ବିଭିନ୍ନ ସ୍ଥାନ ରେ ବିଜେପି ର ମିଶ୍ରଣ ପର୍ବ ଅନୁଷ୍ଠିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବିଭିନ୍ନ ସ୍ଥାନ ରେ ବିଜେପି ର ମିଶ୍ରଣ ପର୍ବ ଅନୁଷ୍ଠିତ । ବାସୁଦେବପୁର ରେ ବିଭିନ୍ନ ସ୍ଥାନ ରେ ବାଣୀ ଙ୍କ ମାରାଥନ ବୈଠକ। ବିଭିନ୍ନ ପଞ୍ଚାୟତ ରେ ବିଜେପି ପ୍ରାର୍ଥୀ ବାଣୀ କଲ୍ୟାଣ ମହାନ୍ତି ଙ୍କ ମାରାଥନ ଗସ୍ତ ଜାରି ରହିଛି।

ବିଭିନ୍ନ ସ୍ଥାନ ରେ ବୈଠକ, ସଭା କରିବା ସହ ନିଜ ସପକ୍ଷ ରେ ଓ ଲୋକ ସଭା ପ୍ରାର୍ଥୀ ଅଭିମନ୍ୟୁ ସେଠୀ ଙ୍କ ସପକ୍ଷ ରେ ମତ ଦାନ କରିବାକୁ ନିବେଦନ କରୁଛନ୍ତି ବାଣୀ କଲ୍ୟାଣ। ବିଭିନ୍ନ ସ୍ଥାନ ରେ ଅନ୍ୟ ଦଳ ରୁ ବହୁ କର୍ମୀ ମାନେ ବାଣୀ କଲ୍ୟାଣ ମହାନ୍ତି ଙ୍କ ଉପସ୍ଥିତି ରେ ବିଜେପି ରେ ଯୋଗଦାନ କରୁଛନ୍ତି।

ଏହି କ୍ରମ ରେ ବିନୋବା ଭାବେ ନଗର ଓ ଅନ୍ଦୋଳା ପଞ୍ଚାୟତ , ବିନାୟକପୁର ଓ ପୌର ପରିଷଦ ର ଏଗାର ଓ ବାର ନମ୍ୱର୍ ୱାର୍ଡ ରେ ରେ ବହୁ ସଂଖ୍ୟା ରେ ଅନ୍ୟ ଦଳ ପରିତ୍ୟାଗ କରି ଯୁବ ଓ ବରିଷ୍ଟ କର୍ମୀ ବିଜେପି ରେ ଯୋଗ ଦାନ କରିଛନ୍ତି। ବାଣୀ କଲ୍ୟାଣ ମହାନ୍ତି ଙ୍କ ପ୍ରତି ଯୁବ ପିଢୀ ଙ୍କ ସମର୍ଥନ ବଢୁଛି ଏଥର ପରିବର୍ତ୍ତନ ଚାହୁଁଛନ୍ତି ଭୋଟର, ନୂଆ ଓ ଯୁବ ପ୍ରାର୍ଥୀ ବାଣୀ କଲ୍ୟାଣ ମହାନ୍ତି ଙ୍କୁ ବହୁ ଭୋଟ ରେ ବିଜୟ କରିବେ ବୋଲି କହୁଛନ୍ତି ବାଣୀ କଲ୍ୟାଣ ମହାନ୍ତି ଙ୍କ ସମର୍ଥକ।

Leave A Reply

Your email address will not be published.