ଘସିପୁରା ନିର୍ବାଚନ ମଣ୍ଡଳୀ ସାଇଁକୂଳ ଠାରେ ଭିକେ ପାଣ୍ଡିଆନଙ୍କ ପ୍ରଚାର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଘସିପୁରା ନିର୍ବାଚନ ମଣ୍ଡଳୀ ସାଇଁକୂଳ ଠାରେ ଭିକେ ପାଣ୍ଡିଆନଙ୍କ ପ୍ରଚାର | ଘସିପୁରା ନିର୍ବାଚନ ମଣ୍ଡଳୀ ସାଇଁକୂଳ ଠାରେ ଭିକେ ପାଣ୍ଡିଆନ ନିର୍ବାଚନି ସଭା ଯୋଗଦେଇ ବିଜେଡି ଦଳରେ ବିଧାୟକ ପାର୍ଥି ବଦ୍ରି ନାରାୟଣ ପାତ୍ର, ଲୋକସଭା ପାର୍ଥି ଧନଞୟ ସିଧୁ ଙ୍କୁ ଶଙ୍ଖ ଚିହ୍ନ ରେ ଭୋଟ ଦେଇ ନବିନ ପଟ୍ଟନାୟକଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବା ପାଇଁ ବିଜେଡିକୁ ଭୋଟ ଦେବା ପାଇଁ କହିଛନ୍ତି।

ଲୋକଙ୍କ ପାଇଁ ବିଭିନ୍ନ ଉର୍ଣ୍ଣଟି ମୂଳକ ଯୋଜନା ଇସ୍ତାହାରରେ ବିଜୁ ଜନତା ଦଳ ଘୋଷଣା କରିବା ପରେ ଲୋକଙ୍କ ଉତ୍ସାହ ବଢି ଯାଇଛି ଏହି ସଭାରେ ୨୫ ହଜାର ରୁ ଉର୍ଦ୍ଧ୍ବ ଲୋକଙ୍କ ସମାଗମ ହୋଇଥିଲା |

ଘଷିପୁରା ନିର୍ବାଚନ ମଣ୍ଡଳୀ ରେ ବିଜେଡି ବହୁ ସଂଖ୍ୟାରେ ବିଜୟ ହେବା ନେଇ କହିଛନ୍ତି ।ବିଜେପି ଦିନ କୁ ଦିନ ଗ୍ୟାସ ,ତେଲ ଦର ବୃଦ୍ଧି କରୁଥିବା ନେଇ ବର୍ଷି ଥିଲେ ଭିକେ ପାଣ୍ଡିଆନ ।

Leave A Reply

Your email address will not be published.