ପ୍ରଧାମନ୍ତ୍ରୀଙ୍କ ଅଭିଭାଷଣ ରେ ସାମିଲ ହେଲେ ନୂତନ ଭୋଟ ମତଦାତା ଯୁବ ପିଢ଼ି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ପୂଜାରୀ ପୁଟ କଲ୍ୟାଣ ମଣ୍ଡପ ଠାରେ ବିଜେପି ଯୁବ ମୋର୍ଚା କୋରାପୁଟ ବିଧାନସଭା ନମୋ ନବମତଦାତା ସମ୍ମିଳନୀ ଅନୁଷ୍ଠିତ ରେ ଶତାଧିକ ନବ ଯୁବକ ଯୁବତୀ ଉପସ୍ଥିତ ।ଭାରତୀୟ ଜନତା ପାର୍ଟି ଯୁବ ମୋର୍ଚ୍ଚା ପକ୍ଷରୁ କୋରାପୁଟ ଜିଲ୍ଲାର 5ଟି ବିଧାନ ସଭାର ଥିବା ନବ ଯୁବକ ଯୁବତୀ ଙ୍କୁ ନେଇ ନମୋ ନବମତଦାତା ସମ୍ମିଳନୀ ସଫଳ ଚିତ୍ର ସାମ୍ନାକୁ ଆସିଲା।

ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଅଭିଭାଷଣକୁ LED ମାଧ୍ୟମରେ ହଜାର ହଜାର ସଧାରଣ ନାଗରିକ ଉପସ୍ଥିତ ରହି ଉତ୍ସାହ ର ସହ ପାଳନ କରିଲେ। ପ୍ରଧାମନ୍ତ୍ରୀଙ୍କ ଭାଷଣ କୁ ଦେଖିବା ସହ ନବମତଦାତାଙ୍କୁ ଜାଗୃତ କାରିବେ ବୋଲି ଶପଥ ନେଇଥିଲେ। କୋରାପୁଟ ଜିଲ୍ଲା ବିଜେପି ସଭାପତି ସୁମନ୍ତ ପ୍ରଧାନ ନେତୃତ୍ବରେ ରାଜ୍ୟ ସମ୍ପାଦିକା ପୂର୍ଣ୍ଣିମା ନାୟକ, ଜିଲ୍ଲା ଅନୁସୂଚିତ ଜାତି ଜିଲ୍ଲା ସଭପତି ଭାଗିରଥି ପାଟ ନୀୟା, ରଘୁରାମ ମାଛ, ରାଜେନ୍ଦ୍ର ସାହୁ ଜିଲ୍ଲା ବିଜେପି ସଂଯଜକ, ଜୟରାମ ଗୋରୋଡ଼ା ଜିଲ୍ଲା ଉପ ସଭାପତି ମୋଞ୍ଚାଷିନ ଥିଲେ।

ପ୍ରଧାମନ୍ତ୍ରୀ ଙ୍କ ଅଭି ଭାଷଣ ରେ କହିଲେ ମାନ୍ୟବର ଭାରତ ସରକାର, ଯୁବକ ଯୁବତୀ ଙ୍କ ମୁଖ୍ୟ ଭୂମିକା ଗ୍ରହଣ କରିବେ ବିକଶିତ ଭାରତ ର ବିକଶିତ ଭାରତ ର ବିକାସ ର ନିର୍ମାଣ ର ବିଶ୍ଵକର୍ମା। କୋରାପୁଟ ଜିଲ୍ଲାର କୋରାପୁଟ, ପୋଟାଙ୍ଗି , ଲକ୍ଷ୍ମୀପୁର, କୋଟପାଡ଼, ଜୟପୁର ନିର୍ବାଚନ ମଣ୍ଡଳୀ ଅଧୀନ ରେ ଥିବା ସମସ୍ତ ଯୁବ ପିଡି ସାମିଲ୍ ହେଇଛନ୍ତି।

Leave A Reply

Your email address will not be published.