କାରାଗାରରୁ ମୁକ୍ତ ହେଲେ କଏଦୀ

0

କରୋନା ସଂକ୍ରମଣର ଭୟାବହକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର କଏଦୀଙ୍କୁ ମୁକ୍ତ କରିଛନ୍ତି l ଜେଲରେ ମାତ୍ରାଧିକ ଭିଡ ନିୟନ୍ତ୍ରଣ କରିବାକୁ ଏପରି ନିଷ୍ପତି ନିଆଯାଇଛି l ଗତ ତିନି ଦିନ ଧରି 37 ଟି କାରାଗାରରୁ ପ୍ରାୟ 601 ଜଣ କଏଦୀଙ୍କୁ ମୁକ୍ତ କରାଯାଇଛି l ଜଣେ ଅଧିକାରୀ କହିଛନ୍ତି ପଶ୍ଚିମ ଅଞ୍ଚଳରୁ 104 କଏଦୀଙ୍କୁ ମୁକ୍ତ କରାଯାଇଥିବା ବେଳେ କେନ୍ଦ୍ରୀୟରେ 113, ଦକ୍ଷୀଣରେ 145 ଏବଂ ପୂର୍ବରେ 239 ଜଣ କଏଦୀଙ୍କୁ ମୁକ୍ତ କରାଯାଇଛି l

Leave A Reply

Your email address will not be published.