ଓଡ଼ିଆ ନ୍ୟୁଜ୍: ଅଣ୍ଡର-୧୯ ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍ ଟ୍ରଫି ହାତେଇଲା ଟିମ୍ ଇଣ୍ଡିଆ। ଭାରତ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୯ ଓ୍ବିକେରେ ପରାସ୍ତ କରିଛି। ରବିବାର ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୯ ଓ୍ବିକେଟରେ ହରାଇ ଲଗାତର ଦ୍ବିତୀୟ ଥର ଆଇସିସି ମହିଳା ଅଣ୍ଡର-୧୯ ଟି-ଟ୍ବେଣ୍ଟି ବିଶ୍ବ କପ୍ ଜିତିଛି।
ଦକ୍ଷିଣ ଆଫ୍ରିକାର ୮୩ ରନର ଲକ୍ଷ୍ୟର ପିଛା କରି ୫୨ ବଲ୍ ଥାଇ ୧୧.୨ ଓଭରରେ ଏକ ଓ୍ବିକଟରେ ୮୪ ରନ୍ ସଂଗ୍ରହ କରି ଏହି ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ।