Special ଆଜିର ମୁଖ୍ୟ ଖବର Odia News Sep 23, 2021 0 ୧-ନୂଆ ଦିଲ୍ଲୀ: କେନ୍ଦ୍ରର ନିଷ୍ପତ୍ତି:କରୋନା ମୃତକଙ୍କ ପରିବାରକୁ ମିଳିବ ୫୦ ହଜାର। ରାଜ୍ୟ ବିପର୍ଯ୍ୟୟ ପାଣ୍ଠିରୁ ଦିଆଯିବ ଏହି ଅର୍ଥ। ୨-ଭୁବନେଶ୍ୱର:୨୪ରେ ଲଘୁଚାପ,୨୬ରୁ ପ୍ରବଳ ବର୍ଷା ସମ୍ଭାବନା। ୩-ଜୀବନ ଗଲା ପରେ… Read More...
National ପାକିସ୍ତାନର ବାୟୁକ୍ଷେତ୍ର ଦେଇ ଯାତ୍ରା କରିବ ମୋଦୀଙ୍କ ବିମାନ Odia News Sep 22, 2021 0 ଆମେରିକା ଅଭିମୁଖେ ଯାତ୍ରା କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିମାନ ପାକିସ୍ତାନର ବାୟୁ କ୍ଷେତ୍ର ଦେଇ ଗତି କରିବ। ପ୍ରଧାନମନ୍ତ୍ରୀ ମୋଦୀ ତିନି ଦିନିଆ ଆମେରିକା ଗସ୍ତରେ ଯାତ୍ରା କରିଛନ୍ତି। ସେଠାରେ ମିଳିତ… Read More...
Entertainment ଅର୍ଜୁନ ବିଜଲାନି ହେଲେ ‘ଖତରୋକେ ଖିଲାଡି 11’ ର ବିଜେତା Odia News Sep 22, 2021 0 କଲର୍ସ ଟିଭିରେ ରୋହିତ ଶେଟ୍ଟୀଙ୍କ ଦ୍ୱାରା ଆୟୋଜିତ ଷ୍ଟଣ୍ଟ ଭିତ୍ତିକ ରିଆଲିଟି ସୋ 'ଖତରୋକେ ଖିଲାଡି 11' ର ବିଜେତା ଅର୍ଜୁନ ବିଜଲାନି ହୋଇଛନ୍ତି | କିଛି ମାସ ପୂର୍ବରୁ ଦକ୍ଷିଣ ଆଫ୍ରିକାରେ ଖତରୋକେ ଖିଲାଡି 11 ର ସୁଟିଂ… Read More...
State ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କ’ଣ କହିଲେ Odia News Sep 22, 2021 0 ବଲାଙ୍ଗୀର ଟିଟିଲାଗଡ଼ରେ ଆଜି ପହଞ୍ଚି ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହ ବିଭିନ୍ନ ପ୍ରକଳ୍ପର ଉଦଘାଟନ ସହିତ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ।… Read More...
Entertainment ପୂଜାରେ ପପୁ-ମନୀଷା Odia News Sep 22, 2021 0 ଚଳିତ ବର୍ଷ ପୂଜା ସିଜିନରେ ପ୍ରେକ୍ଷାଳୟକୁ ଆସିବାକୁ ସଜବାଜ ହେଉଛି ନୂଆ ଚଳଚ୍ଚିତ୍ର ‘ଗାଁର ନାଁ ଗାଲୁଆପୁର’। ଚଳଚ୍ଚିତ୍ରଟି ଅକ୍ଟୋବର ୧୫ ତାରିଖରେ ମୁକ୍ତିଲାଭ କରିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ମିଳିଛି।… Read More...
Sports ଭୁବନେଶ୍ୱରରେ ଜୁନିୟର ପୁରୁଷ ହକି ବିଶ୍ୱକପ୍, ନଭେମ୍ବର ୨୫ରୁ ଆରମ୍ଭ Odia News Sep 22, 2021 0 ହକିର ଏନ୍ତୁଡ଼ିଶାଳ ଭାବେ ପରିଚିତ ଓଡ଼ିଶାକୁ ଆଉ ଏକ ବିଶ୍ୱସ୍ତରୀୟ ଟୁର୍ଣ୍ଣାମେଣ୍ଟ ଆୟୋଜନ ପାଇଁ ସୁଯୋଗ ମିଳିଛି । ଭୁବନେଶ୍ୱରରେ ଦ୍ୱାଦଶ ଜୁନିୟର ପୁରୁଷ ହକି ବିଶ୍ୱକପ୍ ଅନୁଷ୍ଠିତ ହେବ । ୨୦୧୮ ପୁରୁଷ ହକି ବିଶ୍ୱକପ ପରେ ଏହା… Read More...
Entertainment ରାଜ କୁନ୍ଦ୍ରାଙ୍କୁ ଜାମିନ୍ ମିଳିବା ପରେ ଏପରି ପୋଷ୍ଟ କଲେ ଶିଳ୍ପା ଶେଟ୍ଟୀ, ଲୋକେ ବି କନଫ୍ୟୁଜ୍ Odia News Sep 21, 2021 0 ଅଶ୍ଲୀଳ ଭିଡିଓ କରି ବିକ୍ରି କରୁଥିବା ଅଭିଯୋଗରେ ଗିରଫ ହୋଇଥିବା ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ଗତକାଲି ଜାମିନ୍ ମିଳିଛି । ୬୨ ଦିନ ପରେ ରାଜ କୁନ୍ଦ୍ରା ଜେଲରୁ ବାହାରକୁ… Read More...
Special ପିଏମ କିଷାନ ଅଧିନରେ ୪୦୦୦ ଟଙ୍କା ପାଇବାର ଶେଷ ସୁଯୋଗ! ଶୀଘ୍ର ଏପରି ଭାବେ କରନ୍ତୁ ରେଜିଷ୍ଟ୍ରେସନ୍ Odia News Sep 21, 2021 0 କୃଷକମାନଙ୍କ ପାଇଁ ଆସିଛି ଖୁସି ଖବର । ଯଦି ଆପଣଙ୍କୁ ପିଏମ କିଷାନ ଯୋଜନାର ୯ମ କିସ୍ତି ମିଳିନାହିଁ, ତେବେ ଆପଣ ଏବେ ୪୦୦୦ ଟଙ୍କାର ଲାଭ ଉଠାଇପାରିବେ । ଆଗାମୀ ଦିନରେ ପିଏମ କିଷାନ ଯୋଜନା ଅଧିନରେ ମିଳୁଥିବା ଟଙ୍କାକୁ ସରକାରୀ… Read More...
Special Google ଲଞ୍ଚ କରିବାକୁ ଯାଉଛି ଏକ ନୂଆ ସ୍ମାର୍ଟଫୋନ୍, Samsung ସହ ହେବ ଟକ୍କର Odia News Sep 20, 2021 0 ଆମେରିକାର ଟେକ୍ କମ୍ପାନୀ ଗୁଗଲ ନିକଟରେ ପିକ୍ସେଲ ୬ ସ୍ମାର୍ଟଫୋନ ଲଞ୍ଚ କରିବା ନେଇ ଘୋଷଣା କରିଛି । ମାତ୍ର ବର୍ତ୍ତମାନ ଏହାର ବିକ୍ରି ଆରମ୍ଭ ହୋଇନାହିଁ । ମାତ୍ର କମ୍ପାନୀ ଫୋଲ୍ଡେବଲ ସ୍ମାର୍ଟଫୋନ ନିର୍ମାଣ ପାଇଁ ପ୍ରସ୍ତୁତି… Read More...
State ACF ସୌମ୍ୟ ମାମଲା: ଶେଷ ହେଲା ବିଦ୍ୟାଙ୍କ ଲାଏ ଡିଟେକ୍ସନ ଟେଷ୍ଟ Odia News Sep 20, 2021 0 ବହୁ ଚର୍ଚ୍ଚିତ ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାରେ ଶେଷ ହୋଇଛି ପତ୍ନୀ ବିଦ୍ୟାଭାରତୀଙ୍କ ଲାଏ ଡିଟେକ୍ସନ ଟେଷ୍ଟ । ପ୍ରାୟ ୪ ଘଣ୍ଟା ସମୟ ଧରି ଡିଟେକ୍ସନ ଟେଷ୍ଟ ଚାଲିଥିବା ସୂଚନା ମିଳିଛି ।… Read More...