ଅଷ୍ଟମ ବେତନ କମିଶନକୁ ମିଳିଲା କ୍ୟାବିନେଟର ମଞ୍ଜୁରି

0

ଓଡ଼ିଆ ନ୍ୟୁଜ୍: ବହୁ ପ୍ରତୀକ୍ଷିତ ଅଷ୍ଟମ ବେତନ କମିଶନକୁ ମିଳିଲା କ୍ୟାବିନେଟର ମଞ୍ଜୁରି। ଯାହା କେନ୍ଦ୍ର ସରକାର କେନ୍ଦ୍ର କର୍ମଚାରୀଙ୍କୁ ଖୁସି ଖବର ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବାଧିନ ସରକାର ଅଷ୍ଟମ ବେତନ ଆୟୋଗ ଗଠନର ନିଷ୍ପତ୍ତି ସେତେବେଳେ ନେଇଥିଲେ ଯେତେବେଳେ କେନ୍ଦ୍ରୀୟ କର୍ମଚାରୀ ଓ ପେନସନଧାରୀଙ୍କ ଭତ୍ତା ବଢି ୫୩ ପ୍ରତିଶତରେ ପହଞ୍ଚିଛି।

କେନ୍ଦ୍ରୀୟ କର୍ମଚାରୀ ଓ ପେନସନଧାରୀଙ୍କ ଲମ୍ବା ସମୟରୁ ଥିଲେ ଏହି ରିହାତିର ଅପେକ୍ଷାରେ।

Leave A Reply

Your email address will not be published.