ଆଜିର ମୁଖ୍ୟ ଖବର

0

୧-ରାତି ୮ଟାରୁ ୧୦ଟା ଯାଏ ଫୁଟାଇ ପାରିବେ ଗ୍ରୀନ୍‌ ବାଣ, ଅନ୍ୟ ସମୟରେ ଫୁଟାଇଲେ ହେବ ଜରିମାନା:SRC

୨-ପ୍ରକାଶ ପାଇଲା NEET ପ୍ରବେଶିକା ପରୀକ୍ଷାଫଳ; ସର୍ବାଧିକ ନମ୍ବର ରଖିଥିବା ୩ ଜଣଙ୍କ ମଧ୍ୟରେ ୨ ପୁଅ ଓ ଜଣେ ଝିଅ।ମ୍ରିଣାଳ କୁଟ୍ଟେରୀ, ତନ୍ମୟ ଗୁପ୍ତା ଓ କାର୍ତ୍ତିକ ଜି.ନାୟର ଶୀର୍ଷ ସ୍ଥାନରେ ଅଛନ୍ତି।

୩-ନଭେମ୍ବର ୧୨ରେ ଓଡିଶା ବନ୍ଦ ଡାକରା ଦେଲା କଂଗ୍ରେସ । ମମିତା ମେହେର ମୃତ୍ୟୁ ଘଟଣାରେ ମନ୍ତ୍ରୀଙ୍କ ବହିଷ୍କାର ଦାବି ।

୪-ଆଜିଠୁ ‘ହର ଘର ଦସ୍ତକ’ ଟିକାକରଣ କାର୍ଯ୍ୟକ୍ରମ, ଟିକା ନେଇ ନଥିବା ଲୋକଙ୍କ କରାଯିବ ତାଲିକା।

୫-ଖୋଲୁଛି ବହିଷ୍କୃତ କନେଷ୍ଟବଳ ପ୍ରସନ୍ନଙ୍କ କଳା କାରନାମା, ପ୍ରାୟ ୭ କୋଟିର ଆୟ ବହିର୍ଭୂତ ସମ୍ପତ୍ତି ଠାବ

୬-ରାଜଧାନୀରେ ମାତିଛନ୍ତି ସାଇବର ଲୁଟେରା, କେବଳ ଅକ୍ଟୋବର ମାସରେ ହେଇଛି ୭୨ଲକ୍ଷ ଟଙ୍କା ଠକେଇ।

୭-୪୮ ଟଙ୍କାର ପେଟ୍ରୋଲକୁ ଆମେ କିଣୁଛନ୍ତି ୧୧୦ ଟଙ୍କାରେ।ବିଭିନ୍ନ ଟିକସ ଓ ସେସ୍ ବାବଦକୁ କେନ୍ଦ୍ର ଓ ରାଜ୍ୟ ସରକାର ନେଉଛନ୍ତି ପ୍ରାୟ ୬୨ ଟଙ୍କା ।

୮-ତେଲ ଦର ବୃଦ୍ଧି ନେଇ ବିଜେଡ଼ିର ଅଭିନବ ପ୍ରତିବାଦ; ଚୁଲି ଜଳେଇଲା, ଗ୍ୟାସ ମୁଣ୍ଡାଇଲା।

୯-ପୁରୀ:କରୋନା କଟକଣାକୁ ଦୃଷ୍ଟିରେ ରଖି ଦକ୍ଷିଣକାଳୀ ପୀଠରେ ଜାରି ହେବ ୧୪୪ ଧାରା।

୧୦-ଏଣିକି ବାର୍‌ରେ ବାଉନ୍ସର ମନା, ଜାରି ହେଲା ଗାଇଡ୍‌ଲାଇନ୍।

୧୧-ଶୈଳଶ୍ରୀ ବିହାର:ସ୍ମାର୍ଟ ସିଟିରେ ସ୍ମାର୍ଟ କାରନାମା,ମହିଳାଙ୍କ ପୋଷାକ ପିନ୍ଧି ମାଆ,ଝିଅଙ୍କୁ ଛୁରିମାଡ଼ କଲା ଦୁବୁର୍ତ୍ତ।

୧୨-ପୁରୀ: କେତେକ ସ୍ବତନ୍ତ୍ର ନୀତି ଯୋଗୁଁ ଦୀପାବଳିରେ କାଳିଆ ଦର୍ଶନ ବନ୍ଦ।

୧୩-ଏବେ ୨୨ଟି ଆଞ୍ଚଳିକ ଭାଷାରେ ଦୈନିକ ବ୍ୟବହାରିକ କଥା ଶିଖିବେ ଛାତ୍ରଛାତ୍ରୀ, ଭାଷା ସଙ୍ଗମ ଆପର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

୧୪-ବଦଳିଲା ହ୍ଵାଟ୍ସଆପର ଡିଜାଇନ; ସ୍କ୍ରିନ ଉପରେ ଦେଖାଯାଉଛି ଫେସବୁକର ନୂଆ ନାମ Meta।

Leave A Reply

Your email address will not be published.