ଶପଥ ନେବେ D.K ଶିବକୁମାର

0

ଓଡ଼ିଆ ନ୍ୟୁଜ୍: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ D.K ଶିବକୁମାର। ଅପରାହ୍ନରେ ହେବ ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହ। ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ଜି. ପରମେଶ୍ବର। ଶିବକୁମାରଙ୍କ ସହ କିଛି ମନ୍ତ୍ରୀ ମଧ୍ୟ ନେଇପାରନ୍ତି ଶପଥ.। ସାମିଲ ହେବେ ଖଡଗେ, ରାହୁଲଙ୍କ ସହ ଦଳର ବରିଷ୍ଠ ନେତା।

ଏଥିପାଇଁ ସମସ୍ତ ପ୍ରସ୍ତୁତି ସହ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଇଛି। ସୂଚନା ଅନୁସାରେ ଶିବକୁମାରଙ୍କ ସହ ୧୧ ଜଣ ମନ୍ତ୍ରୀ ଶପଥ ନେବେ। ପରବର୍ତ୍ତୀ ପର୍ଯ୍ୟାୟରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣରେ ଅଧିକ ମନ୍ତ୍ରୀଙ୍କୁ ନିଆଯିବ। ବିଦାୟୀ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ପୁଅ ତଥା ବିଧାନ ପରିଷଦ ସଦସ୍ୟ ୟତିନ୍ଦ୍ର ଏବଂ କଂଗ୍ରେସ ଅଧ୍ଯକ୍ଷ ମଲିକାର୍ଜୁନ ଖଡ୍ଙ୍ଗେଙ୍କ ପୁଅ ପ୍ରିୟାଙ୍କ ଖଡ୍ଙ୍ଗେ ମନ୍ତ୍ରୀ ହେବାର ସମ୍ଭାବନା ରହିଛି। ଶିବକୁମାରଙ୍କ କ୍ୟାବିନେଟରେ ଚିହ୍ନା ମୁହଁ ଏବଂ ନୂଆ ଚେହେରାର ମିଶ୍ରଣ ଘଟିବ ବୋଲି କୁହାଯାଉଛି।

ଆଜି ଶିବକୁମାର ` ସିଦ୍ଦରମୈୟାଙ୍କ ସମେତ ଦଳର ଖଡ୍ଗେ, ପୂର୍ବତନ ଅଧ୍ଯକ୍ଷ ଅଧ୍ଯକ୍ଷ ରାହୁଲ ହୁଲ ଗାନ୍ଧୀ, ଗାନ୍ଧୀ, କଂଗ୍ରେ ଗ୍ରସ ସଙ୍ଗଠନ ସମ୍ପାଦକ କେ.ସି ବେଣୁ ଣୁ ଗୋପାଳ ରାଜ୍ୟ ପ୍ରଭାରୀ ରଣଦୀପ ସୁର୍ଜେଓ୍ବାଲା ଏକ ଉଚ୍ଚସ୍ତରୀୟ ବୈଠକରେ ନୂଆ କ୍ୟାବିନେଟର ରୂପରେଖ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି।

Leave A Reply

Your email address will not be published.