କଣ କଲେ ଆପଣ ବହୁତ ଅଳ୍ପଦିନରେ ହୋଇପାରିବେ ଧନୀ

0

ସମସ୍ତଙ୍କ ଜୀବନରେ ଇଚ୍ଛା ଥାଏ ଧନୀ ହେବା ପାଇଁ । ପ୍ରାୟତଃ ସମସ୍ତେ ଟଙ୍କା ରୋଜଗାର କରିଥାନ୍ତି ମାତ୍ର ରୋଜଗାର ର ସମସ୍ତ ଅର୍ଥ ଖର୍ଚ୍ଚ ପ୍ରବଳ ମାତ୍ରାରେ ହୋଇଥାଏ ।କିମ୍ବା ଅର୍ଥ ଉପାର୍ଜନ ରେ ବାରମ୍ବାର ବାଧକ ଆସୁଥାଏ ।କେହି ମଧ୍ୟ ପରିଶ୍ରମ ଅନୁଯାୟୀ ରୋଜଗାର ମଧ୍ୟ କରିପାରନ୍ତି ନାହିଁ ।ମାତ୍ର ସମସ୍ତଙ୍କ ଚିନ୍ତା ରେ ଥାଏ ଧନୀ ହେବାପାଇଁ ।ଏବଂ ସମାଜରେ ପ୍ରତିଷ୍ଠିତ ବ୍ୟକ୍ତି ଭାବରେ ପରିଗଣିତ ହେବ ପାଇଁ ।

ଅଷ୍ଟ୍ରୋଲୋଜି ବା ଜ୍ୟୋତିଷ ଶାସ୍ତ୍ର ଅନୁକଣ କଲେ ଆପଣ ବହୁତ ଅଳ୍ପଦିନରେ ହୋଇପାରିବେ ଧନୀ ।
ସମସ୍ତଙ୍କ ଜୀବନରେ ଇଚ୍ଛା ଥାଏ ଧନୀ ହେବା ପାଇଁ । ପ୍ରାୟତଃ ସମସ୍ତେ ଟଙ୍କା ରୋଜଗାର କରିଥାନ୍ତି ମାତ୍ର ରୋଜଗାର ର ସମସ୍ତ ଅର୍ଥ ଖର୍ଚ୍ଚ ପ୍ରବଳ ମାତ୍ରାରେ ହୋଇଥାଏ ।କିମ୍ବା ଅର୍ଥ ଉପାର୍ଜନ ରେ ବାରମ୍ବାର ବାଧକ ଆସୁଥାଏ ।କେହି ମଧ୍ୟ ପରିଶ୍ରମ ଅନୁଯାୟୀ ରୋଜଗାର ମଧ୍ୟ କରିପାରନ୍ତି ନାହିଁ ।ମାତ୍ର ସମସ୍ତଙ୍କ ଚିନ୍ତା ରେ ଥାଏ ଧନୀ ହେବାପାଇଁ ।ଏବଂ ସମାଜରେ ପ୍ରତିଷ୍ଠିତ ବ୍ୟକ୍ତି ଭାବରେ ପରିଗଣିତ ହେବ ପାଇଁ ।

ଅଷ୍ଟ୍ରୋଲୋଜି ବା ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଆପଣ ଯଦି କେତୋଟି ନିୟମ ପାଳନ କରିବେ ।ତେବେ ଆପଣ ମଧ୍ୟ ନିଶ୍ଚିତ ଭାବରେ ଧୀରେ ଧୀରେ ଧନୀ ହେବାକୁ ଲାଗିବେ । ଆପଣଙ୍କ ପାଖରେ ମଧ୍ୟ ଧନର ଅଭାବ ରହିବ ନାହିଁ ।
ଆମେ ଏଠାରେ କିଛି ଟିପ୍ପ ଜଣେଇଦେଉଛୁ ଯାହାଦ୍ୱାରା କି ଆପଣବି ଉପକୃତ ହୋଇପାରିବେ ।
1 – ଯଦି ଆପଣ ପ୍ରତ୍ୟେକ ଦିନ ଆଦିଗୁରୁ ଶ୍ରୀମଦ ଶଙ୍କରାଚାର୍ଯ୍ୟ ଙ୍କ ଦ୍ଵାରା ଲିଖିତ କନକ ଧାରା ସ୍ତୋତ୍ର ପାଠକରୁଛନ୍ତି କେବେ ମଧ୍ୟ ପଇସା ପତ୍ର ର ଅଭାବ ଲାଗି ରହିବ ନାହିଁ ।
2- ପ୍ରତ୍ୟେକ ଦିନ ଓଁ ଶ୍ରୀ୦ ନମଃ ଏହି ମନ୍ତ୍ର କୁ ଏକୋଇଶ ଥର ପଢ଼ନ୍ତୁ ।
3- ପ୍ରତ୍ୟେକ ଶୁକ୍ରବାର ଦିନ ମା ଲକ୍ଷ୍ମୀ ଙ୍କୁ କୁଂକୁମ ପ୍ରଦାନ କରିବା ସହ ଶ୍ରୀଶୁକ୍ତମ ସ୍ତୋତ୍ର ପାଠ କରନ୍ତୁ ।
4- ଗୋଟିଏ ୧୦୮ ରୁଦ୍ରାକ୍ଷା ମାଳରେ ଓଁ ନମଃ ଶିବାୟ ମନ୍ତ୍ର ପାଠ କରିଲେ ଧନ ମାନ ପ୍ରାପ୍ତି ହୁଏ ।
5- ଓଁ ଗ୍ରଂ। ଗ୍ରୀ୦ ଗ୍ରୁ ସ ଗୁରବେ ନମଃ ଏହି ମନ୍ତ୍ର କୁ ମଧ୍ୟ ୧୦୮ ଥର ଜପ କରି ପାରିବେ ।
6- ସ୍ତ୍ରୀ ଲୋକ ଙ୍କୁ କେବେ ଅସମ୍ମାନ କରି କଥା ହୁଅନ୍ତୁ ନାହିଁ । ଏହା ଦ୍ୱାରା ମା ଲଷ୍ମୀ କୋପ କରିଥାନ୍ତି ।
7- ଜାତକରେ ଯେଉଁ ମାନଙ୍କର ପିତୃ ଦୋଷ ଥାଏ ପିତୃ ଦୋଷ ଶାନ୍ତି ପୂଜା ପିତୃ ପକ୍ଷରେ କରିଦେଲେ ଅଭାବ ରୁହେ ନାହିଁ ।
8- ଘରର ଉତ୍ତର ଦିଗକୁ ଆଲମାରୀ ରଖନ୍ତୁ ।
9- ଘରର ପରିବେଶ ସଦାସର୍ବଦା ପରିଷ୍କାର ରଖିବା ଦ୍ୱାରା ମା ଲଷ୍ମୀ ସର୍ବଦା ସ୍ଥିର ରୁହନ୍ତି ।
10- ସବୁଠାରୁ ବଡ଼ କଥା ହେଲା ବାପା ଓ ମାଆ ଙ୍କ ସେବା କରିବା ଦ୍ୱାରା ମା ଲକ୍ଷ୍ମୀ ସର୍ବଦା ସ୍ଥିର ହୋଇ ରୁହନ୍ତି ।
11 – ମା ଲଷ୍ମୀ ବହୁତ ଚଞ୍ଚଳା ତେଣୁ ଏତିକି ପ୍ରତିକାର କରିବା ଦ୍ୱାରା ଅପଣଂକକେବେ ଅଭାବ ରହିବ ନାହିଁଯାୟୀ ଆପଣ ଯଦି କେତୋଟି ନିୟମ ପାଳନ କରିବେ ।ତେବେ ଆପଣ ମଧ୍ୟ ନିଶ୍ଚିତ ଭାବରେ ଧୀରେ ଧୀରେ ଧନୀ ହେବାକୁ ଲାଗିବେ । ଆପଣଙ୍କ ପାଖରେ ମଧ୍ୟ ଧନର ଅଭାବ ରହିବ ନାହିଁ ।
ଆମେ ଏଠାରେ କିଛି ଟିପ୍ପ ଜଣେଇଦେଉଛୁ ଯାହାଦ୍ୱାରା କି ଆପଣବି ଉପକୃତ ହୋଇପାରିବେ ।
1 – ଯଦି ଆପଣ ପ୍ରତ୍ୟେକ ଦିନ ଆଦିଗୁରୁ ଶ୍ରୀମଦ ଶଙ୍କରାଚାର୍ଯ୍ୟ ଙ୍କ ଦ୍ଵାରା ଲିଖିତ କନକ ଧାରା ସ୍ତୋତ୍ର ପାଠକରୁଛନ୍ତି କେବେ ମଧ୍ୟ ପଇସା ପତ୍ର ର ଅଭାବ ଲାଗି ରହିବ ନାହିଁ ।
2- ପ୍ରତ୍ୟେକ ଦିନ ଓଁ ଶ୍ରୀ୦ ନମଃ ଏହି ମନ୍ତ୍ର କୁ ଏକୋଇଶ ଥର ପଢ଼ନ୍ତୁ ।
3- ପ୍ରତ୍ୟେକ ଶୁକ୍ରବାର ଦିନ ମା ଲକ୍ଷ୍ମୀ ଙ୍କୁ କୁଂକୁମ ପ୍ରଦାନ କରିବା ସହ ଶ୍ରୀଶୁକ୍ତମ ସ୍ତୋତ୍ର ପାଠ କରନ୍ତୁ ।
4- ଗୋଟିଏ ୧୦୮ ରୁଦ୍ରାକ୍ଷା ମାଳରେ ଓଁ ନମଃ ଶିବାୟ ମନ୍ତ୍ର ପାଠ କରିଲେ ଧନ ମାନ ପ୍ରାପ୍ତି ହୁଏ ।
5- ଓଁ ଗ୍ରଂ। ଗ୍ରୀ୦ ଗ୍ରୁ ସ ଗୁରବେ ନମଃ ଏହି ମନ୍ତ୍ର କୁ ମଧ୍ୟ ୧୦୮ ଥର ଜପ କରି ପାରିବେ ।
6- ସ୍ତ୍ରୀ ଲୋକ ଙ୍କୁ କେବେ ଅସମ୍ମାନ କରି କଥା ହୁଅନ୍ତୁ ନାହିଁ । ଏହା ଦ୍ୱାରା ମା ଲଷ୍ମୀ କୋପ କରିଥାନ୍ତି ।
7- ଜାତକରେ ଯେଉଁ ମାନଙ୍କର ପିତୃ ଦୋଷ ଥାଏ ପିତୃ ଦୋଷ ଶାନ୍ତି ପୂଜା ପିତୃ ପକ୍ଷରେ କରିଦେଲେ ଅଭାବ ରୁହେ ନାହିଁ ।
8- ଘରର ଉତ୍ତର ଦିଗକୁ ଆଲମାରୀ ରଖନ୍ତୁ ।
9- ଘରର ପରିବେଶ ସଦାସର୍ବଦା ପରିଷ୍କାର ରଖିବା ଦ୍ୱାରା ମା ଲଷ୍ମୀ ସର୍ବଦା ସ୍ଥିର ରୁହନ୍ତି ।
10- ସବୁଠାରୁ ବଡ଼ କଥା ହେଲା ବାପା ଓ ମାଆ ଙ୍କ ସେବା କରିବା ଦ୍ୱାରା ମା ଲକ୍ଷ୍ମୀ ସର୍ବଦା ସ୍ଥିର ହୋଇ ରୁହନ୍ତି ।
11 – ମା ଲଷ୍ମୀ ବହୁତ ଚଞ୍ଚଳା ତେଣୁ ଏତିକି ପ୍ରତିକାର କରିବା ଦ୍ୱାରା ଅପଣଂକକେବେ ଅଭାବ ରହିବ ନାହିଁ

Leave A Reply

Your email address will not be published.