ନୂଆପଡ଼ାରେ କାରସାଦି ହୋଇଛି: ସ୍ନେହାଙ୍ଗିନୀ ଛୁରିଆ

0

ଓଡ଼ିଆ ନ୍ୟୁଜ୍: ନୂଆପଡା ଫଳାଫଳକୁ ନେଇ ବିଜେଡି ଆଣିଲା ଅଭିଯୋଗ। କାରସାଦି ହୋଇଥିବା ଅଭିଯୋଗ କଲେ ସ୍ନେହାଙ୍ଗିନୀ ଛୁରିଆ।‘ଯେଉଁ ଭୋଟ ମେସିନ୍‌ରେ ଆସିଛି ମୁଁ ତାକୁ ଆଗ୍ରାହ୍ୟ କରୁଛି।‘ଫଳାଫଳକୁ ମୁଁ ଖଣ୍ଡନ କରୁଛି, ନିର୍ବାଚନ କମିଶନଙ୍କୁ ମଧ୍ୟ ନିନ୍ଦା କରୁଛି’।’ନିର୍ବାଚନ ଦିନ ସଂଧ୍ୟା ୫ରେ ୭୫%, ୭ଟାରେ ୭୭% ମତଦାନ ଜଣାଇଲେ’। ‘ପରଦିନ ଦିନ ୧୦ଟାରେ ୮୧% ଓ ୧୨ଟାରେ ୮୩.୪୫% କହିଲେ’।’ନୂଆପଡ଼ା ନିର୍ବାଚନରେ ଅନେକ ଗୁଡ଼ିଏ ବିରଳ ରେକର୍ଡ ସୃଷ୍ଟି ହୋଇଛି’।ସ୍ବାଧୀନତା ପରଠୁ ନୂଆପଡ଼ାରେ ଭୋଟିଂ ପ୍ରତିଶତ ୭୦% ଭିତରେ ରହିଛି।ଉପନିର୍ବାଚନରେ କଣ ହେଲା ୪୧ଟି ବୁଥ୍‌ରେ ୯୦%ରୁ ଅଧିକ ଭୋଟ୍।

Leave A Reply

Your email address will not be published.