ରେଳ ଷ୍ଟେସନରୁ ବିଷାକ୍ତ ସାପ ଉଦ୍ଧାର

0
  • ଓଡିଆ ନ୍ୟୁଜ, ବାଲେଶ୍ଵର: ବାଲେଶ୍ଵର ପୋଲିସ୍ ଦ୍ଵାରା ଜଳେଶ୍ଵର ରେଳଷ୍ଟେସନ ରେ ୪ଟି ବିଷାକ୍ତ ସାପ ଉଦ୍ଧାର ସହ ୨ଟି ସାପ ଧରାଳି ଅଟକ !ଜଳେଶ୍ୱର ଫୋରେଷ୍ଟରକୁ ହସ୍ତାନ୍ତର !

ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ରେଳଷ୍ଟେସନ ପରିସରରେ ଆଜି ଦିନ ପାଖାପାଖି ୧ଟା ସମୟରେ ପଶ୍ଚିମବଙ୍ଗ ଅଂଚଳର ଦୁଇ ଜଣ ସାପ ଧରାଳି ୪ଟି ବିଷଧର ସାପ ୪ଟି ପେଡ଼ିରେ ରଖି ଟ୍ରେନ ଯୋଗେ ପଶ୍ଚିମବଙ୍ଗକୁ ଯିବାପାଇଁ ଟ୍ରେନକୁ ଅପେକ୍ଷା କରିଥିଲାବେଳେ, ଜଳେଶ୍ୱର ରେଳବାଇ ପୋଲିସ ୪ଟି ସାପକୁ ଉଦ୍ଧାର କରିଛି ।

ଏହା ସହ ଦୁଇ ଜଣ ସାପ ଧରାଳୀକୁ ଅଟକ ରଖି ଜଳେଶ୍ୱର ଫୋରେଷ୍ଟରକୁ ହସ୍ତାନ୍ତର କରିଛି !ଉକ୍ତ ବ୍ୟକ୍ତିମାନେ ପରିବାର ପ୍ରତିପୋଷଣ ପାଇଁ ଗାଁଗାଁ ବୁଲି ସାପ ଖେଳ ଦେଖାନ୍ତିବୋଲି କହିଥିଲା ବେଳେ !ସାପ ରପ୍ତାନି କରୁଥିବା ସନ୍ଦେହ କରି ଫରେଷ୍ଟ ବିଭାଗ ସେମାନଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରିରଖିଛି !

Leave A Reply

Your email address will not be published.