ତାମିଲନାଡୁରେ TVK ମ୍ୟାଜିକ!

0

ଓଡ଼ିଆ ନ୍ୟୁଜ୍: ତାମିଲନାଡୁରେ ବଡ଼ ହଲଚଲ। ଶକ୍ତିଶାଳୀ ଏମକେ ଷ୍ଟାଲିନଙ୍କ ଡିଏମକେକୁ ପଛରେ ପକାଇଲା ବିଜୟଙ୍କ TVK। ଟ୍ରେଣ୍ଡରେ ସେଞ୍ଚୁରୀ ପାର୍ କରିଛି। ୫୦ ବର୍ଷରୁ ଅଧିକ ସମୟ ଧରି ଦ୍ରାବିଡ଼ ରାଜନୀତିର ଗଡ଼ ଭାବରେ ଜଣାଶୁଣା ଏହି ରାଜ୍ୟ। ଡିଏମକେ ଏବଂ ଏଆଇଏଡିଏମକେକୁ ନେଇ ଦ୍ୱିପାକ୍ଷିକ ରାଜନୀତି। କିନ୍ତୁ ରାଜନୀତିର ପଶାପାଲିରେ ଉଭୟଙ୍କୁ ଝଟକା ଦେଇଛି TVK।

ରାଜ୍ୟରେ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ନେତୃତ୍ୱରେ ଶାସକ ଡିଏମକେ। ଏହାର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଏଆଇଏଡିଏମକେ ଯାହା ବିଜେପି ସହିତ ମେଣ୍ଟରେ ଅଛି। କିନ୍ତୁ ନୂଆ କରି ଏଣ୍ଟ୍ରି କରିଥିବା ବିଜୟଙ୍କ ତାମିଲଗା ଭେଟ୍ଟ୍ରି କାଝାଗମ (ଟିଭିକେ) ମଧ୍ୟରେ ଏକ ତୀବ୍ର ତ୍ରିକୋଣୀୟ ପ୍ରତିଯୋଗିତା ଦେଖାଯାଉଛି।

Leave A Reply

Your email address will not be published.