କଟକ ସିଡିଏରେ ମିଶିବ ୧୦୨ ଗାଁ

0

ଓଡ଼ିଆ ନ୍ୟୁଜ୍: ସମ୍ପ୍ରସାରିତ ହେବ କଟକ ସହର। କଟକ ସିଡିଏରେ ମିଶିବ ୧୦୨ ଗାଁ। ଏନେଇ ସୂଚନା ଦେଇଛନ୍ତି, ସିଡିଏ ଉପାଧ୍ୟକ୍ଷ ଅନାମ ଚରଣ ପାତ୍ର। ସେ କହିଛନ୍ତି, କଟକ ସମ୍ପ୍ରସାରିତ ହେବ। ଏଥିରେ ମିଶିବ ୧୦୨ ଟି ଗାଁ। ଏହିସବୁ ଗାଁ କଟକ ଓ ଭୁବନେଶ୍ୱର ମଧ୍ୟରେ। ଏନେଇ ରାଜ୍ୟ ସରକାରଙ୍କୁ ସିଡିଏ ତରଫରୁ ପ୍ରସ୍ତାବ ଦିଆଯାଇଛି।

ବିଡିଏ ଓ ସିଡିଏର ସୀମା ଗୋଟିଏ ହେବ। ବାଙ୍କୀ ଓ କଟକ-ସଦରର ନିର୍ବାଚନ ମଣ୍ଡଳୀର ଗାଁ ଗୁଡ଼ିକ ରହିଛି। ପୂର୍ବରୁ ଏଥିରେ ୨୮୭ଟି ଗାଁ ମିଶାଯାଇଥିଲା। ଏେ ଆଉ ୧୦୨ଟି ମିଶ୍ରଣ କରାଯିବ।

Leave A Reply

Your email address will not be published.