ଏଣିକି ରାଜଧାନୀରେ ଭାରୀ ମୋଟରଯାନ ଚଲାଇବେ ମହିଳା ଓ କିନ୍ନର

0

ଭୁବନେଶ୍ୱର(ଓଡ଼ିଆ ନ୍ୟୁଜ୍‌): ପୁରୁଷ ମାନଙ୍କ ସହ କାନ୍ଧ ମିଳେଇଲେଣି ମହିଳା ଓ କିନ୍ନର । ଯେଉଁ କାମ କେବଳ ପୁରୁଷମାନେ କରୁଥିବାର ନଜିର୍ ଥିଲା ସେ କାମକୁ ମହିଳା ଓ କିନ୍ନର ମଧ୍ୟ କଲେଣି । ଏହାରି ମଧ୍ୟରେ ମହିଳା ଓ କିନ୍ନର ଆସିଛି । ଏଣିକ ରାଜଧାନୀରେ ଭାରି ମୋଟରଯାନ ଚଲାଇବେ ମହିଳା ଓ କିନ୍ନର । ଏଥିପାଇଁ ମହିଳା ଓ କିନ୍ନରଙ୍କୁ କ୍ରୁଟ ପକ୍ଷରୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦିଆଦିବ। ଏଥିପାଇଁ ଇଚ୍ଛୁକ ବ୍ୟକ୍ତି ଆବେଦନ କରିପାରିବେ । ଭାରିଯାନ ଡ୍ରାଇଭିଂ ଟ୍ରେନିଂ ପାଇଁ ୧ ଏପ୍ରିଲ ୨୦୨୧ ପୂର୍ବରୁ ବର୍ଷେ ବୈଧତା ଏଲଏମଭି ଲାଇସେନ୍ସ ଥିବା ଆବଶ୍ୟକ । ଶିକ୍ଷାଗତ ଯୋଗ୍ୟତା ଦଶମ ପାସ୍ କିମ୍ବା ତାଠାରୁ ଅଧିକ ହେବ । ସେହପରି ବୟସ ୨୦ରୁ ୪୦ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ ।

Leave A Reply

Your email address will not be published.