କେନ୍ଦୁଝର ପୋଲିସର ବଡ ସଫଳତା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  କେନ୍ଦୁଝର ପୋଲିସର ବଡ ସଫଳତା |  ସାଇବର କ୍ରାଇମରେ ବ୍ୟବହାର ହେଉଥିବା ନକଲି ନାରେ ମୋବାଇଲ ସିମ ବହାରକରୁଥିବା ୪ଜଣ ଅପରାଧୀଙ୍କୁ ଧରିଲା ପୋଲିସ |

୪୦୦୦ରୁ ଉର୍ଦ୍ଧ ନକଲି ସିମ୍ କାଢି ଝାଡଖଣ୍ଡ, ବିହାର, ରାଜସ୍ଥାନ ସାଇବର ଠକଙ୍କୁ କରିଥିଲେ ବିକ୍ରି କରୁଥିଲେ | ସେମାନଙ୍କ ଠାରୁ ୫୩୮ ଟି ସିମ୍, ୧୮ ଟି ମୋବାଇଲ , ୫ ଟି ବାଇମେଟ୍ରିକ ସ୍କାନର , ୨୫ ଟି ଏଟିଏମ୍ କାର୍ଡ଼ , ୨୫ ଟି ଆଇଡି କାର୍ଡ , ୧ ଟି ଲାପଟପ , ୭ ଟି ପାସ ବହି , ୧୮୫ ଟି ଫଟ , ୫୦୭୧ ଟଙ୍କା ଜବତ । ଏମାନଙ୍କ ନାମରେ ଦେଶ ସାରା ୩୦୦ରୁ ଉର୍ଦ୍ଧ ମାମଲା ରହିଛି ।

ଏସପି ଙ୍କ ସୂଚନା ଅନୁଯାୟୀ ଏମାନେ ବିଭିନ୍ନ ସୀମ୍ କାର୍ଡ କମ୍ପାନୀରେ ଚାକିରି କରୁଥିବାବେଳେ ନିରୀହ ଲୋକଙ୍କୁ ଠକି ସେମାନଙ୍କ ଅଜାଣନ୍ତରେ ଶୀମ୍ ବାହାର କରି ସାଇବର ଠକ ମାନଙ୍କୁ ଦେଉଥିଲେ । ସମସ୍ତ ଅପରାଧୀ କେନ୍ଦୁଝର ଘଷିପୁରା ଥାନା ଅଞ୍ଚଳର ବୋଲି ଜଣାପଡିଛି

Leave A Reply

Your email address will not be published.