି ଏୟାର୍ ଷ୍ଟ୍ରାଇକ୍‌ କଲା ଇସ୍ରାଏଲ୍‌

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଗାଜାର ହମାସ କ୍ୟାମ୍ପ ଉପରେ ୧୬ଟି ରକେଟ୍ ମାଡ଼ କଲା ଇସ୍ରାଏଲ୍ । ପୁଣି ଥରେ ଏୟାର୍ ଷ୍ଟ୍ରାଇକ୍‌ କରିଛି ଇସ୍ରାଏଲ୍‌ । ଗାଜାର ଆତଙ୍କବାଦୀ ସଂଗଠନ ହମାସ ଉପରେ ଇସ୍ରାଏଲ୍‌ ଏୟାର୍ ଷ୍ଟ୍ରାଇକ୍ କରିଛି…
Read More...

କୋଟିଆକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଜବାବ ମାଗିଲା ବିଜେପି

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): କୋଟିଆକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଜବାବ ମାଗିଲା ବିଜେପି । ମୁଖ୍ୟମନ୍ତ୍ରୀଙ୍କୁ ଜବାବ ମାଗିଛି କୋଟିଆ ବିବାଦର ସମାଧାନ ପାଇଁ କଣ କରିଛି ଉତ୍ତର ଦିଅ । ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ…
Read More...

ଅଗ୍ରିଆ ସମାଜ ପାଇଁ ତିନି କୋଟି ଟଙ୍କା ଓ ଅଧ ଏକର ଜମି ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଅଗ୍ରିଆ ସମାଜ ପାଇଁ ତିନି କୋଟି ଟଙ୍କା ଓ ଅଧ ଏକର ଜମି ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ । ଅଗ୍ରିଆ ସମାଜ ହେଉଛି ପଶ୍ଚିମ ଓଡ଼ିଶାର ଏକ ପ୍ରମୁଖ ଗୋଷ୍ଠୀ ।  କୃଷି ଉପରେ ନିର୍ଭର କରୁଥିବା ଏହି ସମାଜର…
Read More...

ଇସ୍ତଫା ନିଷ୍ପତ୍ତିରୁ ଓହରିଲେ ଝାରସୁଗୁଡା ଜିଲ୍ଲା କଂଗ୍ରେସ ସଭାପତି ଅଶୋକ ମିଶ୍ର

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଇସ୍ତଫା ନିଷ୍ପତ୍ତିରୁ ଓହରିଲେ ଝାରସୁଗୁଡା ଜିଲ୍ଲା କଂଗ୍ରେସ ସଭାପତି ଅଶୋକ ମିଶ୍ର । ସକାଳେ ଇସ୍ତଫା ଦେଇଥିଲେ ଝାରସୁଗୁଡା ଜିଲ୍ଲା କଂଗ୍ରେସ ସଭାପତି ପଦରୁ କିନ୍ତୁ ସଞ୍ଜକୁ ନିଜ ନିଷ୍ପତ୍ତିରୁ…
Read More...

ଆଜମ ଖାଁଙ୍କ ଖୋଲା ଚେତାବନୀ, ଯେତେବେଳେ ସରକାର ବଦଳିବ ସେତେବେଳେ ଅଙ୍କାଯିବ ଆହୁରି ଲମ୍ବା ରେଖା

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ସମାଜବାଦୀ ପାର୍ଟି ନେତା ଆଜମ ଖାନ ଆଜମ ଖାଁଙ୍କ ଖୋଲା ଚେତାବନୀ । ଯେତେବେଳେ ସରକାର ବଦଳିବ ସେତେବେଳେ ଅଙ୍କାଯିବ ଆହୁରି ଲମ୍ବା ରେଖା ଅଙ୍କାଯିବ । ଆଜମ ଖାଁ ରାମପୁରରେ ଅଛନ୍ତି ଏବଂ ପୌର ନିର୍ବାଚନ…
Read More...

ରାହୁଲ ଗାନ୍ଧିଙ୍କ ପରେ ପଦ ହରାଇଲେ ଆଉ ଜଣେ ସାଂସଦ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ରାହୁଲ ଗାନ୍ଧିଙ୍କ ପରେ ପଦ ହରାଇଲେ ଆଉ ଜଣେ ସାଂସଦ । ମାଫିଆ ମୁଖତାର ଅନସାରୀର ବଡ ଭାଇ ଅଫଜଲ ଅନସାରୀର ଲୋକସଭା ସଦସ୍ୟତା ରଦ୍ଦ ହୋଇଛି । ସୋମବାର  ଲୋକସଭା ସଚିବାଳୟ ଏ ସମ୍ପର୍କରେ ବିଜ୍ଞପ୍ତି…
Read More...