Browsing Category

National

୩୦୦ ବର୍ଷର ପୁରୁଣା ମସଜିଦର ସୁରକ୍ଷା ପାଇଁ ଆଗେଇ ଆସିଲେ ହିନ୍ଦୁ

ଲକ୍ଷ୍ନୌ(ଓଡ଼ିଆ ନ୍ୟୁଜ୍ ): ଭାଇଚାରାର ଦେଶ ଭାରତ । ଏଠି ବିଭିନ୍ନ, ବିଭିନ୍ନ ସମ୍ପ୍ରଦାୟର ଲୋକ ବସବାସ କରନ୍ତି । ହେଲେ ମନ୍ଦିର-ମସଜିଦ ଓ ହିନ୍ଦୁ-ମୁସଲମାନକୁ କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ରାଜନୀତି କରୁଛନ୍ତି । ଫଳରେ…
Read More...

୧୦୦ ଟଙ୍କା ମାରିଲେ ଏଟିଏମ୍ରୁ ବାହାରୁଛି ୫୦୦ ଟଙ୍କା

ମହାରାଷ୍ଟ୍ର(ଓଡ଼ିଆ ନ୍ୟୁଜ୍‌): ୧୦୦ ଟଙ୍କା ମାରିଲେ ଏଟିଏମ୍ରୁ ବାହାରୁଛି ୫୦୦ ଟଙ୍କା । ଏକଥା ଶୁଣିଲେ ନିଶ୍ଚିତ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ । ହଁ ଆଜ୍ଞା କଥାଟି ସତ,ସାଧାରଣତଃ ଏଟିଏମ୍ରେ ଆମେ ଯେତିକି ଟଙ୍କା ଟାଇପ୍ କରୁ…
Read More...

ବୋରେଓ୍ଵଲ ଭିତରେ ପଡିଥିବା ରାହୁଲର ବନ୍ଧୁ ପାଲଟିଯାଇଥିଲେ NDRF ଯବାନ ସୁନୀଲ କୁମାର,୧୦୪ ଘଣ୍ଟା ତା ସହ କଥା ହୋଇ…

ଓଡିଆ ନ୍ୟୁଜ୍(ବ୍ୟୁରୋ):  ବୋରେଓ୍ଵଲ ଭିତରେ ୫ ଦିନ କିପରି କାଟିଲେ ରାହୁଲ ? ଉଦ୍ଧାର ସମୟରେ ରାହୁଲ ଓ ଯବାନଙ୍କ ସହ କିପରି ରହିଥିଲା ସମନ୍ଵୟ । ଉଦ୍ଧାରକାରୀ ଟିମ୍‌ଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁ ରାହୁଲଙ୍କୁ ସୁରକ୍ଷିତ…
Read More...

ସୁପ୍ରିମକୋର୍ଟର ବିଚାରପତି ଏମ.ଆର. ଶାହାଙ୍କୁ ହୃଦଘାତ; ଏୟାର ଲିଫ୍ଟ ଯୋଗେ ଯିବେ ଦିଲ୍ଲୀ

ସୁପ୍ରିମକୋର୍ଟର ଜଷ୍ଟିସ ଏମଆର ଶାହାଙ୍କର ହୃଦଘାତ ହୋଇଛି। ହୃଦଘାତ ସମୟରେ ସେ ହିମାଚଳ ପ୍ରଦେଶରେ ଥିବା ସୂଚନା ମିଳିଛି। ଚିକିତ୍ସା ପାଇଁ ଜଷ୍ଟିସ ଶାହାଙ୍କୁ ଦିଲ୍ଲୀ ଅଣାଯାଉଛି। ଏକ ସରକାରୀ ସୂତ୍ରରୁ ଜଣାପଡିଛି ଯେ  ତାଙ୍କୁ…
Read More...

‘ଦିଲ୍ଲୀ ପୋଲିସ ମୋ ଲୁଗା ଚିରିଦେଲେ’ ସାଂସଦ କହିଥିବା ଭିଡିଓ ସେୟାର କଲେ ଶଶୀ ଥରୁର୍‌

ନୂଆଦିଲ୍ଲୀ(ଓଡ଼ିଆ ନ୍ୟୁଜ୍‌): ଦିଲ୍ଲୀରେ କଂଗ୍ରେସ କର୍ମୀମାନେ ପ୍ରତିବାଦ କରୁଥିବା ବେଳେ ବୁଧବାର ଦିନ ଦିଲ୍ଲୀ ପୁଲିସ ପୋଷାକପତ୍ର ଚିରି ପକାଇବା ସହ ଜଣେ ଅପରାଧୀଙ୍କ ଭଳି ବ୍ୟବହାର କରିଥିବା କହି ଭିଡିଓ ମାଧ୍ୟମରେ ଦିଲ୍ଲୀ…
Read More...

ଅଗ୍ନିପଥ ଯୋଜନାକୁ ବିରୋଧ କରୁଥିବା ଯୁବ ପ୍ରତିବାଦକାରୀଙ୍କୁ ସିଏମ୍ ଯୋଗୀ ଆଦିତ୍ୟନାଥଙ୍କ ନିବେଦନ; ପ୍ରତାରିତ ହୁଅ…

କେନ୍ଦ୍ର ସରକାରଙ୍କ ଦ୍ଵାରା ଘୋଷଣା କରାଯାଇଥିବା ‘ଅଗ୍ନିପଥ’ ଯୋଜନାକୁ ତୀବ୍ର ବିରୋଧ କରି ବିହାରରେ ଏକ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ବିହାରରେ ଉତ୍ତ୍ୟକ୍ତ ଯୁବ ପ୍ରତିବାଦକାରୀମାନେ ଭଭୁଆ ରୋଡ୍‌ ରେଳ ଷ୍ଟେସନ୍‌ରେ…
Read More...

ମାଆଙ୍କ ୧୦୦ ତମ ଜନ୍ମ ଦିନ ପାଳନ କରିବେ ପ୍ରଧାନମନ୍ତ୍ରୀ ମୋଦୀ; ଦୀର୍ଘାୟୁ କାମନା କରି ମନ୍ଦିରରେ କରିବେ ପୂଜାର୍ଚ୍ଚନା

ଜୁନ୍ ୧୮ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାତା ହିରାବେନଙ୍କ ୧୦୦ ବର୍ଷ ପୂରଣ ହେବାକୁ ଯାଉଛି। ଏହି ବିଶେଷ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ତାଙ୍କ ମାଆଙ୍କ ସହ ରହିବେ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ମାତା…
Read More...

ବଢିଲା ନୂଆ ଏଲପିଜି ଗ୍ୟାସ୍ ସଂଯୋଗ ଦର, ଚିନ୍ତାରେ ଖାଉଟି

ନୂଆଦିଲ୍ଲୀ(ଓଡ଼ିଆ ନ୍ୟୁଜ୍‌): ହାଣ୍ଡିଶାଳରେ ପୁଣି ପଡ଼ିଲା ଚଡ଼କ । ଗୋଟେପଟେ ଘରୋଇ ଅତ୍ୟାବଶ୍ୟକୀୟ ସ।ମଗ୍ରୀ ଓ ରନ୍ଧନ ଗ୍ୟାସ ସିଲିଣ୍ଡର ଦର ଅହେତୁକ ଭାବେ ବଢିଥିବାବେଳେ ଏପଟେ ଆଜିଠୁ ବଢିଛି ନୂଆ ଗ୍ୟାସ୍ ସଂଯୋଗ ଦର । ଏହି…
Read More...

ବୁଲଡୋଜର ଆକ୍ସନ ଉପରେ ନିଷେଧାଦେଶ ପାଇଁ ଆଜି ସୁପ୍ରିମକୋର୍ଟରେ ଶୁଣାଣି

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଉତ୍ତରପ୍ରଦେଶରେ ବେଶ ଚର୍ଚ୍ଚାରେ ଯୋଗୀଙ୍କ ବୁଲଡୋଜର ଆକ୍ସନ । ଏବେ କିନ୍ତୁ ଉତ୍ତରପ୍ରଦେଶରେ ମନଇଚ୍ଛା କାହାରି ଘର ବୁଲଡୋଜର ଦ୍ୱାରା ଭଙ୍ଗା ଯାଇପାରିବନି । ସୁପ୍ରିମକୋର୍ଟରେ ଏନେଇ ଏକ ମାମଲାର ଆଜି…
Read More...

ନୁପୁର ଶର୍ମାଙ୍କ ବିରୋଧରେ ମହାରାଷ୍ଟ୍ରରେ ପୁଣି ଏକ FIR

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଭବିଷ୍ୟବକ୍ତା ମହମ୍ମଦଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ମହାରାଷ୍ଟ୍ରର ବିଡ୍ ପୋଲିସ୍ ପୂର୍ବତନ ଭାରତୀୟ ଜନତା ପାର୍ଟି (ବିଜେପି) ନେତ୍ରୀ ନୁପୁର ଶର୍ମାଙ୍କ ବିରୋଧରେ ମାମଲା…
Read More...