ଦିଲ୍ଲୀ-ଏନସିଆରରେ ମଧ୍ୟବର୍ତ୍ତୀକାଳୀନ ବର୍ଷା; ୟେଲୋ ୱାର୍ଣିଂ ଜାରି

ଦିଲ୍ଲୀ-ଏନସିଆରରେ ମଧ୍ୟବର୍ତ୍ତୀକାଳୀନ ବର୍ଷା ଆରମ୍ଭ ହୋଇଯାଇଛି। ଏହା ସହିତ ହାଲୁକା ପବନ ମଧ୍ୟ ପ୍ରବାହିତ ହେଉଛି। ବର୍ଷା ହେବାର ପୂର୍ବାନୁମାନ କରି ୟେଲୋ ୱାର୍ଣିଂ ଜାରି କରିଛି ପାଣିପାଗ ବିଭାଗ। ପାଣିପାଗ ବିଭାଗ ଅନୁଯାୟୀ…
Read More...

ହିମସ୍ଖଳନରେ ନିଖୋଜ ୭ ଜଣ ଯବାନଙ୍କ ମୃତ ଦେହ ଉଦ୍ଧାର

ଅରୁଣାଚଳ ପ୍ରଦେଶରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଅରୁଣାଚଳ ପ୍ରଦେଶର ପାହାଡ଼ିଆ ଅଞ୍ଚଳରେ ହିମସ୍ଖଳନ ହେତୁ  ୭ଜଣ ଯବାନଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତ୍ୟୁ ହୋଇଥିବା ନେଇ ମଙ୍ଗଳବାର ସେନା ଏହା ନିଶ୍ଚିତ…
Read More...

ପ୍ରଥମ ଥର ୱେବ୍ ସିରିଜରେ ଦେଖାଦେବେ ମିଥୁନ ଚକ୍ରବର୍ତ୍ତୀ; ଆମାଜନ ପ୍ରାଇମ ଭିଡିଓରେ ମଚାଉଛି ଧମାଲ

ଆମାଜନ ପ୍ରାଇମ ଭିଡିଓ ମଙ୍ଗଳବାର ନିଜ ୱେବ୍ ସିରିଜ୍ ବେଷ୍ଟେଲର ଟ୍ରେଲର ରିଲିଜ୍ କରିଛି । ଏହି ୱେବ୍ ସିରିଜରେ ମିଥୁନ ଚକ୍ରବର୍ତ୍ତୀଙ୍କ ଉପସ୍ଥିତି ଲୋକଙ୍କ ଆଗ୍ରହକୁ ବଜାୟ ରଖିଛି ​​। ଟ୍ରେଲରରେ ଦର୍ଶାଯାଇଛି ଯେ ଏହି ସିରିଜ୍…
Read More...

ଘୁଞ୍ଚିଲା ନିଟ୍ ପିଜି ପରୀକ୍ଷାର ସମୟ ସୀମା; ଜାଣନ୍ତୁ କଣ କହିଲେ ସୁପ୍ରିମକୋର୍ଟ

ମଙ୍ଗଳବାର ଦିନ ସୁପ୍ରିମକୋର୍ଟ ନିଟ୍ ପିଜି ପରୀକ୍ଷା ସ୍ଥଗିତ ଏବଂ ବାଧ୍ୟତାମୂଳକ ଇଣ୍ଟର୍ନସିପ୍ ପାଇଁ ସମୟସୀମା ବୃଦ୍ଧି କରିବା ନେଇ ସୁପ୍ରିମକୋର୍ଟରେ ହୋଇଥିବା ଆବେଦନର ଶୁଣାଣି କରିଛନ୍ତି। ଶୁଣାଣି କରି ଛାତ୍ରଛାତ୍ରୀଙ୍କ ଏକ…
Read More...

କର୍ଣାଟକରେ ଘନଉଛି ହିଜାବ ବିବାଦ; କୋର୍ଟରେ ଶୁଣାଣି ଶେଷ

କର୍ଣ୍ଣାଟକରେ ହିଜାବ ବିବାଦ ବଢ଼ିବାରେ ଲାଗିଛି। କର୍ଣ୍ଣାଟକର ଏକ ଶିକ୍ଷାନୁଷ୍ଠାନରେ ହିଜାବ ପ୍ରସଙ୍ଗ ନେଇ ଆଜି ମଙ୍ଗଳବାର ହାଇକୋର୍ଟରେ ଶୁଣାଣି ହୋଇଛି। ଜଷ୍ଟିସ କୃଷ୍ଣ ଦୀକ୍ଷିତ ଏହି ମାମଲାର ଶୁଣାଣି କରିଥିଲେ। ସେ…
Read More...

ଆକ୍ସନ ମୁଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଆକ୍ସନ ମୁଡରେ ମୁଖ୍ୟମନ୍ତ୍ରୀ ନବୀନ। ୫ ଅଧିକାରୀଙ୍କୁ ବାଧ୍ୟତା ମୂଳକ ଅବସର ଦେଇଛନ୍ତି ରାଜ୍ୟ ସରକାର। ଦୁର୍ନୀତି ଓ ଅପାରଗତା ପାଇଁ ୫ ଜଣଙ୍କୁ ବିଦା କରିଛନ୍ତି ସରକାର।  ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ କଠୋର…
Read More...

ପୁଣି ଚର୍ଚ୍ଚାରେ ମମିତା ମେହେର ହତ୍ୟା ମାମଲା; ନବୀନ ନିବାସ ଅଭିମୁଖେ ବିଜେପିର ରାଲି

ପଂଚାୟତ ନିର୍ବାଚନ ପାଖେଇ ଆସୁଥିବା ବେଳେ ପୁଣି ମୁଣ୍ଡ ଟେକିଛି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ବିବାଦ। ହତ୍ୟାକୁ ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ନ୍ୟାୟ  ନମିଳିଥିବାରୁ ମମିତା ମେହେର ହତ୍ୟା ପ୍ରସଙ୍ଗ ନେଇ ଆଜି ନବୀନ…
Read More...

ୟୁପି ନିର୍ବାଚନ୨୦୨୨; ଆଜି ସଂକଳ୍ପ ପତ୍ର ଜାରି କରିବ ବିଜେପି

ୟୁପି ନିର୍ବାଚନ୨୦୨୨: ୟୁପି ବିଧାନସଭା ନିର୍ବାଚନ ପାଇଁ ଆଜି ମଙ୍ଗଳବାର ସକାଳ ୧୦.୩୦ ସମୟରେ ଲୋକ କଲ୍ୟାଣ ସଂକଳ୍ପ ପତ୍ର ଜାରି କରିବ ବିଜେପି। ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଆଧାରରେ ପ୍ରଥମ ପର୍ଯ୍ୟାୟ ପ୍ରଚାର…
Read More...

ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ; ଜଣେ ଆତଙ୍କବାଦୀ ମୃତ

ସୋମବାର କାଶ୍ମୀର ଉପତ୍ୟକାରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି।  ସୁରକ୍ଷା ବାହିନୀ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡିଛି ।ନିହତ ଆତଙ୍କବାଦୀକୁ ଏପର୍ଯ୍ୟନ୍ତ ଚିହ୍ନଟ କରାଯାଇ…
Read More...

ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ୍ ଇବ୍ରାହିମ୍ ନାଁରେ ମାମଲା ରୁଜୁ; ଗୃହ ମନ୍ତ୍ରାଳୟ ନିର୍ଦ୍ଦେଶ

ସୋମବାର ଗୃହ ବିଭାଗର ନିର୍ଦ୍ଦେଶରେ ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନର ବିଭିନ୍ନ ବିଭାଗ ଅଧୀନରେ ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ୍ ଇବ୍ରାହିମ୍ ଏବଂ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ କରିଛି ନ୍ୟାସନାଲ ଇନଭେଷ୍ଟିଗେସନ୍ ଏଜେନ୍ସି…
Read More...