ଅଙ୍ଗୁଳାଇ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଅଙ୍ଗୁଳାଇ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ | ମହାକାଳପଡ଼ା ନିର୍ବାଚନ ମଣ୍ଡଳୀର ମାର୍ଶାଘାଇ ବ୍ଲକ ଅଧିନରେ ଥିବା ଅଙ୍ଗୁଳାଇ ପଞ୍ଚାୟତରେ ଜନସମଚେତନତା ଶିବିର ଅନୁଷ୍ଠିତ |

ବ୍ଲକ ଅଧିନ ଅଙ୍ଗୁଳାଇ ପଞ୍ଚାୟତ ରେ ପଞ୍ଚାୟତସ୍ତରୀୟ ଜନ ସଚେତନତା ଶିବିର ପଞ୍ଚାୟତ କାର୍ଯ୍ୟାଳୟ ପରିସର ରେ ସରପଞ୍ଚ ମଙ୍ଗରାଜ ବେହେରା, ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହେଇଯାଇଛି | ଵିକାଶ ମୂଳକ କାର୍ଯ୍ୟକ୍ରମ ଗୁଡିକ ଓ ସରକାରଙ୍କ ତରଫରୁ ଆସୁଥିବା ବିଭିନ୍ନ ଯୋଜନା ସମ୍ବନ୍ଧରେ ସଚେତନତା କରାଇବା ପାଁଇ, ଜନ ହିତକାରୀ ଯୋଜନା ସମ୍ପର୍କିତ ବାର୍ତ୍ତାକୁ ଯୋଜନା ଲୋକମାନଙ୍କ ସଚେତନତା ଉଦେଶ୍ୟରେ ଚେଷ୍ଟା କରାଯାଇଛି |

ଅଙ୍ଗୁଳାଇ ପଞ୍ଚାୟତ ର ବିକାଶ ର ଝଲକ ରେ ଆମ ଓଡିଶା ନବୀନ ଓଡିଶl କେନ୍ଦ୍ରାପଡା ଜିଲ୍ଲାର, ମିଟୁ ଡେନ୍ସ ଗୃପ୍ ଦ୍ଵାରା ଜଗନ୍ନାଥ ଙ୍କ ଭଜନରେ ଏକ ନୃତ୍ୟ ପରିବେଷଣ ଓ ମହାଦେବଙ୍କ ନୃତ୍ୟ ପରିବେଷଣ କରି ପୁରା ମଞ୍ଚ କୁ ଦୁଲକାଇ ଦେଇଥିଲେ l

Leave A Reply

Your email address will not be published.