ଘରେ ପଶି ଲହୁଲୁହାଣ କଲା ବାରହା

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସକାଳୁ ସକାଳୁ ଘରେ ପଶିଲା ବାରହା। ଆଉ କଲା ଅତର୍କିତ ଆକ୍ରମଣ। ବାରହା ଆକ୍ରମଣରେ ଦୁଇ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କ ମଧ୍ୟରେ ଜଣେ ବୃଦ୍ଧା ଓ ଜଣେ ନାବାଳକ ଅଛନ୍ତି। ଏପରି ଏକ ଅଘଟଣ ଆଜି ସକାଳେ…
Read More...

ହାତୀ ଘଉଡାଇବା ବେଳେ ଏଲିଫ୍ୟାଣ୍ଟ ସ୍କ୍ୱାଡ଼୍ ସଦସ୍ୟକୁ କଚାଡ଼ି ମାରିଲା ଦନ୍ତା

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ହାତୀ ଉତ୍ପାତ ଅଭିଯୋଗ ପାଇ ଘଉଡ଼ାଇବାକୁ ଯାଇଥିଲେ ଏଲିଫ୍ୟାଣ୍ଟ ସ୍କ୍ୱାର୍ଡ କର୍ମଚାରୀ । ମାତ୍ର ହାତୀକୁ ଘଉଡ଼ାଇବେ କ’ଣ ହାତୀ ସେମାନଙ୍କୁ ଗୋଡ଼ାଇଲା। ଏହାଦେଖି ସମସ୍ତେ ଛତ୍ରଭଙ୍ଗ ଦେଇଥିବା ବେଳେ ହାତୀ…
Read More...

ରାସ୍ତା ପାର୍ଶ୍ୱରେ ଥିବା ଶନି ମନ୍ଦିର ଉପରକୁ ମାଡ଼ିଗଲା ଟ୍ୟାଙ୍କର

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ବଲାଙ୍ଗିର ଜିଲ୍ଲା ଗାନ୍ଧିନଗରରେ ଆଜି ଭୋରରୁ ଏକ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା ପାର୍ଶ୍ୱରେ ଥିବା ଶନି ମନ୍ଦିର ଉପରକୁ ମାଡ଼ିଗଲା ଟ୍ୟାଙ୍କର। ଏହି ଦୁର୍ଘଟଣା ଫଳରେ ମନ୍ଦିରଟି ସମ୍ପୂର୍ଣ୍ଣ…
Read More...

ବ୍ୟାଙ୍କ କର୍ମଚାରୀଙ୍କ ଠାରୁ ମୋବାଇଲ ଲୁଟ; ଥାନାରେ ମାମଲା

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବ୍ୟାଙ୍କ କର୍ମଚାରୀଙ୍କ ଠାରୁ ମୋବାଇଲ ଲୁଟ। ବାଲେଶ୍ୱର ଜିଲ୍ଲା ସୋର ଥାନା ମୁଗୁନିପୁର ଛକ ନିକଟରୁ ଜଣେ ବ୍ୟାଙ୍କ କର୍ମଚାରୀଙ୍କ ନିକଟରୁ ଏକ ମୋବାଇଲ ଲୁଟ୍ ହୋଇଥିବା ନେଇ ସୋର ଥାନାରେ ଅଭିଯୋଗ…
Read More...

ଖେଳିବାକୁ ଯାଇ କେନାଲରେ ଭାସିଗଲେ ଦୁଇ ନାବାଳକ; ମୃତ ଦେହ ଉଦ୍ଧାର

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ତିନିଜଣ ସାଙ୍ଗ ଖେଳିବାକୁ ଘର ନିକଟରେ ଥିବା କେନାଲ ପାଖକୁ ଯାଇଥିବା ବେଳେ ଦୁଇଜଣ କେନାଲରେ ଭାସିଯାଇ ମୃତ୍ୟୁବରଣ କରିଥିବା ଜଣାଯାଇଛି। ଏକ ଘଣ୍ଟାର ପରିଶ୍ରମ ପରେ ଦୁହିଁଙ୍କୁ ମୃତ ଅବସ୍ଥାରେ ଉଦ୍ଧାର…
Read More...

ଜିଲ୍ଲାପାଳ ଓ ଏସପି ଙ୍କ ଅନୁପସ୍ଥିତରେ ସରିଲା ଜନଶୁଣାଣି ଶିବିର

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଜିଲ୍ଲାପାଳ ଓ ଏସପି ଙ୍କ ଅନୁପସ୍ଥିତ ରେ ସରିଲା ଜନଶୁଣାଣି ଶିବିର | ଆଜି ଅପରାହ୍ନ ୪ଟା ପର୍ଯ୍ୟନ୍ତ ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ପରିସର ରେ ଥିବା ଶିକ୍ଷକ ଭଵନ ରେ ମିଳିତ ଜନଶୁଣାଣି ଶିବିର…
Read More...

କେନ୍ଦ୍ର କର୍ମଚାରୀଙ୍କୁ ସରକାରଙ୍କ ଦୀପାବଳି ଭେଟି

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କେନ୍ଦ୍ର କର୍ମଚାରୀଙ୍କ ପାଇଁ ଖୁସି ଖବର। କେନ୍ଦ୍ର ସରକାର କର୍ମଚାରୀମାନଙ୍କୁ ଦିପାବଳୀ ଭେଟି ଦେବାକୁ ଯାଇ ମହଙ୍ଗା ଭତ୍ତା(ଡିଏ)କୁ ୩ ପ୍ରତିଶତ ବୃଦ୍ଧି କରିଛନ୍ତି। ବୁଧବାର କେନ୍ଦ୍ର କ୍ୟାବିନେଟ…
Read More...

ଜୀ ସାର୍ଥକର ନୂଆ ଓଡ଼ିଆ ଚଳଚ୍ଚିତ୍ର “ଜବରଦସ୍ତ ଜ୍ବାଇଁ” ର ଅଡିଓ ଲୋକାର୍ପଣ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଓଡିଶାର ଘରେ ଘରେ ପରିଚିତ ଜୀ ସାର୍ଥକ ସବୁବେଳେ ଲୋକଙ୍କ ପସନ୍ଦକୁ ଗୁରୁତ୍ବ ଦେଇ ଆସୁଛି । ଓଡିଆ ଘରର ପରମ୍ପରା ଓ ରୀତିନୀତିକୁ ନେଇ ଅନେକ ମନୋଲୋଭା ଧାରାବାହିକ ଦେଇ ନିଜର ଦର୍ଶକଙ୍କୁ ମନୋରଞ୍ଜନର…
Read More...

ଜମ୍ମୁ-କଶ୍ମୀରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଓମାର ଅବଦୁଲ୍ଲା

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କେନ୍ଦ୍ରଶାସିତ ଅଞ୍ଚଳର ମାନ୍ୟତା ପାଇବାର 6 ବର୍ଷ ପରେ ଜମ୍ମୁ-କଶ୍ମୀରକୁ ମିଳିଲା ପ୍ରଥମ ମୁଖ୍ୟମନ୍ତ୍ରୀ। ନ୍ୟାସନାଲ କନଫରେନ୍ସ (ଏନସି) ବିଧାୟକ ଓମାର ଅବଦୁଲ୍ଲା ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ…
Read More...

ଡ୍ରାଇଭିଂ ଟେଷ୍ଟ ମୂଲ୍ୟାୟନ କରିବ ଏଆଇ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଏଣିକି ଡ୍ରାଇଭିଂ ଟେଷ୍ଟିଂ ବେଳେ ଜଗିବ ଆର୍ଟିଫିସିଆଲ ଇ​​‌ଣ୍ଟେଲିଜେନ୍ସ (ଏଆଇ) । ଗତବର୍ଷ ୬ଟି ସ୍ଥାନରେ ପରୀକ୍ଷାମୂଳକ ଭାବେ ଏହି ବ୍ୟବସ୍ଥାର ପ୍ରୟୋଗ କରାଯାଇଥିଲା ଯାହା ସଫଳ ହୋଇଛି ।  ପରୀକ୍ଷା…
Read More...