ବିପୁଳ ବିଜୟ ପରେ ଆଜି ବାରିପଦା ରେ ବିଜେପି କରିଛି ବିଜୟ ଶୋଭାଯାତ୍ରା

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବିପୁଳ ବିଜୟ ପରେ ଆଜି ବାରିପଦା ରେ ବିଜେପି କରିଛି ବିଜୟ ଶୋଭାଯାତ୍ରା। ମୟୂରଭଂଜ ରେ 9 ରୁ 9 ବିଧାନସଭା ସହିତ ଲୋକସଭା ଜିତି ଅଭୂତପୂର୍ବ ସଫଳତା ପାଇଛି ବିଜେପି। ଏହି ବିପୂଳ ବିଜୟ ପରେ ଆଜି…
Read More...

କିନ୍ନରଙ୍କ ସାବିତ୍ରୀ ବ୍ରତ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଓଡ଼ିଆ ସଂସ୍କୃତି ଓ ପରମ୍ପରାର ଅନନ୍ୟ ପର୍ବ ଏହି ସାବିତ୍ରୀ ଅମାବାସ୍ୟା। ସ୍ୱାମୀଙ୍କ ମଙ୍ଗଳ ଓ ଦୀର୍ଘାୟୁ କାମନା କରି ବ୍ରତ ପାଳୁଛନ୍ତି ଓଡିଆ ଘରର ସ୍ତ୍ରୀ ଓ ମହିଳା।ସାବିତ୍ରୀଙ୍କ ପତିଭକ୍ତିକୁ…
Read More...

ଅନ୍ତରୀକ୍ଷ ସ୍ପେସ୍ ଷ୍ଟେସନରେ ପହଞ୍ଚିଲେ ସୁନୀତା

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଭାରତୀୟ ବଂଶୋଦ୍ଭବ ସୁନୀତା ୱିଲିୟମ୍‌‌ସ ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା ପକ୍ଷରୁ ମହାକାଶ ଯାତ୍ରା କରିଛନ୍ତି। ତୃତୀୟ ଥର ପାଇଁ ମହାକାଶ ଯାତ୍ରା କରି ଇତିହାସ ରଚିଲେ  ସୁନୀତା ଓ୍ବିଲିୟମ୍ସ…
Read More...

ରାହୁଲ ଗାନ୍ଧୀଙ୍କୁ ମିଳିଲା ଜାମିନ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାହୁଲ ଗାନ୍ଧୀଙ୍କୁ ମିଳିଲା ଜାମିନ। ବେଙ୍ଗାଲୁରୁର ଏକ କୋର୍ଟ ରାହୁଲଙ୍କ ଉପରେ ରହିଥିବା ମାନହାନି ମାମଲାରେ ଜାମିନ୍‌ ପ୍ରଦାନ କରିଛନ୍ତି। ବିଧାନସଭା ନିର୍ବାଚନ ସମୟରେ ଭାରତୀୟ ଜନତା ଦଳ ରାହୁଲଙ୍କ…
Read More...

ଲଗାତାର ଅଷ୍ଟମ ଥର ପାଇଁ ରେପୋ ରେଟ୍ ଅପରିବର୍ତ୍ତିତ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣ ବଜେଟ ପୂର୍ବରୁ ଆରବିଆଇର ବହୁ ପ୍ରତୀକ୍ଷିତ ମୁଦ୍ରା ନୀତି କମିଟି ବୈଠକ ଆଜି ଶେଷ ହୋଇଛି। ଏଥର ରେପୋ ରେଟ୍‌ରେ କୌଣସି ପରିବର୍ତ୍ତନ ନ କରିବାକୁ କମିଟି ପୁଣି…
Read More...

ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ଚାପୁଡା ମାରିଲେ ମହିଳା ଯବାନ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ବଲିଉଡ ଅଭିନେତ୍ରୀ ତଥା ବିଜେପି ସାଂସଦ କଙ୍ଗନା ରାଣାୱତଙ୍କୁ ଦୁର୍ବ୍ୟବହାର । ପ୍ରାଥମିକ ରିପୋର୍ଟ ଅନୁସାରେ କଙ୍ଗନାଙ୍କୁ ଜଣେ ମହିଳା ଚାପୁଡା ମାରିଛନ୍ତି । ସୂଚନା ମୁତାବକ, ଗତକାଲି ଚଣ୍ଡିଗଡ଼…
Read More...

ଦିଲ୍ଲୀ ଯାଇଛନ୍ତି ପାଣ୍ଡିଆନ; ସ୍ପଷ୍ଟୀକରଣ ରଖିଲା ବିଜେଡି

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଦୀର୍ଘ ୨୭ବର୍ଷର ସଫଳ ଆଂଚଳିକ ଦଳ ବିଜେଡି ଓ ୨୪ବର୍ଷର କ୍ରମାଗତ ସରକାରର ପତନର କାରଣ ପାଲଟିଥିବା ଭିକେ ପାଣ୍ଡିଆନଙ୍କ ସୁରକ୍ଷା ଦେବାକୁ ଆଜି ଆଗକୁ ଆସିଛି ବିଜେଡି । ସର୍ବସାଧାରଣରୁ ଦୂରେଇ…
Read More...

୧୨ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଅଭୟାରଣ୍ୟ ବନ୍ଦ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆସନ୍ତା ୧୨ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଅଭୟାରଣ୍ୟ ବନ୍ଦ ରହିବ। ଆସନ୍ତା୧୨ ତାରିଖରୁ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଶିମିଳିପାଳ ଟାଇଗର ରିଜର୍ଭ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ।…
Read More...

ସମ୍ପନ୍ନ ହୋଇଛି ବାଲୁଙ୍କେଶ୍ୱର ବାବାଙ୍କ ଦେବ ନିର୍ବନ୍ଧ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପାଖେଇ ଆସୁଛି ବଲାଙ୍ଗୀର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା । ଦେବ ଦମ୍ପତିଙ୍କ ବିବାହ ଉତ୍ସବ ପାଇଁ ସବୁ ଯାତ୍ରା କମିଟିର ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଶାନ୍ତି ଶୃଙ୍ଖଳାରେ ଏହାକୁ…
Read More...

ଚର୍ଚ୍ଚାରେ ଦଳୀୟ ନେତା କାର୍ତ୍ତିକ ପାଣ୍ଡିଆନ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ୨୦୨୪ ସାଧାରଣ ନିର୍ବାଚନରେ ବିଜେଡିର ପରାଜୟ ପରେ ଚର୍ଚ୍ଚାରେ ରହିଛନ୍ତି ଦଳୀୟ ନେତା କାର୍ତ୍ତିକ ପାଣ୍ଡିଆନ। କାରଣ ସେ ପ୍ରତ୍ୟକ୍ଷ ଭାବେ ଭାଜପା ନେତାଙ୍କୁ ଟାର୍ଗେଟ କରିବା ସହ ବିଜେଡି ନ ଜିତିଲେ…
Read More...