Browsing Category

National

ଉଚ୍ଚ ପଦବୀରେ ଆଉ ଜଣେ ଓଡ଼ିଆ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସର୍ବଭାରତୀୟ ସ୍ତରର ଉଚ୍ଚ ପଦବୀରେ ଆଉ ଜଣେ ଓଡ଼ିଆ ନିଯୁକ୍ତ। ରିଜର୍ଭ ବ୍ୟାଙ୍କର ଏକଜିକ୍ୟୁଟିଭ ଡିରେକ୍ଟର ଭାବେ ନିଯୁକ୍ତି ପାଇଛନ୍ତି ମନୋରଂଜନ ମିଶ୍ର। ସେ ନଭେମ୍ବର ୧ରୁ ଦାୟିତ୍ୱ ନେଇଛନ୍ତି। ଆଗରୁ…
Read More...

ଇଡି ସ୍କାନର ଆସିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆସନ୍ତା ୭ ତାରିଖରେ ଛତିଶଗଡ଼ ବିଧାନସଭା ପାଇଁ ପ୍ରଥମ ପର୍ୟ୍ୟାୟ ଭୋଟିଂ ହେବ। ଏହାପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ସ୍କାନରକୁ ଆସିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ। ଇଡି ଦାବି…
Read More...

ନେପାଳରେ ହୋଇଥିବା ଭୂକମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୁଃଖ ପ୍ରକାଶ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଶନିବାର ଦିନ ନେପାଳରେ ହୋଇଥିବା ଭୂକମ୍ପରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିଛନ୍ତି। ଏକ୍ସ (ପୂର୍ବରୁ ଟ୍ୱିଟର) ରେ ନିଜର ଦୁଃଖ ପ୍ରକାଶ କରି ସେ ଲେଖିଛନ୍ତି ଯେ, ନେପାଳରେ…
Read More...

ରାଷ୍ଟ୍ରପତିଙ୍କ ୨ ଦିନିଆ ଓଡ଼ିଶା ଗସ୍ତ

ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ରାଷ୍ଟ୍ରପତିଙ୍କ ୨ ଦିନିଆ ଓଡ଼ିଶା ଗସ୍ତ | ଦୁଇ ଦିନିଆ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ । ଚଳିତ ନଭେମ୍ବର ୨୦ ଓ ୨୧ ତାରିଖରେ ଆସୁଛନ୍ତି  ଶ୍ରୀମତୀ ଦ୍ରୌପଦୀ ମୁର୍ମୁ |…
Read More...

ରାଜଧାନୀରେ ବାୟୁ ପ୍ରଦୂଷଣର ଜଟିଳ ପରିସ୍ଥିତ

ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ରାଜଧାନୀରେ ଦିଲ୍ଲୀର ବାୟୁ ପ୍ରଦୂଷଣ ଜଟିଳ ପରିସ୍ଥିତିରେ ପହଞ୍ଚିଛି। ଭୟଙ୍କର ବାୟୁ ପ୍ରଦୂଷଣ ହେତୁ ସଭିଏଁ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି। ଗତ ୬ ଦିନ ଧରି ଦିଲ୍ଲୀରେ ବାୟୁ ଅତି…
Read More...

ଫୋନ୍ ହ୍ୟାକିଂ ନେଇ ରାଜନୀତି

ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ଫୋନ୍ ହ୍ୟାକିଂ ନେଇ ରାଜନୀତି ତେଜିବାରେ ଲାଗିଛି। ବିରୋଧୀ ଏହାକୁ ନେଇ ସରକାରଙ୍କୁ ଘେରିଥିବାବେଳେ, ବିଜେପି ମଧ୍ୟ ପାଲଟା ଜବାବ ଦେଇଛି। ଏହାରି ମଧ୍ୟ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରାଳୟ,…
Read More...

ଖେଳରୁ ଜିତିବା ନଚେତ ଶିଖିବା

ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ନଭେମ୍ବର 1, 2023 ବୁଧବାର ଦିନ ନୂଆଦିଲ୍ଲୀର ମେଜର ଧିଆନ ଚାନ୍ଦ ଜାତୀୟ ଷ୍ଟାଡିୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ଏସୀୟ ପାରା ଗେମ୍ସ କଣ୍ଟିଜେଣ୍ଟ ସହିତ ଯୋଗାଯୋଗ କରିଥିଲେ। ମୋଦୀ…
Read More...

ଭାରତୀୟ ମିଠାକୁ ବିଶ୍ୱସ୍ତରୀୟ ମାନ୍ୟତା

ଓଡ଼ିଆ ନ୍ୟୁଜ, (ବ୍ୟୁରୋ):  ମିଠା କାହାକୁ ବା ଭଲ ଲାଗିନଥାଏ । ସମସ୍ତ ଖାଦ୍ୟର ଶେଷ ପରେ ମିଠା ଦିଆ ଯାଇଥାଏ ଖାଇବାକୁ । ଖାସ୍ କରି ଭାରତରେ ମିଠାର ଜାହିଦା ବେଶୀ ରହିଥାଏ । ତେବେ ବିଭିନ୍ନ ପ୍ରକାର ସୁସ୍ୱାଦୁ ମିଠା ଲାଗି…
Read More...

ଆଡ ଫ୍ରି ଭିଡିଓ ପାଇଁ ନେବାକୁ ହେବ ପ୍ରିମିୟମ ପ୍ଲାନ

ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ସର୍ବଭାରତୀୟ ସ୍ତରରେ ଏହାର ପ୍ଲାଟଫର୍ମରେ ବିଜ୍ଞାପନ ବ୍ଲକର୍ ଥିବା ଉପଭୋକ୍ତାଙ୍କୁ ଦମନ କରିବାକୁ ଗୁଗୁଲ୍ ମାଲିକାନା ୟୁଟ୍ୟୁବ୍ ଦୁଇଗୁଣ ହ୍ରାସ କରିଛି।ଆଉ କାମ କରିବନି AD ବ୍ଲକର । ତେବେ ଆଡ୍‌…
Read More...

ଉତ୍ତରପ୍ରଦେଶରେ ସୁପରଫାଷ୍ଟ ଏକ୍ସପ୍ରେସ ଲାଇନଚ୍ୟୁତ

ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ଉତ୍ତରପ୍ରଦେଶ ପ୍ରୟାଗରାଜରେ ସୁପରଫାଷ୍ଟ ଏକ୍ସପ୍ରେସ ଲାଇନଚ୍ୟୁତ । ଗାଜିପୁରରୁ ଦିଲ୍ଲୀ ଯାଉଥିବା ସୁହେଲଦେବ ଏକ୍ସପ୍ରେସ ଟ୍ରାକରୁ ଖସିଛି । ଟ୍ରେନର ଦୁଇଟି ଡବା ଏବଂ ଇଂଜିନ ଟ୍ରାକରୁ ଖସିପଡିଛି ।…
Read More...