#Odianews ୧୦ ଡିଗ୍ରୀ ତଳେ ୧୦ ସହର Odia News Dec 19, 2025 0 ଓଡ଼ିଆ ନ୍ୟୁଜ୍: ଥରୁଛି ପୂରା ଓଡିଶା। ଆହୁରି ଦୁଇ ସପ୍ତାହ ପର୍ଯ୍ୟନ୍ତ ଶୀତ କମିବା ସମ୍ଭାବନା କମ୍ । ରାତି ତାପମାତ୍ରା ସ୍ୱାଭାବିକଠାରୁ କମ୍ ରହିବ । ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି ) ପକ୍ଷରୁ ଆଗାମୀ ଦୁଇ ସପ୍ତାହ ପାଇଁ… Read More...
#Odianews ସମ୍ବଲପୁରରେ ୧୨ ଘଣ୍ଟିଆ ବନ୍ଦ ପାଳନ Odia News Dec 19, 2025 0 ଓଡ଼ିଆ ନ୍ୟୁଜ୍: ଆଜି ସମ୍ବଲପୁରରେ ୧୨ ଘଣ୍ଟିଆ ବନ୍ଦ ପାଳନ।ଖରିଫ ଧାନ କିଣାରେ ଅବ୍ୟବସ୍ଥା ଅଭିଯୋଗରେ ବନ୍ଦ ପାଳନ।ସକାଳ ୬ରୁ ସଂଧ୍ୟା ୬ଟା ଯାଏଁ ଚାଲିବ ବନ୍ଦ ପାଳନ।ଆନ୍ଦୋଳନରେ ଶହ ଶହ ସଂଖ୍ୟାରେ ଚାଷୀ ସାମିଲ।ବନ୍ଦରୁ ବାଦ୍… Read More...
#Odianews ବିଜୟ ମହାପାତ୍ରଙ୍କୁ ଭେଟିଲେ ମୋକିମ Odia News Dec 18, 2025 0 ଓଡ଼ିଆ ନ୍ୟୁଜ୍: ମୋକିମଙ୍କ ନୂଆ ଦଳ ଗଠନ ଚର୍ଚ୍ଚା ବଢ଼ିଲା।ଭେଟେରାନ ନେତା ବିଜୟ ମହାପାତ୍ରଙ୍କୁ ଭେଟିଲେ ମୋକିମ।ଭୁବନେଶ୍ୱର ସ୍ଥିତ ବାସଭବନରେ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା। ଦୁଇ ନେତାଙ୍କ ଭେଟଘାଟ ପରେ ସରଗରମ ରାଜ୍ୟ… Read More...
#Odianews ବିଧାୟକଙ୍କ ଦରମା ବୃଦ୍ଧି ପୁନର୍ବିଚାର ପ୍ରସ୍ତାବ Odia News Dec 18, 2025 0 ଓଡ଼ିଆ ନ୍ୟୁଜ୍: ବିଜେପି ବିଧାୟକ ଦଳ ବୈଠକରେ ବଡ଼ ନିଷ୍ପତ୍ତି।ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ପୁନର୍ବିଚାର ପାଇଁ ପ୍ରସ୍ତାବ।ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଭାବେ ପ୍ରସ୍ତାବ ଦେଲେ ସମସ୍ତ ବିଜେପି… Read More...
#Odianews ମୋ ଚିଠିର ପ୍ରଭାବ ପଡ଼ିଛି: ମହମ୍ମଦ ମୋକିମ Odia News Dec 18, 2025 0 ଓଡ଼ିଆ ନ୍ୟୁଜ୍:କଂଗ୍ରେସର କେନ୍ଦ୍ରୀୟ ନେତା କଥା ହେବା ପରେ ମହମ୍ମଦ ମୋକିମଙ୍କ ପ୍ରତିକ୍ରିୟା।‘କିଛି କେନ୍ଦ୍ରୀୟ ନେତା ମୋ ସହ କଥା ହୋଇଛନ୍ତି।‘ମୁଁ ଯାହା ଚିଠିରେ ଲେଖିଥିଲି ସେ ବାବଦରେ ପଚାରି ବୁଝିଛନ୍ତି।‘ରାଜ୍ୟ କଂଗ୍ରେସର… Read More...
#Odianews ଜାଡରେ ଥରୁଛି ଓଡିଶା Odia News Dec 18, 2025 0 ଓଡ଼ିଆ ନ୍ୟୁଜ୍: ରାଜ୍ୟରେ କଲବଲ କରୁଛି ଶୀତ।ସାରା ରାଜ୍ୟ ସମେତ କନ୍ଧମାଳ ଜିଲ୍ଲାରେ ଚଳିତ ବର୍ଷ ଶୀତ ଜାରି ରହିଛି। ଓଡ଼ିଶାର ଦାର୍ଜିଲିଂ କୁହାଯାଉଥିବା ଘୁମୁସର ଉଦୟଗିରି ମଧ୍ୟ ଏଥିରୁ ବାଦ୍ ପଡ଼ି ନାହିଁ। ସ୍ଥାନୀୟ ଅଞ୍ଚଳରେ… Read More...
#Odianews ସୁକମାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ମାଓବାଦୀ ନିହତ Odia News Dec 18, 2025 0 ଓଡ଼ିଆ ନ୍ୟୁଜ୍: ଛତିଶଗଡ଼ ସୁକମାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ମାଓବାଦୀ ନିହତ ହୋଇଥିବାର ଖବର ମିଳିଛି। ଉଭୟ ପକ୍ଷଙ୍କ ମଧ୍ୟରେ ଏବେ ବି ଜାରି ରହିଛି ଗୁଳି ବିନିମୟ। ସୁକମା ଗୋଲାପଲ୍ଲୀ ଥାନା ଅନ୍ତର୍ଗତ ଜଙ୍ଗଲରେ… Read More...
#Odianews ଭିଜିଲାନ୍ସ ଜାଲରେ ଦଶମନ୍ତପୁର ଥାନାଧିକାରୀ Odia News Dec 18, 2025 0 ଓଡ଼ିଆ ନ୍ୟୁଜ୍: ଭିଜିଲାନ୍ସ ହାତରେ ଦଶମନ୍ତପୁର ଥାନାଧିକାରୀ । କୌଣସି ମାମଲାରେ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଜୟପୁର ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ଦଶମନ୍ତପୁର ଥାନା ଅଧିକାରିଣୀ ସୁକମା ହାଁସଦା । ଥାନାରେ… Read More...
#Odianews ଧଉଳି ଗଣଦୁଷ୍କର୍ମ: ମୁଖ୍ୟ ଅଭିଯୁକ୍ତ ଗିରଫ Odia News Dec 18, 2025 0 ଓଡ଼ିଆ ନ୍ୟୁଜ୍: ଭୁବନେଶ୍ୱର ଧଉଳି ଦୟାନଦୀ ପଠାରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ । ମୁଖ୍ୟ ଅଭିଯୁକ୍ତ ସତ୍ୟ ପ୍ରକାଶ ହାତୀ ଓରଫ ଜୋକର ହାପିକୁ ଗିରଫ କରିଛି କମିସନରେଟ ପୋଲିସ। ଧଉଳି ନଦୀପଠାରେ… Read More...
#Odianews ଆରମ୍ଭ ହେଲା ବିଜେପିର ଗୁରୁତ୍ୱପୂର୍ଣ୍ଣ ବୈଠକ Odia News Dec 18, 2025 0 ଓଡ଼ିଆ ନ୍ୟୁଜ୍: ଆରମ୍ଭ ହେଲା ରାଜ୍ୟ ବିଜେପିର ଗୁରୁତ୍ତ୍ୱପୂର୍ଣ୍ଣ ବୈଠକ। ବିଧାୟକଙ୍କ ସହ ଦଳର ବରିଷ୍ଠ ନେତା ବୈଠକରେ ସାମିଲ। ରାଜ୍ୟ କାର୍ଯ୍ୟାଳୟରେ ବସିଛି ବିଧାୟକ ଦଳ ବୈଠକ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,… Read More...