ଦୁଲୁକିଲା ସିଲଭର ସିଟି କଟକ: ମତୁଆଲ ମାହୋଲରେ ଉଦଘାଟନ ହେଲା ହକି ବିଶ୍ୱକପ୍
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବାରବାଟୀରୁ ବିଶ୍ୱ ପୁଣି ଦେଖିଲା ଓଡ଼ିଶାର କଳା ସଂସ୍କତି ସହ ବିଶ୍ୱକପ୍ ହକିର ଉଦ୍ଘାଟନୀ ମହୋତ୍ସବ। ନାଚଗୀତରେ ଦୁଲୁକିଲା ମଂଚ। ଉଦ୍ଘାଟନୀ ଉତ୍ସବରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ…
Read More...
Read More...