ପଶ୍ଚିମବଙ୍ଗରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩

0

ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩ ରେ ପହଁଞ୍ଚିଛି l ସୋମବାର ରାତି ପ୍ରାୟ ଦୁଇଟା ସମୟରେ ଜଣେ 44 ବର୍ଷୀୟ ମହିଳାଙ୍କ ମୃତ୍ୟୁ ଘଟିଛି l ସେ ମାର୍ଚ 7 ତାରିଖରେ ଚୀନ ଯାଇଥିଲେ ଏବଂ ମାର୍ଚ୍ଚ 19 ତାରିଖରେ ତାଙ୍କ ଝିଅ ସହ ଭାରତ ଫେରିଥିଲେ l ପୂର୍ବରୁ 52 ଏବଂ 66 ବର୍ଷୀୟ ଦୁଇ ଜଣ ବ୍ୟକ୍ତି କରୋନା ଜନିତ ପ୍ରାଣ ହରାଇଥିଲେ l

Leave A Reply

Your email address will not be published.