ଛାତ୍ରୀ ଅସଦାଚରଣ; ପ୍ରଧାନ ଶିକ୍ଷକ ସସ୍‌ପେଣ୍ଡ

ଓଡ଼ିଆ ନ୍ୟୁଜ୍: ନବରଙ୍ଗପୁରରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ପ୍ରଧାନ ଶିକ୍ଷକ ସସ୍‌ପେଣ୍ଡ। ପ୍ରଧାନ ଶିକ୍ଷକ ସୁକାନ୍ତ ଷଡ଼ଙ୍ଗୀଙ୍କୁ ସସ୍‌ପେଣ୍ଡ କଲେ ଜିଲ୍ଲାପାଳ। ସ୍କୁଲ୍‌ ତଦନ୍ତ କମିଟି ସୁପାରିସ୍‌ ଆଧାରରେ ସସ୍‌ପେଣ୍ଡ…
Read More...

ବାଇକ୍‌କୁ ଧକ୍କା ଦେଲା ଆମ ବସ୍

ଓଡ଼ିଆ ନ୍ୟୁଜ୍: କ୍ୟାଣ୍ଟନମେଣ୍ଟ ରୋଡ୍‌ରେ ବାଇକ୍‌କୁ ଧକ୍କା ଦେଲା ‘ଆମ ବସ୍’। ଦୁର୍ଘଟଣାରେ ବାଇକ୍‌ ଆରୋହୀ ଓ ଅନ୍ୟ ଜଣେ ମହିଳା ଗୁରୁତର। ୨ ଗୁରୁତର ଏସ୍‌ସିବି ମେଡିକାଲ୍‌ରେ ଭର୍ତ୍ତି, ଘଟଣାସ୍ଥଳରେ ଉତ୍ତେଜନା।ମୁଖ୍ୟ…
Read More...

କେଜରିୱାଲ ଦୁର୍ନୀତିଗ୍ରସ୍ତ: ମାଲିୱାଲ୍‌

ଓଡ଼ିଆ ନ୍ୟୁଜ୍: ଆପ୍‌ ଛାଡ଼ିବା ପରେ କେଜରିୱାଲ୍‌ଙ୍କ ଉପରେ ବର୍ଷିଲେ ସ୍ୱାତୀ ମାଲିୱାଲ। ‘ଆଜି ପର୍ଯ୍ୟନ୍ତ କୌଣସି ଭଲ ଲୋକ କେଜରିୱାଲଙ୍କ ସହିତ ରହି ନାହାନ୍ତି’। ‘ସେ ନିଜେ ଦୁର୍ନୀତିରେ ଜଡ଼ିତ, ଅନ୍ୟ କାହାକୁ ଆରୋପ…
Read More...

ବିଜେଡିରୁ ଇସ୍ତଫା ଦେବେ ମଣ୍ଡଳ ଦମ୍ପତି

ଓଡ଼ିଆ ନ୍ୟୁଜ୍: ଭଦ୍ରକରେ ଭୁଶୁଡୁଛି ବିଜେଡି ଗଡ଼; ଆଜି ଇସ୍ତଫା ଦେବେ ମଣ୍ଡଳ ଦମ୍ପତି। ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ ଓ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଦେବେ ଇସ୍ତଫା। ପୂର୍ବତନ ଜିଲ୍ଲା ସଭାପତି ଜଗନ୍ନାଥ ସାହୁ,…
Read More...

ଖୁବଶୀଘ୍ର ଇରାନ-ଆମେରିକା ବୈଠକ !

ଓଡ଼ିଆ ନ୍ୟୁଜ୍: ଖୁବଶୀଘ୍ର ଇରାନ-ଆମେରିକା ଦ୍ବିତୀୟ ପର୍ଯ୍ୟାୟ ଶାନ୍ତି ବୈଠକ। ପାକିସ୍ତାନରେ ଇରାନ ବୈଦେଶିକ ମନ୍ତ୍ରୀ ଆରାଘଚି ଓ ଟିମ୍‌। ଆମେରିକା ସହ ସିଧା ଆଲୋଚନା କରିବନି କହିଲା ଇରାନ। ଇରାନ-ଆମେରିକା ପରୋକ୍ଷ ଆଲୋଚନା…
Read More...

ସଖୀ ସେଣ୍ଟରରେ ଝୁଲି ପଡ଼ିଲେ ନାବାଳିକା

ଓଡ଼ିଆ ନ୍ୟୁଜ୍: ପ୍ରେମିକର ମୃତ୍ୟୁ ପରେ ଝୁଲି ପଡ଼ିଲେ ନାବାଳିକା।ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସଖୀ ସେଣ୍ଟରରେ ଝୁଲି ପଡ଼ିଲେ।ବାଥରୁମ୍‌ରେ ବେକରେ ଓଢ଼ଣୀ ଲଗାଇ ଜୀବନ ହାରିଲେ।କିଛିଦିନ ପୂର୍ବେ ପ୍ରେମିକଙ୍କ ସହ ଘରୁ ପଳାଇ…
Read More...

ତତଲା କଡେଇରେ ସିଝୁଛି ଓଡ଼ିଶା

ଓଡ଼ିଆ ନ୍ୟୁଜ୍: ଖରାରେ ସିଝୁଛି ସାରା ଓଡ଼ିଶା। ଆଗାମୀ ଦୁଇ ଦିନ ତାତିରୁ ମିଳିବନି ନିସ୍ତାର। ଛଟପଟ କରିଦେଉଛି ଏ ଗ୍ରୀଷ୍ମ ଜ୍ୱାଳା । ପଦାକୁ ଗୋଡ଼ କାଢ଼ିବାକୁ ଡର ମାଡ଼ୁଛି । ଗୋଡ଼ାଉଛି ତାତି ଆତଙ୍କ । ଉତ୍ତର ଓ ପଶ୍ଚିମ ଭାରତ…
Read More...

୩୦ରେ ସ୍ୱତନ୍ତ୍ର ଅଧିବେଶନ

ଓଡ଼ିଆ ନ୍ୟୁଜ୍: ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଡାକିଲେ ରାଜ୍ୟ ସରକାର। ୩୦ ତାରିଖ ଗୁରୁବାର ଗୋଟିଏ ଦିନ ପାଇଁ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ବସିବ। ଭାରତୀୟ ରାଜନୀତିରେ ମହିଳାମାନଙ୍କ ଯୋଗଦାନ ଉପରେ ଆଲୋଚନା ପାଇଁ ଏହି…
Read More...

ଏଥର ଜଲଦି ଆସିବ ମୌସୁମୀ

ଓଡ଼ିଆ ନ୍ୟୁଜ୍: ଏବର୍ଷ ଶୀଘ୍ର ଆସିବ ମୌସୁମୀ । ମେ ଶେଷ ସପ୍ତାହ ଆଡକୁ ପହଞ୍ଚିପାରେ ଦକ୍ଷିଣପଶ୍ଚିମ ସୌସୁମୀ ବାୟୁ । ଏହା ପ୍ରଭାବରେ ଦକ୍ଷିଣ ଭାରତରେ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ୟୁରୋପିଆନ ସେଣ୍ଟର ଫର୍…
Read More...

ବିଜେପି ମୁଖ୍ୟାଳୟରେ ଆପ୍‌ ଛାଡ଼ିଥିବା ୩ ସାଂସଦ

ଓଡ଼ିଆ ନ୍ୟୁଜ୍: ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ଆପ୍‌ ଛାଡ଼ିଥିବା ୩ ସାଂସଦ। ରାଘବ ଚଢ଼ା, ସନ୍ଦୀପ ପାଠକ, ଅଶୋକ ମିତ୍ତଲ ପହଞ୍ଚିଲେ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନଙ୍କୁ ଭେଟିଲେ ୩ ସାଂସଦ। ଦୁଇ ତୃତୀୟାଂଶ ଆପ୍‌…
Read More...