ବଜାରରେ ମାସ୍କ ଏବଂ ସାନିଟାଇଜରର ଘୋର ଅଭାବ

0

କରୋନା ମୁକାବିଲାକୁ ନଜରରେ ରଖି ବଜାରରେ ପର୍ଯ୍ୟାପ୍ତ ପରିମାଣରେ ମାସ୍କ ଏବଂ ସାନିଟାଇଜର ଉପଲବ୍ଧ ନାହିଁ l ଯେଉଁଠାରେ ରହିଛି ସେହି ଔଷଧ ଦୋକାନି ମାନେ ଚଢ଼ା ଦରରେ ଏହାକୁ ବିକ୍ରୀ କରୁଛନ୍ତି l ଅସାଧୁ ବ୍ୟବସାୟ ମାନେ ନକଲି ସାନିଟାଇଜର ଏବଂ ମାସ୍କ ବିକ୍ରି କରୁଛନ୍ତି l ତେଣୁ ରାଜ୍ୟ ଡ୍ରଗସ୍ କଣ୍ଟ୍ରୋଲର ପକ୍ଷ ରୁ ସ୍ଥାନୀୟ ବଟଲଂ ଓ ଔଷଧ କମ୍ପାନୀ ଗୁଡ଼ିକୁ ସାନିଟାଇଜର ଏବଂ ମାସ୍କ ତିଆରି କରିବାକୁ ଅନୁମତି ଦିଆଯାଇଛି l

Leave A Reply

Your email address will not be published.