Browsing Tag

update news

ହେଲିକପ୍ଟର ସହ ଧକ୍କା ହେଲା ପକ୍ଷୀ: ଜରୁରୀକାଳୀନ ଅବତରଣ କଲା ଯୋଗୀଙ୍କ ହେଲିକପ୍ଟର

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ରବିବାର ଦିନ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ହେଲିକପ୍ଟର ସହ ପକ୍ଷୀ ମୁହାଁମୁହିଁ ଧକ୍କା ହେବାର ଘଟଣା ସାମ୍ନାକୁ ଆସିଛି। ଏହା ପରେ ବାରାଣାସୀ ପୋଲିସ୍ ଲାଇନରେ ସିଏମ୍ ଯୋଗୀଙ୍କ…
Read More...

ଗୁଜରାଟ ଦଙ୍ଗା ମାମଲାରେ ସାମାଜିକ କର୍ମୀ ତିସ୍ତା ସିତଲୱାର୍ଡଙ୍କୁ ଅଟକ ରଖିଲା ଗୁଜରାଟ ଏଟିଏସ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ୨୦୦୨ ଗୁଜୁରାଟ ଦଙ୍ଗା କେସ୍ ଗୁଜୁରାଟ ଏଟିଏସ୍ ଟିମ୍ ସାମାଜିକ କର୍ମୀ ତିସ୍ତା ସିତଲୱାର୍ଡଙ୍କୁ ମୁମ୍ବାଇରେ ଅଟକାଇ ସାନ୍ତାକ୍ରୁଜ୍ ଥାନାକୁ ଆଣିଛି। ପାଣ୍ଠିର ଅପବ୍ୟବହାର ସଂପର୍କରେ ତିସ୍ତା…
Read More...

ଆସାମରେ ବନ୍ୟା ବିଭୀଷିକା: ମୃତ୍ୟୁ ସଂଖ୍ୟା ୧୧୮କୁ ବୃଦ୍ଧି

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ବନ୍ୟାର ଆଁରେ ଆସାମ । ଆସାମରେ ବନ୍ୟାର ପ୍ରକୋପ ବଢି ବଢି ଚାଲିଛି । ଆସାମରେ ପ୍ରବଳ ବର୍ଷା କାରଣରୁ ବନ୍ୟାର ବିଭୀଷିକା ଦେଖାଦେଇଛି। ଏହି ବନ୍ୟାରେ ମୃତ୍ୟୁ ସଂଖ୍ୟା ପ୍ରାୟ ୧୧୮କୁ ବୃଦ୍ଧି ପାଇଛି।…
Read More...

ଜି -୭ ଶିଖର ସମ୍ମିଳନୀ ପରେ, ୩୦ ଟି ନାଟୋ ଦେଶ ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗରେ ଏକଜୁଟ ହେବେ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଜି -୭ ଶିଖର ସମ୍ମିଳନୀ ସମାପ୍ତ ହେବା ପରେ, ବସିବାକୁ ଯାଉଛି ନାଟୋର ୩୦ ଦେଶର ବୈଠକ । ଏହି ସପ୍ତାହ ଶେଷରେ ୟୁରୋପରେ ବିଶ୍ୱର ନାଟୋ ସମ୍ମିଳନୀରେ ୟୁକ୍ରେନର ୩୦ ଟି ନାଟୋ ଦେଶ ଋଷ ବିରୁଦ୍ଧରେ ଲଢେଇରେ…
Read More...

ଦ୍ରୌପଦୀ ମୁର୍ମୁଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଲେ ରାମ ଗୋପାଳ ବର୍ମା

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ସବୁବେଳେ ବିବାଦୀୟ ବୟାନ ଦେଇ ଚର୍ଚ୍ଚରେ ଥାଆନ୍ତି ରାମ ଗୋପାଳ ବର୍ମା । ଏବେ ଫିଲ୍ମ ନିର୍ଦ୍ଦେଶକ ରାମ ଗୋପାଳ ବର୍ମା ପୁଣି ଏକ ବିବାଦୀୟ ବୟାନ୍ ଦେଇ ଫସିଯାଇଛନ୍ତି। ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ…
Read More...

ମହାରାଷ୍ଟ୍ରରେ ଲାଗୁ ହେଉ ରାଷ୍ଟ୍ରପତି ଶାସନ: ନବନୀତ୍ ରାଣା

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ମହାରାଷ୍ଟ୍ରରେ ରାଜନୀତିରେ ପାଣିପାଗ ଦିନକୁ ଦିନ ଗରମ ହେଉଥିବା ଦେଖାଯାଉଛି। ପ୍ରଧାନମନ୍ତ୍ରୀ ଉଦ୍ଧବ ଠାକରେ ମହା ବିକାଶ ଅଗାଡି ସରକାରଙ୍କ ସମେତ ଦଳକୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି। ଏଥିସହିତ…
Read More...

ଜୁଲାଇ ପହିଲାରୁ ଲାଗୁ ହେବ ନୂଆ ଶ୍ରମ ଆଇନ ! ଜାଣନ୍ତୁ କର୍ମଚାରୀଙ୍କ ପାଇଁ କ’ଣ ହେବ ନୂଆ ନିୟମ ?

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଜୁଲାଇ ପହିଲାରୁ ବଦଳିବ କିଛି ନିୟମ । କୁହାଯାଉଛି ଯେ କେନ୍ଦ୍ର ସରକାରଙ୍କ ଦ୍ୱାରା ଲାଗୁ କରାଯାଇଥିବା ନୂତନ ଶ୍ରମ ଆଇନ ଜୁଲାଇ ପହିଲାରୁ କାର୍ଯ୍ୟକାରୀ ହୋଇପାରେ । ସୂଚନାନୁସାରେ ସମସ୍ତ ଶିଳ୍ପ ଏବଂ…
Read More...

କଳା ଦିବସର କଳା କାହାଣୀ: ଜରୁରୀକାଳୀନ ପରିସ୍ଥିତିକୁ ପୁରିଲା ୪୭ ବର୍ଷ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଜୁନ ୨୫ ବର୍ଷ ୧୯୭୫ । ଏ ତାରିଖ ଆଉ ବର୍ଷକୁ ବୋଧେ ଭୁଲି ନଥିବେ ଭାରତବାସୀ । ଭାରତୀୟ ଗଣତନ୍ତ୍ର ଓ ରାଜନୈତିକ ଇତିହାସରେ ଘଟିଯାଇଥିବା ବହୁ ଘଟଣାବଳୀ ମଧ୍ୟରେ ଆଜିର ତାରିଖ ଲିପିବଦ୍ଧ ହୋଇରହିଛି। କଳା…
Read More...

ରାଷ୍ଟ୍ରପତି ନିର୍ବାଚନରେ ସମର୍ଥନ ପାଇଁ ମମତାଙ୍କୁ ଫୋନ୍ କଲେ ଦ୍ରୌପଦୀ: ଉତ୍ତରରେ କ’ଣ କହିଲେ ମମତା ଜାଣନ୍ତୁ…?

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ରାଷ୍ଟ୍ରପତି ନିର୍ବାଚନ ୨୦୨୨ ପାଇଁ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ତାଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ସହ ଉପସ୍ଥିତ ଥିଲେ। ଏହାସହ…
Read More...

୨୦୦୨ ଗୁଜୁରାଟ ଦଙ୍ଗା ମାମଲା: ନରେନ୍ଦ୍ର ମୋଦୀଙ୍କୁ କ୍ଲିନଚିଟ୍

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଗୁଜୁରାଟ ଦଙ୍ଗା ମାମଲାରେ ସୁପ୍ରିମ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ୨୦୦୨ ଗୁଜୁରାଟ ଦଙ୍ଗା ମାମଲାରେ ଜାକିଆ ଜାଫ୍ରିଙ୍କ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଜାକିଆ ଏସଆଇଟିର ବନ୍ଦ…
Read More...