Browsing Category

National

ଏୟାରଟେଲ୍ ଗ୍ରହକଙ୍କୁ ବଡ଼ ଝଟକା: ମହଙ୍ଗା ହେଲା ପ୍ଲାନ୍

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଆପଣ ଏୟାରଟେଲ କମ୍ପାନୀର ଗ୍ରାହକ କି? ତାହେଲେ ଏଖବର ଆପଣଙ୍କ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ । ଦେଶର ଦ୍ୱିତୀୟ ବୃହତ୍ତମ ଟେଲିକମ୍ ଅପରେଟର ଏୟାରଟେଲ ଏହାର କିଛି ଯୋଜନାର ମୂଲ୍ୟ ବଦଳାଇ ଦେଇଛି।…
Read More...

୧୦୦ ବର୍ଷରେ ହୀରାବେନ, ପାଦ ଛୁଇଁ ଆଶୀର୍ବାଦ ନେଲେ ମୋଦି

ଅହମଦାବାଦ୍‌(ଓଡ଼ିଆ ନ୍ୟୁଜ୍‌): ୧୦୦ ବର୍ଷରେ ପାଦ ଥାପିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାଆ ହୀରାବେନ । ମୋଦିଙ୍କ ଜନ୍ମସ୍ଥାନ ଗାନ୍ଧୀନଗରରେ ପହଞ୍ଚି ମାଆ ପାଦ ଧୋଇ, ମୁଣ୍ଡିଆ ମାରି ମାଆଙ୍କ ଆଶୀର୍ବାଦ ନେଇଛନ୍ତି ।…
Read More...

କାବୁଲର ଗୁରୁଦ୍ୱାରରେ ଗୁଳିମାଡ଼: ସୁରକ୍ଷାକର୍ମୀଙ୍କ ମୃତ୍ୟୁ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ବାକୁଲରେ ଗୁଳିମାଡ଼ । ଗୁରୁଦ୍ୱାରରେ ଫୁଟିଲା ଗୁଳି । ଇସଲାମିକ୍ ଷ୍ଟେଟ୍ (ଆଇଏସ୍) ଆତଙ୍କବାଦୀମାନେ ଆଫଗାନିସ୍ତାନର ରାଜଧାନୀରେ ଏକ ଗୁରୁଦ୍ୱାର ଭିତରେ ଗୁଳି ଚଳାଇ ଜଣେ ସୁରକ୍ଷାକର୍ମୀଙ୍କୁ ହତ୍ୟା…
Read More...

ଅଗ୍ନିପଥ ଯୋଜନା ବିରୋଧରେ ଆଜି ବିହାର ବନ୍ଦ ଡାକରା

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): କେନ୍ଦ୍ରରେ ଥିବା ନରେନ୍ଦ୍ର ମୋଦୀ ସରକାର ଅଗ୍ନିପଥ ଯୋଜନାକୁ ନେଇ ବିବାଦ ମଧ୍ୟରେ ଛନ୍ଦି ହୋଇଛନ୍ତି । ଗୋଟିଏ ପଟେ ସମଗ୍ର ଦେଶରେ ଅଗ୍ନିପଥ ଯୋଜନାକୁ ନିରନ୍ତର ବିରୋଧ କରାଯାଉଛି। ଏହି ସମୟରେ ବିହାର…
Read More...

ଗୃହ ମନ୍ତ୍ରଣାଳୟର ବଡ଼ ନିଷ୍ପତ୍ତି: ଅଗ୍ନିବୀରଙ୍କ ପାଇଁ ୧୦% ସଂରକ୍ଷଣ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଅଗ୍ନିପଥ ଯୋଜନାକୁ ନେଇ ପ୍ରବଳ ବିରୋଧ ମଧ୍ୟରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏକ ବଡ ନିଷ୍ପତ୍ତି ନେଇଛି। ଅର୍ଦ୍ଦ ସୈନିକ ବଳ(ସିଏପିଏଫ) ଏବଂ ଆସାମ ରାଇଫଲ୍ସରେ ଅଗ୍ନିବୀର ନିଯୁକ୍ତି ପାଇଁ ମନ୍ତ୍ରଣାଳୟ…
Read More...

ଜମ୍ମୁ-କାଶ୍ମୀରରେ ପୁଣି ଟାର୍ଗେଟ୍ କିଲିଙ୍ଗ: ପୋଲିସ ଏସଆଇଙ୍କୁ ଅପହରଣ ପରେ ନିର୍ମମ ଭାବେ ହତ୍ୟା

ଶ୍ରୀନଗର(ଓଡ଼ିଆ ନ୍ୟୁଜ୍‌): ଜମ୍ମୁ-କାଶ୍ମୀରରେ ଥମିବାରେ ନାଁ ଧରୁନି ଟାର୍ଗେଟ୍ କିଲିଙ୍ଗ । ସବଇନ୍ସପେକ୍ଟରଙ୍କୁ ନିର୍ମମ ହତ୍ୟା କଲେ ଆତଙ୍କବାଦୀ । କିଛି ଦିନ ହେବ ନିଖୋଜ ଥିବା ସବଇନ୍ସପେକ୍ଟର ଗତ କାଲି ରାତିରେ ଏକ ବିଲ…
Read More...

ଡବ୍ଲ୍ୟୁଟିଓ ମିଟ୍: ୯ ବର୍ଷ ପରେ ବାଣିଜ୍ୟ ପ୍ୟାକେଜ୍ ଚୁକ୍ତିକୁ ଅନୁମୋଦନ କଲା ବିଶ୍ୱ ବାଣିଜ୍ୟ ସଂଗଠନ; ଜାଣନ୍ତୁ…

ଛଅ ଦିନର ଆଲୋଚନା ପରେ ବିଶ୍ୱ ବାଣିଜ୍ୟ ସଂଗଠନର ୧୬୪ ଜଣ ସଦସ୍ୟ ଶୁକ୍ରବାର ସକାଳେ ଜିନେଭାରେ ଏକ ପ୍ୟାକେଜ୍ ଚୁକ୍ତି ସିଲ୍ କରିଛନ୍ତି। ଯେଉଁଥିରେ ଭାରତ ଆଗରେ ଥିଲା। ସେଥିପାଇଁ ଏହାକୁ ଭାରତ ପାଇଁ ଏକ ବଡ଼ ବିଜୟ ବୋଲି ବିବେଚନା…
Read More...

ନିର୍ବାଚନ ସଂସ୍କାର: ଗୋଟିଏରୁ ଅଧିକ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବା ଦ୍ୱାରା ହେବ ଜୋରିମାନା ନା ନିଷେଧାଦେଶ?…

ପ୍ରାୟ ଦୁଇ ଦଶନ୍ଧି ପୂର୍ବରୁ କରାଯାଇଥିବା ପ୍ରସ୍ତାବକୁ ପୁନଃକାର୍ଯ୍ୟକାରୀ କରି ନିର୍ବାଚନ ଆୟୋଗ ସରକାରଙ୍କୁ ଏହା କହିଛନ୍ତି ଯେ ଗୋଟିଏରୁ ଅଧିକ ଆସନରୁ ପ୍ରତିଦ୍ୱନ୍ଦ୍ୱିତାକୁ ବାରଣ କରିବା ପାଇଁ ଆଇନରେ ସଂଶୋଧନ କରାଯିବା…
Read More...

ଜାମ୍ମୁ କାଶ୍ମୀରରେ କେବେ ହେବ ନିର୍ବାଚନ? ସୂଚନା ଦେଲେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ଆଜି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଦୁଇ ଦିନିଆ ଜାମ୍ମୁ କାଶ୍ମୀର ଗସ୍ତର ଦ୍ୱିତୀୟ ଦିନରେ ମହାରାଜା ଗୁଲାବ ସିଂଙ୍କ ୨୦୦ ତମ ରାଜ୍ର୍ୟାଭିଷେକ ସମାରୋହରେ ଯୋଗ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ରଜନନାଥ ସିଂ…
Read More...

୨୪ରୁ ଅଗ୍ନିବୀର ଭର୍ତ୍ତିପାଇଁ ଆରମ୍ଭ ହେବ ପ୍ରକ୍ରିୟା

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଅଗ୍ନିପଥ ଯୋଜନାକୁ ନେଇ ଦେଶର ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ ଜାରିରହିଛି । ଉତ୍ତରପ୍ରଦେଶରୁ ଦିଲ୍ଲୀ, ହରିୟାଣା, ବିହାର, ବଙ୍ଗଳା ପର୍ୟ୍ୟନ୍ତ ଏହି ପ୍ରଦର୍ଶନ ହିଂସାତ୍ମକ ରୂପ ନେଇଛି । ଏପଟେ…
Read More...