ଚଳନ୍ତା ଟ୍ରେନ୍ରେ ଡକାୟତି ଯୋଜନା ପଣ୍ଡ୍, ବନ୍ଧାହେଲେ ୪ ଲୁଟେରା
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଚଳନ୍ତା ଟ୍ରେନ୍ରେ ଡକାୟତି ଯୋଜନା ପଣ୍ଡ୍। ମାଡ଼ି ବସିଲା ଜିଆରପି ଓ ଆରପିଏଫ ପୋଲିସ । ପୁରୀ ରେଳ ଷ୍ଟେସନରେ ଚଢ଼ାଉ କରି ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଗିରଫ ୪…
Read More...
Read More...