କର୍ଣ୍ଣାଟକ ପରାଜୟ ପରେ ରଣନୀତି ବଦଳାଇଲା ବିଜେପି: ୨୦୨୪ ନିର୍ବାଚନରେ ସବୁ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ଦିଆଯିବ ଟିକେଟ୍

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): କର୍ଣ୍ଣାଟକ ପରାଜୟ ପରେ ରଣନୀତି ବଦଳାଇଲା ବିଜେପି । ୨୦୨୪ ନିର୍ବାଚନରେ ସବୁ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ଦିଆଯିବ ଟିକେଟ । କଣ୍ଣାଟକ ନିର୍ବାଚନରେ ପରାଜୟ ପରେ ବିଜେପି ଅଧିକ ରିସ୍କ ନେବାକୁ ଚାହୁଁନି । ତେଣୁ ମୋଦୀ ସରକାରଙ୍କ ସହ ସମସ୍ତ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ଟିକେଟ ଦେବାକୁ ଦଳ ନିଷ୍ପତି ନେଇଥିବା ସୂଚନା ମଳିଛି । କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ, ଅଶ୍ୱୀନୀ ବୈଷ୍ଣବ, ଏସ ଜୟଶଙ୍କର, ଧର୍ମେନ୍ଦ୍ର ପ୍ରଧାନ ଦଳ ଏଥର ମଇଦାନକୁ ଓହ୍ଲାଇବାକୁ ଯୋଜନା କରିଛି ।

ଧମେନ୍ଦ୍ର ପ୍ରଧାନ ଏବଂ ଅଶ୍ୱିନୀ ବୈଷ୍ଣବ ଓଡ଼ିଶାରୁ ଲୋକସଭା ନିର୍ବାଚନ ଲଢିବେ ବୋଲି କୁହାଯାଉଛି । ଦଳର ହେଭିୱେଟ ନେତାଙ୍କୁ ମଧ୍ୟ ଏଥର ମଇଦାକୁ ଓହ୍ଲାଇବାକୁ ଯୋଜନା କରିଛି ।

Leave A Reply

Your email address will not be published.