ବିସିସିଆଇର ନୂଆ ସମ୍ପାଦକ ଦେବଜିତ୍ ସାଇକିଆ

0

ଓଡ଼ିଆ ନ୍ୟୁଜ୍ : ବିସିସିଆଇର ନୂଆ ସମ୍ପାଦକ ହେଲେ ଦେବଜିତ୍ ସାଇକିଆ। ଆସାମର କ୍ରିକେଟର ଦେବଜିତଙ୍କୁ ନିଯୁକ୍ତି ଦେଲେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ। ଜୟ ଶାହ ଆଇସିସି ଅଧ୍ୟକ୍ଷ ହେବା ପରେ  ଦେବଜିତଙ୍କୁ ଏହି ଦାୟିତ୍ବ ଦିଆଯାଇଛି। ଦେବଜିତ୍ ସାଇକିଆ ଜଣେ ଓକିଲ, ପୂର୍ବତନ କ୍ରିକେଟର ଏବଂ କ୍ରିକେଟ ସମୀକ୍ଷକ ମଧ୍ୟ । ଦେବଜିତ୍ ସାଇକିଆ ବିସିସିଆଇର ସଚିବ (ଅନ୍ତରୀଣ) ଅଛନ୍ତି ।

ସାଇକିଆ ବର୍ତ୍ତମାନ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ଯୁଗ୍ମ ସଚିବ ପଦରେ କାର୍ଯ୍ୟରତ ଅଛନ୍ତି।

Leave A Reply

Your email address will not be published.