କପିଳାସ ମନ୍ଦିରରେ ପ୍ରଭୁ ଶ୍ରୀ ଚନ୍ଦ୍ରଶେଖରଙ୍କ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ, ସେବାୟତଙ୍କ ଥିବା ଅପେକ୍ଷାକୁ ପୂରଣ…

ଓଡ଼ିଆ ନ୍ୟୁଜ(ବ୍ୟୁରୋ):  ଢେଙ୍କାନାଳ ଗସ୍ତ ଅବସରରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର କପିଳାସ ପୀଠକୁ ଯାଇ ପ୍ରଭୁ ଶ୍ରୀ ଚନ୍ଦ୍ରଶେଖରଜୀଉଙ୍କ ଦର୍ଶନ କରିଛନ୍ତି । ଏହାସହ ମନ୍ଦିରର…
Read More...

ସର୍ବଭାରତୀୟ ସେଵା ନିୟମକୁ ଖୋଲାଖୋଲି ଉଲଂଘନ କରୁଛନ୍ତି ଭି. କେ ପାଣ୍ଡିଆନ,ଭାରତ ସରକାରଙ୍କ DOPT ସଚିବଙ୍କୁ ଚିଠି…

ଓଡ଼ିଆ ନ୍ୟୁଜ(ବ୍ୟୁରୋ):  ଭାରତ ସରକାରଙ୍କ DOPT ସଚିବଙ୍କୁ ଚିଠି ଲେଖିଲେ କଂଗ୍ରେସ ନେତା ତଥା ପ୍ରଚାରକମିଟି ଅଧକ୍ଷ ବିଜୟ ପଟ୍ଟନାୟକ। ଓଡିଶାର ସର୍ବଭାରତୀୟ ସେଵା ନିୟମକୁ ଖୋଲାଖୋଲି ଉଲଂଘନ ହେଉଥିବା ଦର୍ଶାଇ ସେ ଏହି ଚିଠି…
Read More...

ଚାକିରିରୁ ବିଦା ହେଲେ ନବରଙ୍ଗପୁରର କୁବେର ଉପଜିଲ୍ଲାପାଳ

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତଙ୍କୁ ରାଜ୍ୟ ସରକାର ଆଜି ଚାକିରିରୁ ବିଦା କରିଛନ୍ତି । ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ୩ ଦିନ ତଳେ ଏହି ଦୁର୍ନୀତିଗ୍ରସ୍ତ…
Read More...

ଘଣ୍ଟ ଘଣ୍ଟାରେ ପ୍ରକମ୍ପିତ ଏକାମ୍ରକ୍ଷେତ୍ର, ୨୮ କଳସ ପୂଜା କରି ଲିଙ୍ଗରାଜ ପରିସରକୁ ଫେରିଛନ୍ତି ବ୍ରାହ୍ମଣ ମଣ୍ଡଳୀ

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଘଣ୍ଟ ଘଣ୍ଟାରେ ପ୍ରକମ୍ପିତ ଏକାମ୍ରକ୍ଷେତ୍ର । ଏକାମ୍ର ପ୍ରକଳ୍ପ ପାଇଁ ଚଳ ଚଞ୍ଚଳ ଲିଙ୍ଗରାଜ ମନ୍ଦିର ପରିସର । ପ୍ରକଳ୍ପର ଶୁଭାରମ୍ଭ କାର୍ଯ୍ୟର ଦ୍ୱିତୀୟ ଦିନରେ ସ୍ୱତନ୍ତ୍ର ରୀତିନୀତିରେ ଚାଲିଛି…
Read More...

ସମାଜସେବୀ ଡଃ. ନିରୁପମା ମିଶ୍ରଙ୍କ ପରଲୋକ, ଦୀର୍ଘଦିନ ଧରି ଥିଲେ ଅସୁସ୍ଥ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବିଶିଷ୍ଟ ସମାଜସେବୀ ଡାକ୍ତର ନିରୁପମା ମିଶ୍ରଙ୍କର ରବିବାର ରାତିରେ ୭୩ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଦୀର୍ଘଦିନ ଧରି ଅସୁସ୍ଥ ହୋଇ ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ । ସ୍ୱର୍ଗତା…
Read More...

ଚାନ୍ଦବାଲି ବିଡିଓଙ୍କୁ ମାଡ ମରା ଘଟଣା: ବିଜେପି ପ୍ରଶ୍ନ କଲା ବିଜେଡି ବିଧାୟକଙ୍କ ସର୍ମ୍ପକୀୟ କ’ଣ ଆଇନର ଉପରେ କି?

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ସବୁବେଳେ କୁହନ୍ତି ଆଇନ ତା ବାଟରେ ଯିବ ବୋଲି । ହେଲେ ଓଡିଶାରେ କେବେ ବି ଆଇନ ତା ବାଟରେ ଯାଏ ନାହିଁ । ମମିତା ମେହେର ହତ୍ୟାକାଣ୍ଡ ହେଉ, ପରି ହତ୍ୟାକାଣ୍ଡ ହେଉ ଅବା ମାହାଙ୍ଗା ଡବଲ…
Read More...

କ୍ୱାଲିଟି କାଉନସିଲ ଅଫ ଇଣ୍ଡିଆ ଓ ଓଡିଶା ସରକାରଙ୍କ ଦ୍ବାରା ଭୁବନେଶ୍ୱରରେ ଆରମ୍ଭ ହେଲା ‘ଓଡିଶା ଗୁଣବତ୍ତା ସଂକଳ୍ପ’

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଓଡ଼ିଶା ସରକାର, ଭାରତର ଗୁଣବତ୍ତା ପରିଷଦ ଓ ଶିଳ୍ପ ସଂଘ- ଆସୋଚାମ, ଫିସି, ଈଇପିସି, ଓଏଏସଏମଇ, ପିଏଚଡିସିସିଆଇ, ସିପେଟ, ଏଫଏଚଆରଏଆଇ ସହଭାଗିତାରେ ସୋମବାର ଦିନ ଭୁବନେଶ୍ବରରେ ‘ଓଡ଼ିଶା ଗୁଣବତ୍ତା…
Read More...

ଅସହିଷ୍ଣୁତାର ଶେଷ ପାହାଚରେ ମହେଶ ସାହୁ ଏବଂ ତାଙ୍କ ବିଜେଡି ଦଳ, ପାର୍ଟି ଛାଡି ମାଟି କଥା ଚିନ୍ତା କରନ୍ତୁ: ରୁଦ୍ର…

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଢେଙ୍କାନାଳ ସାଂସଦ ମହେଶ ସାହୁ ଓ ତାଙ୍କ ବିଜେଡି ଦଳ ଅସହିଷ୍ଣୁତାର ଶେଷ ପାହାଚରେ ଅଛନ୍ତି । ପାର୍ଟି ଛାଡି ସେ ପ୍ରଥମେ ମାଟି କଥା ଚିନ୍ତା କରନ୍ତୁ ବୋଲି ପ୍ରେସ୍ ବିବୃତ୍ତିରେ କହିଛନ୍ତି…
Read More...

ଓଡ଼ିଶା ରାଜନୀତିର ପାଣ୍ଡିଆନକରଣ: ମୁଖ୍ୟମନ୍ତ୍ରୀଙ୍କୁ ୫ଟି ଓ ବିଜେପିକୁ ଗୋଟିଏ ପ୍ରଶ୍ନ କଲା କଂଗ୍ରେସ

ଓଡ଼ିଆ ନ୍ୟୁଜ୍(କେନ୍ୟୁଜ୍):  ସଂପ୍ରତି ଓଡ଼ିଶା ରାଜନୀତିର ପାଣ୍ଡିଆନକରଣ ବିଲକ୍ଷଣକୁ ନେଇ କଂଗ୍ରେସ ତରଫରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ୫ଟି ଓ ଓଡ଼ିଶାର ବିଜେପି ନେତାଙ୍କୁ ଗୋଟିଏ ପ୍ରଶ୍ନ ପଚରାଯାଇଛି । ଓଡ଼ିଶା ରାଜନୀତିରେ…
Read More...

ରେଭେନ୍ସାର ଅବହେଳା ଓ କ୍ଷତିକୁ ଓଡ଼ିଶାବାସୀ କ୍ଷମା ଦେବେ ନାହିଁ, ‘ଲିଜ୍ ଜମି’ ନୁହେଁ ଜମିର ‘ମାଲିକାନା ସତ୍ୱ’ ପ୍ରଦାନ…

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ରାଜ୍ୟର ୫-ଟି ସଚିବଙ୍କ ଚେଲାଚାମୁଣ୍ଡା ଓ ଅଣଓଡ଼ିଆଙ୍କ ପାଇଁ ଭୁବନେଶ୍ୱରରେ ହୋଟେଲ, ମଦବାର କରିବାକୁ ସଂପୂର୍ଣ୍ଣ ମାଲିକାନାରେ ଜମି ଦିଆଯାଉଛି । ଅଥଚ ଓଡ଼ିଶା ଜାତିର ବୌଦ୍ଧିକ ବିକାଶର ମେରୁଦଣ୍ଡ ତଥା…
Read More...