ପୁରୀ ମହୋଦଧି ଆରତୀ ଚୁଡାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ: ଭବ୍ୟ ଓ ଶୃଙ୍ଖଳିତ ଭାବେ ନିର୍ବାହ ପାଇଁ ପରାମର୍ଶ ଦେଲେ…

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଆସନ୍ତା କାଲି ଅପରାହ୍ନରେ ସ୍ୱର୍ଗଦ୍ଵାର ସମ୍ମୁଖ ସମୁଦ୍ର କୂଳରେ ମହୋଦଧି ଆରତୀ ଉତ୍ସବ ପାଳନ କରାଯିବ। ଏଥି ନିମନ୍ତେ ଚୁଡାନ୍ତ ପ୍ରସ୍ତୁତି ବୈଠକ ଆଜି ଅପରାହ୍ନ ରେ ସର୍କିଟ ହାଉସ ଠାରେ ଅନୁଷ୍ଠିତ…
Read More...

ନରାଜ ରାସ୍ତା କାଠଯୋଡ଼ି କୂଳ ବସ୍ତି ଗୁଡିକୁ ସିଏମସି ବସ୍ତି ତାଲିକାଭୁକ୍ତ କରିବା ଦାବିରେ ବିକ୍ଷୋଭ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ନରାଜ ରାସ୍ତା ପାର୍ଶ୍ୱ କାଠଯୋଡ଼ି କୂଳରେ ଦିର୍ଘ ବର୍ଷ ଧରି ବସ୍ତି ରହିଆସିଛି। ଏହି ବସ୍ତି ଗୁଡିକରେ ହଜାରରୁ ଉର୍ଦ୍ଧ ଲୋକ ବାସ କରନ୍ତି। ଅଧିକାଂଶ ଆଦିବାସୀ ସମ୍ପ୍ରଦାୟର ପରିବାର ବାସ କରନ୍ତି।…
Read More...

ବେଆଇନ୍ ଉଛେଦ ଵନ୍ଦ ନକଲେ ୧୨ଜାନୁଆରୀ ଉଠା ଦୋକାନୀ ଘେରିଵେ ଵାଲେଶ୍ଵର ପୌର କାର୍ଯ୍ଯାଳୟ: ପଥ ଵିକ୍ରେତା ସଂଘ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଵାଲେଶ୍ଵର ଜିଲ୍ଲା ସଦରମହକୁମା ସହରରେ ଜିଲ୍ଲାର ଲକ୍ଷ ଲକ୍ଷ ଲୋକଙ୍କୁ ଶସ୍ତା ଦାମରେ ସମସ୍ତ ସାମଗ୍ରୀ ଯୋଗାଣର ସେଵା ଯୋଗାଉଥିଵା ପଥଵିକ୍ରତାଙ୍କୁ ଜିଲ୍ଲା ପ୍ରଶାସନ ମଧ୍ଯଯୁଗୀୟ ମାନସିକତା ନେଇ…
Read More...

ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ପାଇଁ ଆସିଥିବା ଓଟର ଚିକିତ୍ସା ଅଭାବରୁ ମୃତ୍ୟୁ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଦୁଃଖର ବିଷୟ ଯେ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ର ମୁଖ୍ୟ ଆକର୍ଷଣ ସାଜିଥିବା ହାତୀ, ଘୋଡା, ଓଟ ପାଇଁ ସରକାରୀ ସ୍ତରରେ ତାଙ୍କର ସ୍ୱାସ୍ଥ୍ୟଵସ୍ଥା ଯାଞ୍ଚ କରିବା ପାଇଁ ପଶୁ ଡାକ୍ତର ର କୌଣସି ପ୍ରାକ…
Read More...

ଗରିବ ହିତାଧିକାରୀଙ୍କ ପାଇଁ ନୂଆ ବର୍ଷ ଭେଟି, ଖାଦ୍ୟ ସୁରକ୍ଷା ଯୋଜନାରେ ଆଉ ବର୍ଷେ ମାଗଣାରେ ଚାଉଳ ମିଳିବ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କୁ ଆଉ ବର୍ଷେ ମାଗଣାରେ ଚାଉଳ ମିଳିବ । ଚଳିତ ଜାନୁଆରୀ ମାସରୁ ଡିସେମ୍ବର ମାସ ଯାଏଁ ଏହା କାର୍ଯ୍ୟକାରୀ ହେବ । ମୁଖ୍ୟମନ୍ତ୍ରୀ ନବୀନ…
Read More...

ହକି ବିଶ୍ୱକପ ପାଇଁ ରହିବନି କୌଣସି ବାଧ୍ୟତାମୂଳକ ଗାଇଡଲାଇନ୍‌, ଘୋଷଣା କଲେ ମୁଖ୍ୟ ଶାସନ ସଚିବ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆଗାମୀ ହକି ବିଶ୍ୱକପ ପାଇଁ କୌଣସି ବାଧ୍ୟତାମୂଳକ ଗାଇଡଲାଇନ୍‌ ରହିବନି । ପୂର୍ଣ୍ଣ ଦର୍ଶକଙ୍କ କ୍ଷମତାରେ ଏଥର ହକି ବିଶ୍ୱକପ ମ୍ୟାଚର ଆୟୋଜନ ହେବ। ହକି ବିଶ୍ୱକପ୍ ରୂପରେଖ ନେଇ ପ୍ରତିକ୍ରିୟା ରଖି…
Read More...

ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟରେ ୩ଟି ଏକାଡେମିକ ବ୍ଲକ ଓ ଭାସ୍କର୍ଯ୍ୟ ଉଦ୍ୟାନ ମୁଖ୍ୟମନ୍ତ୍ରୀ କଲେ ଉଦଘାଟନ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର ୨୪ତମ ପ୍ରତିଷ୍ଠା ଦିବସ ସମାରୋହକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ବିଶ୍ବବିଦ୍ୟାଳୟର ୩ଟି ନୂତନ…
Read More...

ଉନ୍ନତ ସ୍ବାସ୍ଥ୍ୟ ସେବାର ନିରନ୍ତର ବିକାଶ ନିମନ୍ତେ ରାଜ୍ୟ ସରକାରଙ୍କ ଦ୍ବାରା ୫ ଜଣ ପରାମର୍ଶଦାତା ନିୟୋଜିତ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ଵରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ଚାଲିଥିବା ଉନ୍ନତ୍ତମାନର ସାର୍ବଜନୀନ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ନିରନ୍ତର ବିକାଶ ନିମନ୍ତେ…
Read More...

ଗଣମାଧ୍ୟମ ସଂସ୍ଥାର ପ୍ରତିନିଧି ଦେଉଛନ୍ତି ନିର୍ଯାତନା, ପୋଲିସ ନଶୁଣିବାରୁ ଡିଜିପି ଅଫିସ ଆଗରେ ଆତ୍ମାହୁତି ଉଦ୍ୟମ କଲେ…

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ପୋଲିସ ମୁଖ୍ୟାଳୟ ରେ ଆତ୍ମାହୁତି ଉଦ୍ୟମ କଲେ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡେଇ ର ପୀଡ଼ିତା ଯୁବତୀ  । ଏକ ଗଣମାଧ୍ୟମ ସଂସ୍ଥାର ପ୍ରତିନିଧି ସରୋଜ ରଥ ଯୁବତୀ ଜଣଙ୍କୁ ପ୍ରତାରଣା ଦେବା ସହ ବ୍ଲାକ…
Read More...

ମାହାଙ୍ଗାରେ ବିଜୁ ଜନତା ଦଳର ବିଶାଳ ସମାବେଶ, ବିଧାୟକ ପ୍ରତାପ ଜେନା କଲେ ନିଜର ଶକ୍ତି ପ୍ରଦର୍ଶନ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ମାହାଙ୍ଗାରେ ବିଜୁ ଜନତା ଦଳର ବିଶାଳ ସମାବେଶ। ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଏହି ସମାବେଶ ମାଧ୍ୟମରେ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି। ମାହାଙ୍ଗା ନିର୍ବାଚନ ମଣ୍ଡଳୀର…
Read More...