ବୌତରଣୀ ଜଳ ସମ୍ପଦ ବିଭାଜନ ପକ୍ଷରୁ ସାଳପଡା ଠାରେ ପାଣି ପଞ୍ଚାୟତ ପକ୍ଷ ପାଳନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବୌତରଣୀ ଜଳ ସମ୍ପଦ ବିଭାଜନ ପକ୍ଷରୁ ସାଳପଡା ଠାରେ ପାଣି ପଞ୍ଚାୟତ ପକ୍ଷ ପାଳନ | କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଶାଳପଡ଼ା ବୈତରଣୀ ଜଳ ସଂମ୍ପଦ ବିଭାଜନ ପକ୍ଷରୁ ଶାଳପଡ଼ା ଠାରେ ପାଣି ପଞ୍ଚାୟତ ପକ୍ଷ ପାଳନ କରାଯାଇଛି ।

ମୁଖ୍ୟଅତିଥି ଭାବେ ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର ସମ୍ମାନିତ ଅତିଥିଭାବେ ଘସିପୁରା ତହସିଲଦାର ନିଳକଣ୍ଠ ବେହେରା ,ବିଭାଗିୟ ଯନ୍ତ୍ରୀ ଲକ୍ଷ୍ମଣ ମାରାଣ୍ଡୀ ଓ ବହୁ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ ପରେ ପରିକ୍ଷାରେ କୃତିତ୍ଵ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଛି |

ଏଥିରେ ପାଣିପଞ୍ଚାୟତର ବହୁ ଚାକ୍ଷି ଯୋଗ ଦେଇଥିଲେ ଅଭିଭାଷଣ ରେ ଘଷିପୁରା ବିଧାୟକ ବଦ୍ରୀ ନାରାୟଣ ପାତ୍ର ଜଳ କୁ ସଂରକ୍ଷଣ ରଖିଲେ ଜଳ ସଙ୍କଟ ଦେଖା ଯିବନି ସମସ୍ତେ ଅଯଥା ଜଳ କୁ ନଷ୍ଟ ନ କରିବା ଉଚିତ ବୋଲି କହିଥିଲେ ବିଧାୟକ ।

Leave A Reply

Your email address will not be published.