Browsing Category

National

ଚନ୍ଦ୍ରଯାନ-୩ର ସଫଳତା ପରେ ବିଶ୍ୱକପ୍ ବି ଜିତିବ ଭାରତ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ବୁଧବାର (ଅଗଷ୍ଟ ୨୩)ରେ ଚନ୍ଦ୍ରଯାନ-୩ ଚନ୍ଦ୍ରରେ ଅବତରଣ କରି ଭାରତ ଇତିହାସ ସୃଷ୍ଟି କରିଛି। ଭାରତ ପଠାଇଥିବା ଚନ୍ଦ୍ରୟାନ -୩ ବୁଧବାର ଦିନ ଚନ୍ଦ୍ରରେ ଅବତରଣ କରିଥିଲା, ଯାହା ପରେ ଭାରତୀୟ ମହାକାଶ…
Read More...

ଚନ୍ଦ୍ରଯାନ-୩ର ଅବତରଣ: ଅନଲାଇନରେ ଦେଖିଲେ ୯.୧ ନିୟୁତ ଲୋକ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ସାରା ବିଶ୍ୱରେ ରେକର୍ଡ ସୃଷ୍ଟି କଲା ଭାରତ । ଭାରତ ଉପରେ ଏବେ ସାରା ବିଶ୍ୱର ନଜର । ଗତକାଲି ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳତାର ସହ ଲ୍ୟାଣ୍ଡିଂ କରିଛି ଚନ୍ଦ୍ରଯାନ-୩ । ଯାହାକୁ ସାରା ବିଶ୍ବରେ ୯.୧…
Read More...

ଇସ୍ରୋକୁ ଉପହାସ କରିଥିଲେ, ଏବେ ଚନ୍ଦ୍ରଯାନ-୩କୁ ପ୍ରଶଂସା କଲେ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଚନ୍ଦ୍ରପୃଷ୍ଠରେ ଇତିହାସ ରଚିଛି ଭାରତ । ଚନ୍ଦ୍ରଯାନ-୩ର ସଫଳ ଉତକ୍ଷେପଣ ପରେ ସାରା ବିଶ୍ୱରୁ ଶୁଭୁଛି ଶୁଭେଚ୍ଛାର ସୁଅ । ଏହାରି ଭିତରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)କୁ ପୂର୍ବରୁ ଉପହାସ…
Read More...

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ୨ଟି ବିମାନ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ୨ଟି ବିମାନ । ଦିଲ୍ଲୀ ବିମାନବନ୍ଦରରେ ବୁଧବାର ଅପରାହ୍ନରେ ଭିସ୍ତାରା ଏୟାରଲାଇନ୍ସର ଦୁଇଟି ବିମାନ ଏକ ନିଶ୍ଚିତ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଉଭୟ…
Read More...

‘ଚନ୍ଦ୍ରଯାନ-୩’ର ସଫଳ ଅବତରଣ ପରେ ଇସ୍ରୋ ମୁଖ୍ୟଙ୍କୁ ଫୋନ୍ କରି ଏମିତି କହିଲେ ମୋଦୀ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ସାରା ବିଶ୍ୱର ନଜର ଏବେ ଭାରତ ଉପରେ । କାରଣ ଚନ୍ଦ୍ର ପୃଷ୍ଠର ଦକ୍ଷିଣ ମେରୁରେ ସଫଳତାର ସହ ଅବତରଣ କରିଛି ଭାରତର ଚନ୍ଦ୍ରଯାନ-୩ । ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରର ଦକ୍ଷିଣ ମେରୁରେ ସନ୍ଧ୍ୟା ଠିକ୍‌ ୬ଟା…
Read More...

ବିକ୍ରମ ଲ୍ୟାଣ୍ଡରରୁ ବାହାରି ଚନ୍ଦ୍ରପୃଷ୍ଠରେ ଅବତରଣ କଲା ପ୍ରଜ୍ଞାନ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଇତିହାସ ରଚିଲା ଭାରତ । ଚନ୍ଦ୍ରପୃଷ୍ଠରେ ନାଁ ଲେଖିଲା ଇସ୍ରୋ । ଭାରତର ତୃତୀୟ ମୁନ୍‌ ମିଶନ୍‌ ଚନ୍ଦ୍ରୟାନ-୩କୁ ମିଳିଛି ବିରଳ ସଫଳତା। ଚନ୍ଦ୍ରର ସାଉଥ୍‌ ପୋଲ୍‌ରେ ଚନ୍ଦ୍ରୟାନ-୩ ସଫ୍ଟ ଲ୍ୟାଣ୍ଡିଂ…
Read More...

ଜହ୍ନରେ ନାଁ’ ଲେଖିଲା ଭାରତ, ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହେଲା ଇସ୍ରୋର ନାଁ’

ଓଡିଆ ନ୍ୟୁଜ୍ (ବ୍ୟୁରୋ) : ଜହ୍ନକୁ ଛୁଇଁଲା ଭାରତ । ସଫଳ ହେଲା ଭାରତର ମୁନ୍ ମିଶନ ଚନ୍ଦ୍ରଯାନ-୩ । ସାରା ବିଶ୍ୱ ଦେଖିଲା ଭାରତର ଐତିହାସିକ ସଫଳତା । ସ୍ୱର୍ଣ୍ଣାକ୍ଷରରେ ଇତିହାସରେ ଲିପିବଦ୍ଧ ହେଲା ଇସ୍ରୋର ନାଁ’ । ୬ଟା…
Read More...

ଆଜି ଜହ୍ନରେ ଉଡିବ ତ୍ରିରଙ୍ଗା; ଭାରତ ରଚିବ ସ୍ୱର୍ଣ୍ଣିମ ଇତିହାସ

ଓଡିଆ ନ୍ୟୁଜ୍ (ବ୍ୟୁରୋ) : ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । ସାରା ବିଶ୍ୱ ଦେଖିବ ଭାରତର ସଫଳତା । ସ୍ୱର୍ଣ୍ଣାକ୍ଷରରେ ଇତିହାସରେ ଲିପିବଦ୍ଧ ହେବ ଭାରତର ନାଁ’ । ସନ୍ଧ୍ୟା ୫ଟା୪୫ରୁ ୬ଟା ୪ମିନିଟ୍ ମଧ୍ୟରେ ଚନ୍ଦ୍ରପୃଷ୍ଠରେ…
Read More...

ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ, ଭୂସ୍ଖଳନରେ ୫ ମୃତ

ଓଡିଆ ନ୍ୟୁଜ୍ (ବ୍ୟୁରୋ) : ଦେବଭୂମିରେ ତାଣ୍ଡବ ରଚୁଛି ପ୍ରକୃତି । ଆଜି ହିମାଚଳ ପ୍ରଦେଶର ମାଣ୍ଡି ଜିଲ୍ଲାରେ ସରାଜରେ ବଡ଼ ଧରଣର ଭୂସ୍ଖଳନ । ୫ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୦ ଜଣ ନିଖୋଜ ଅଛନ୍ତି । ମୃତକଙ୍କ ମଧ୍ୟରେ…
Read More...

ହିମାଚଳରେ ପ୍ରବଳ ବର୍ଷା ସହ ଭୂସ୍ଖଳନ, ୫ଜଣଙ୍କ ମୃତ୍ୟୁ

ହିମାଚଳରେ ପ୍ରବଳ ବର୍ଷା ସହ ଜାରି ରହିଛି ଭୂସ୍ଖଳନ। ଫଳରେ ୫ଜଣଙ୍କ ଜୀବନ ଯାଇଛି। କିଛିଦିନ ତଳେ ଭୟଙ୍କର ଭୂସ୍ଖଳନ ଓ ପ୍ରବଳ ବର୍ଷା କାରଣରୁ ଅନେକ ଲୋକଙ୍କ ଜୀବନ ଯାଇଥିବା ବେଳେ ଏବେ ବି କିଛି ଲୋକ ନିଖୋଜ ରହିଛନ୍ତି । ଏହି…
Read More...