ବଳରାମପୁରରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବଳରାମପୁରରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ | ଘସିପୁରା ବ୍ଲକ୍ ବଳରାମପୁର ପଞ୍ଚାୟତରେ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ରେ ସଚେତନ‌ତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।

ସରପଞ୍ଚ ବଳରାମ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ ଗ୍ରାମାଞ୍ଚଳରେ ଭିତ୍ତିଭୂମି ବିକାଶ ହୋଇପାରିଛି ବୋଲି କହିଥିଲେ । ବ୍ଲକ୍ ଉପାଧ୍ୟାକ୍ଷ ପଞ୍ଚାନନ ବେହେରା, ବିଡିଓ ମାନସ ରଞ୍ଜନ ସାମଲ, ପିଇଓ ପଙ୍କଜ କୁମାର ସାହୁ, ତାରାକାନ୍ତ ବେହେରା, କନିଷ୍ଠ ଯନ୍ତ୍ରୀ ଫିଲିପ କୁମାରମହାନ୍ତ, ଜିଆର୍ଏସ୍ ବିଶ୍ବରଂଜନ କେଶୀ ପ୍ରମୁଖ ଯୋଗଦେଇଥିଲେ |

Leave A Reply

Your email address will not be published.