ଧାର ଟଙ୍କା ମାଗିବାରୁ ଆଣିଲେ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପରିବାର ର ଅସୁବିଧା ହେତୁ ବେତବେଲାରୀ ଗ୍ରାମର ନିତାଇ ମିର୍ଦ୍ଧା ଗ୍ରାମସ୍ତ ଅଟଳ ଜେନାଙ୍କଠୁ ଦେଢ଼ଲକ୍ଷ ଟଙ୍କା ଲେଖା ପଢ଼ା କରି ଭଦ୍ର ଲୋକଙ୍କ ଉପସ୍ଥିତି ରେ ଉଧାର ନେଇଥିଲେ | ଏପରିକି ଛଅ ମାସ ପରେ ଫେରାଇଦେବାକୁ କହିଥିଲେ | ମାତ୍ର ଦିନ ଗଡିଯିବାରି ଅଟଳ ନିତାଇ ଙ୍କୁ ଧାର ଟଙ୍କା ମାଗି ମାଗି ନୟାନ୍ତ ହେବା ପରେ ଶନିବାର ମଧ୍ୟାହ୍ନରେ ଘରୁ ଟଙ୍କା ନେଇଯିବାକୁ ନିତାଇ କହିଥିଲେ | ତଦନୁଯାୟୀ ଅଟଳ ତାଙ୍କ ଘର କୁ ଯିବାରୁ ନିତାଇ ଙ୍କ ପତ୍ନୀ ଟଙ୍କା ଫେରସ୍ତ କରିବା ପରିବର୍ତ୍ତେ ଯୋଜନା ବଦ୍ଧ ଭାବେ ସହଯୋଗୀ ପିଲାଙ୍କ ଜରିଆରେ ଅଟଳ ଙ୍କ ଭିଡିଓ ଚିତ୍ର ଉତ୍ତୋଳନ କରିବା ସହିତ ଘର ଭିତରେ ଅଟକ ରଖିଥିଲେ |

ଅଟକ କାଳରେ ମାଡ଼ ମାରି ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଘରେ ରଖିଥିବାରୁ ଖବର ପାଇଁ ଜମ୍ବୁ ସାମୁଦ୍ରିକ ପୋଲିସ ଅଟଳ ଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ରେ ମେଡିକାଲ ପଠାଇଥିଲେ | ଅଟକ ସମୟରେ ନିତାଇ ଓ ତାର ପତ୍ନୀ ପାଞ୍ଚ ଲକ୍ଷ ଟଙ୍କା ନ ଦେଲେ ଥାନାରେ ଅଟଳଙ୍କ ନାମେ ଦୁଷ୍କର୍ମ ପାଇଁ ଉଦ୍ୟମ ଅଭିଯୋଗ ଆଣିବେ ବୋଲି ମଧ୍ୟ ଧମକ ଦେଇଥିଲେ | ମୁଖ୍ୟତଃ ଉଧାର ଟଙ୍କା ଫେରସ୍ତ ନକରିବା ଉଦ୍ଦେଶ୍ୟ ରେ ଏଭଳି କାଣ୍ଡ ଭିଅଇଥିବାର ଅଟଳ ଗଣମାଧ୍ୟମ କୁ କହିଛନ୍ତି | ଉଧାର ଟଙ୍କା ଫେରସ୍ତ କରିବା ବଦଳ ରେ ସ୍ୱାମୀଙ୍କୁ ଅଟକ ରଖି ମାଡ଼ ମାରିବା ଆଦି ଘଟଣା ନେଇ ଅଟଳଙ୍କ ପତ୍ନୀ ଥାନାରେ ଅଭିଯୋଗ କରିବା ପରେ ନିତାଇ ଙ୍କ ପତ୍ନୀ ଥାନାରେ ଅଟଳଙ୍କ ନାମେ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ଆଣିଛନ୍ତି | ଏନେଇ ପୋଲିସ ଦୁଇଟି ପୃଥକ ପୃଥକ ମାମଲା ରୁଜୁ କରି ଘଟଣାର ଅନୁସନ୍ଧନ ଚଳାଇଥିବାର ଜଣାପଡିଛି |ଟଙ୍କା ଲେଖା ପଢ଼ା କରି ଭଦ୍ର ଲୋକଙ୍କ ଉପସ୍ଥିତି ରେ ଉଧାର ନେଇଥିଲେ | ଏପରିକି ଛଅ ମାସ ପରେ ଫେରାଇଦେବାକୁ କହିଥିଲେ | ମାତ୍ର ଦିନ ଗଡିଯିବାରି ଅଟଳ ନିତାଇ ଙ୍କୁ ଧାର ଟଙ୍କା ମାଗି ମାଗି ନୟାନ୍ତ ହେବା ପରେ ଶନିବାର ମଧ୍ୟାହ୍ନରେ ଘରୁ ଟଙ୍କା ନେଇଯିବାକୁ ନିତାଇ କହିଥିଲେ |

ତଦନୁଯାୟୀ ଅଟଳ ତାଙ୍କ ଘର କୁ ଯିବାରୁ ନିତାଇ ଙ୍କ ପତ୍ନୀ ଟଙ୍କା ଫେରସ୍ତ କରିବା ପରିବର୍ତ୍ତେ ଯୋଜନା ବଦ୍ଧ ଭାବେ ସହଯୋଗୀ ପିଲାଙ୍କ ଜରିଆରେ ଅଟଳ ଙ୍କ ଭିଡିଓ ଚିତ୍ର ଉତ୍ତୋଳନ କରିବା ସହିତ ଘର ଭିତରେ ଅଟକ ରଖିଥିଲେ | ଅଟକ କାଳରେ ମାଡ଼ ମାରି ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଘରେ ରଖିଥିବାରୁ ଖବର ପାଇଁ ଜମ୍ବୁ ସାମୁଦ୍ରିକ ପୋଲିସ ଅଟଳ ଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ରେ ମେଡିକାଲ ପଠାଇଥିଲେ | ଅଟକ ସମୟରେ ନିତାଇ ଓ ତାର ପତ୍ନୀ ପାଞ୍ଚ ଲକ୍ଷ ଟଙ୍କା ନ ଦେଲେ ଥାନାରେ ଅଟଳଙ୍କ ନାମେ ଦୁଷ୍କର୍ମ ପାଇଁ ଉଦ୍ୟମ ଅଭିଯୋଗ ଆଣିବେ ବୋଲି ମଧ୍ୟ ଧମକ ଦେଇଥିଲେ | ମୁଖ୍ୟତଃ ଉଧାର ଟଙ୍କା ଫେରସ୍ତ ନକରିବା ଉଦ୍ଦେଶ୍ୟ ରେ ଏଭଳି କାଣ୍ଡ ଭିଅଇଥିବାର ଅଟଳ ଗଣମାଧ୍ୟମ କୁ କହିଛନ୍ତି | ଉଧାର ଟଙ୍କା ଫେରସ୍ତ କରିବା ବଦଳ ରେ ସ୍ୱାମୀଙ୍କୁ ଅଟକ ରଖି ମାଡ଼ ମାରିବା ଆଦି ଘଟଣା ନେଇ ଅଟଳଙ୍କ ପତ୍ନୀ ଥାନାରେ ଅଭିଯୋଗ କରିବା ପରେ ନିତାଇ ଙ୍କ ପତ୍ନୀ ଥାନାରେ ଅଟଳଙ୍କ ନାମେ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ଆଣିଛନ୍ତି | ଏନେଇ ପୋଲିସ ଉଭୟ ପକ୍ଷ ଙ୍କ ଅଭିଯୋଗ ମୁତାବକ ଦୁଇଟି ପୃଥକ ପୃଥକ ମାମଲା ରୁଜୁ କରି ଘଟଣାର ଅନୁସନ୍ଧନ ଚଳାଇଥିବାର ଜଣାପଡିଛି |

Leave A Reply

Your email address will not be published.