ଆଦିତ୍ୟ ବାହିନୀର ସଖା ଗଠିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଆଦିତ୍ୟ ବାହିନୀର ଉତ୍ତର ବିଭାଗ ସଂଗଠନ ସଚିବ ମହେଶ ତ୍ରିପାଠୀ ଙ୍କ ସଭାପତିତ୍ୱ ରେ ଆଜି ନପଙ୍ଗ ଶହେ ଆଠ ଲିଙ୍ଗପ୍ରାଙ୍ଗଣରେ ଏକ ଧର୍ମ ସଭା ଅନୁଷ୍ଠିତ ହୋଇଯାଇଛି | ଉକ୍ତ ଧର୍ମ ସଭାରେ ଉତର ଭିବାଗ ସୂଚନା ସଚିବ ଶ୍ରୀ ରଘୁନାଥ ମହନ୍ତଙ୍କ ଉପସ୍ଥିତ ଓ ମୁଖ୍ୟସଂଯୋ ଜକ ସୂର୍ଯ୍ୟମଣି ଧଳ, ସଂଯୋଜକ ସୁଶାନ୍ତ ଯେନା ,ଦେବେନ୍ଦ୍ର ନାୟକ,ସୂର୍ଯ୍ୟ କାନ୍ତ ନାୟକ ପ୍ରମୁଖ ଙ୍କ ଉପସ୍ଥିତି ରେ ଏକ ଆଦିତ୍ୟ ବାହିନୀ ଶାଖା ଭୋଳେସ୍ୱର ଗଠନ କରଯାଇଛି |

ସେହିପରି ପୀଠ ପରିଷଦ ର ପ୍ରେରକ ଭାବେ ହରେକୃଷ୍ଣ ନାୟକ, ନିରୀକ୍ଷକ ଭାବେ ଶଙ୍କର୍ଷଣ ରାଉତ ,ମାର୍ଗ ଦର୍ଶକ ଦିବ୍ୟସିଂହ ରାୟ ଆନନ୍ଦ ବାହିନୀର ସଂଯୋଜିକା ଭାବେ ଟୁନି ମହାପାତ୍ର, ସହାସଂଯୋଜିକା ଭାବେ ସୁଜାତା ମୋହାପତ୍ର ଙ୍କୁ ଦାୟିତ୍ୱ ଦିଆଯାଇଥିଲା।

ସେହିପରି ଆଦିତ୍ୟ ବାହିନୀର ଅଧ୍ୟକ୍ଷ ସୂର୍ଯ୍ୟମଣି ଧଳ, ଉପାଧ୍ୟକ୍ଷ ସୁକାନ୍ତ ଯେନା, ସଚିବ ନଟବର ଯେନା,ସହ ସଚିବ ଗଙ୍ଗାଧର ସାମଲ, କୋଷାଧ୍ୟକ୍ଷ ଦେବକାନ୍ତ ନାୟକ, ପ୍ରଚାର ସଚିବ ଉଦକର ନାୟକ, ସେବା ସଚିବ ସୂର୍ଯ୍ୟ କାନ୍ତ ମହାପାତ୍ର, ସାଂସ୍କୃତିକ ସଚିବ ଜୀବନଯୋତି ମହାପାତ୍ର, ବିଜୟ ମହାପାତ୍ର, ଅଭିମନ୍ୟୁ ଦାସ, ଶ୍ରୀଧର ଦାସ, କାର୍ଯ୍ୟାଳୟ ସଚିବ ରୂପେ ସାମ୍ବାଦିକ ମନୋରଞ୍ଜନ ମହାନ୍ତି କୁ ଦାୟିତ୍ୱ ଅର୍ପଣ କରାଯାଇଥିଲା

Leave A Reply

Your email address will not be published.