ଆଜିର ମୁଖ୍ୟ ଖବର

0

୧-ଦେଶରେ ଶହେ କୋଟିର ମାଇଲ ଖୁଣ୍ଟ ଅତିକ୍ରମ କଲା ଭ୍ୟାକ୍ସିନେସନ: ପିଲାଙ୍କୁ ଟିକାକରଣ ନେଇ ଆଜିଠାରୁ ସ୍ୱାସ୍ଥ୍ୟ କର୍ମୀଙ୍କୁ ଦିଆଯିବ ତାଲିମ।

୨-ଦିପାବଳୀରେ କେନ୍ଦ୍ର କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢିଲା ମହଙ୍ଗା ଭତ୍ତା।

୩-ଆରମ୍ଭ ହେଲା ଏକାଦଶ ଛାତ୍ରଛାତ୍ରୀଙ୍କ ଶ୍ରେଣୀ ଗୃହ ଶିକ୍ଷାଦାନ, ସରିଲା ସ୍ବାଗତ ଅଧିବେଶନ, ବଣ୍ଟା ଗଲା ସମୟ ସାରଣୀ, ଆଜିଠୁ ହେବ ପାଠପଢ଼ା।

୪-ପୁରୀ: ଶ୍ରୀମନ୍ଦିର ଗର୍ଭଗୃହରେ ସେବାୟତଙ୍କ ପାଇଁ ଗୁରୁବାରଠାରୁ ଲାଗୁ ହୋଇଛି ପୋଷାକ କଟକଣା।

୫-ବର୍ଷକୁ ୪ଟା ପରୀକ୍ଷା ଦେବେ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ, ନବମ ଶ୍ରେଣୀ ପରୀକ୍ଷା ତାରିଖ ଘୋଷଣା କଲା ବୋର୍ଡ।ନଭେମ୍ବର ୨୨ରୁ ୨୪ଭିତରେ ହେବ।

୬-ବାହାରିନର ଇଶା ପୁରସ୍କାର ପାଇଁ ଗଠିତ ଚୟନ କମିଟିର ଜୁରୀ ସଦସ୍ୟ ଭାବେ ମନୋନୀତ ହେଲେ ଡ. ଅଚ୍ୟୁତ ସାମନ୍ତ।

୭-କଟକ:ଅନ୍ତର୍ଜାତୀୟ ସମ୍ମିଳନୀରେ ଉଦବୋଧନ ଦେବେ ଡାକ୍ତର ଭାଗ୍ୟଲକ୍ଷ୍ମୀ ନାୟକ।

୮-ଭୁବନେଶ୍ୱର:ପଞ୍ଚାୟତ ନିର୍ବାଚନ ପାଇଁ ପ୍ରକ୍ରିୟା ତ୍ବରାନ୍ବିତ,୨୬ ସୁଦ୍ଧା ଓ୍ବାର୍ଡ ସୀମା ନିର୍ଦ୍ଧାରଣ,ପଦ ସଂରକ୍ଷଣ ତାଲିକା ପଠାଇବାକୁ ନିର୍ଦ୍ଦେଶ।

୯-ଭୁବନେଶ୍ୱର: କ୍ରୀଡା ଶିକ୍ଷକ ନିଯୁକ୍ତି ପରୀକ୍ଷାରେ ୫୫୦ ପ୍ରାର୍ଥୀ କୃତକାର୍ଯ୍ୟ।

୧୦-ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ସର୍ତ୍ତମୂଳକ ଜାମିନ୍ ପ୍ରଦାନ କଲେ ହାଇକୋର୍ଟ।

୧୧-ଆଜି ପ୍ରକାଶ ପାଇବ ପିଜି ପ୍ରଥମ ଚୟନ ତାଲିକା।

୧୨-ମମିତା ହତ୍ୟା ଘଟଣା: ଦାୟିତ୍ବରେ ଅବହେଳା କରି ନିଲମ୍ବିତ ହେଲେ କେଗାଁ ଥାନା ଆଇଆଇସି ଡମୁ ପରିଜା।

୧୩-ରାୟଗଡା: ବହୁ ଚର୍ଚ୍ଚିତ ଟ୍ରିପଲ ମର୍ଡର ଘଟଣା, ୯ ଜଣଙ୍କ ଫାଶୀ ଦଣ୍ଡାଦେଶ କାଏମ ରଖିଲେ କୋର୍ଟ।

Leave A Reply

Your email address will not be published.